ଜାତୀୟ ନାଟ୍ୟ ମହୋତ୍ସବ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
ବାରିପଦା : ବାରିପଦାର ଅଗ୍ରଣୀ ନାଟ୍ୟସଂସ୍ଥା “ଆମେ : ବାରିପଦା” ଆନୁକୂଲ୍ୟରେ ସ୍ଥାନୀୟ ସହୀଦ ସ୍ମୃତି ଭାବନରେ ଅନୁଷ୍ଠିତ ହେବାକୁଥିବା ଜାତୀୟ ନାଟ୍ୟ ମହୋତ୍ସବ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଯାଇଛି ବୋଲି ମୁଖ୍ୟ ଆୟୋଜକ ତଥା ସାଧାରଣ ସମ୍ପାଦକ ଚିନ୍ମୟ ଦାସ ପଟ୍ଟନାୟକ ପ୍ରକାଶ କରିଛନ୍ତି I ଆଜି ଅନୁଷ୍ଠିତ ଶେଷ ପ୍ରସ୍ତୁତି ବୈଠକରେ ଆୟୋଜକ କମିଟିର ସଦସ୍ୟ ଉପସ୍ଥିତ ରହି ସମସ୍ତ ଦିଗ ଉପରେ ଆଲୋଚନା କରିଥିଲେ I ଚଳିତ ମାସ ୬ ତାରିଖରୁ […]
Read More Text.