ବିଲ ମୁଣ୍ଡରେ ଶୋଇ ରହିଛି ବଉଳା କୁମ୍ଭୀର, ଚାଷୀ ଭୟଭୀତ
ରାଜନଗର : ବିଲ ମୁଣ୍ଡରେ ଜଗି ରହିଛି ବିରାଟକାୟ ବଉଳା କୁମ୍ଭୀର । ତିନିଦିନ ହେବ କୁମ୍ଭୀରଟି ବିଲ ମୁଣ୍ଡରେ ଶୋଇ ରହିଥିବାରୁ ବିଲକୁ ଯିବାକୁ ଭୟ କରୁଛନ୍ତି ଚାଷୀ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳର ଗୋପାଳପୁର , କେରଡାଗଡର ମୁଖ୍ୟ ରାସ୍ତା ନିକଟସ୍ଥ ଘୋଡାପାରିଆ ଗାଁ ଛକ ନିକଟ ବିଲ ମୁଣ୍ଡରେ କୁମ୍ଭୀରଟି ଶୋଇ ରହିଛି । ରାତିରେ ନିକଟସ୍ଥ କେନାଲ ଓ ପୋଖରୀରେ ପଶି ମାଛ ଖାଇବା ପରେ କୁମ୍ଭୀରଟି ଦିନ ହେଲେ ବିଲ […]
Read More Text.