Img 20251112 wa0252

ମୟୂରଭଞ୍ଜ ଜିଲ୍ଲା ପୂର୍ବତନ ସୈନିକ ସଙ୍ଘର ବାର୍ଷିକ ସମାବେଶ ଅନୁଷ୍ଠିତ

ବାରିପଦା- ମୟୂରଭଞ୍ଜ ଜିଲା ପୂର୍ବତନ ସୈନିକ ସଙ୍ଗଠନର ୩୭ତମ ବାର୍ଷିକ ସମାବେଶ ବାରିପଦା ସହର ର ୱାର୍ଡ ନମ୍ବର-26 ଅନ୍ତର୍ଗତ ଭୁଗୁଡ଼ାକଟା ସ୍ଥିତ ସଙ୍ଘ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ଉଦଳା ଖୁଣ୍ଟା, ଶରତ, ଠାକୁରମୁଣ୍ଡା, ବେତନଟି, ଝାରପୋଖରିଆ, ଯଶିପୁର, ବାରିପଦା, ଚିତ୍ରଡା, ରାଇରଙ୍ଗପୁର, ଶୁଳିଆପଦା, ରାସଗୋବିନ୍ଦପୁର, ବଡସାହି ପ୍ରଭୃତି ଶାଖାରୁ ପ୍ରାୟ ପାଞ୍ଚ ଶହରୁ ଅଧିକ ଭେଟେରାନନ୍ସ,ବୀରନାରୀ,ବୀରମାତା,ଏବଂ ତାଙ୍କର ପରିଜନମାନେ ଯୋଗଦାନ କରିଥିଲେ l ଅନୁଷ୍ଠିତ ଉକ୍ତ ସମାବେଶରେ ସଙ୍ଘର ବିଗତ ବର୍ଷର ଆୟ/ବ୍ୟୟର […]

Read More Text.
Img 20251112 wa0265

ଭଂଜପୁର ଜଗଦ୍ଧାତ୍ରୀ ମେଳାର ୧୦ମ ସନ୍ଧ୍ୟା, ବିଭିନ୍ନ ଚିତାକର୍ଶକ ନୃତ୍ୟ ର ମଜାନେଲେ ଦର୍ଶକବୃନ୍ଦ

ବାରିପଦା : ସ୍ଥାନୀୟ ଭଂଜପୁର ଠାରେ ଉତ୍ତର ଓଡିଶାର ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳାର ୧୦ମ ସନ୍ଧ୍ୟାରେ ସିନିୟର ସୋଲୋ, ଡୁଏଟ ଏବଂ ଗ୍ରୁପ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପୂର୍ବରୁ ପ୍ରତିଯୋଗୀଙ୍କୁ ନେଇ ଏକ ଅଡିସନ ହୋଇଥିଲା I ସେମାନଙ୍କ ମଧ୍ୟରୁ ୨୪ ଜଣ ସିନିୟର ସୋଲୋ, ୨୨ ଯୋଡି ଡୁଏଟ ଏବଂ ୧୬ ଟି ଦଳ ଫାଇନାଲକୁ ଉନ୍ନୀତ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ […]

Read More Text.
Img 20251112 wa0253

ରାଜ୍ୟସ୍ତରୀୟ ନାଟକ ମହୋତ୍ସବରେ ପି ସି ପୁର ସ୍କୁଲର ସଫଳତା 

ବାରିପଦା :  ବାଲେଶ୍ୱରର ଅଗ୍ରଣୀ ନାଟ୍ୟସଂସ୍ଥା କଳାକାର ଆନୁକୂଲ୍ୟରେ ଗାନ୍ଧୀସ୍ମୃତି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ନାଟକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି ମହୋତ୍ସବରେ ବାରିପଦାର ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ “କାନ୍ଦୁଛି ବନାନୀ” ନାଟକ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି I ନାଟକଟି ଶ୍ରେଷ୍ଠ ବାର୍ତ୍ତାଧର୍ମୀ ନାଟକ ଭାବେ ପୁରସ୍କୃତ ହେବା ସହ ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ରାଜବୀର ଲାମା, ଦ୍ଵିତୀୟ ଶ୍ରେଷ୍ଠ ପାର୍ଶ୍ଵ ଅଭିନେତ୍ରୀ […]

Read More Text.
Surabhi

ରାଜ୍ୟସ୍ତରୀୟ ‘ସୁରଭି-୨୦୨୫’କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱରର ୟୁନିଟ୍-୩ସ୍ଥିତ କ୍ୟାପିଟାଲ ହାଇସ୍କୁଲଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ସୁରଭି କେବଳ ଶିଶୁ ପ୍ରତିଭାର ବିକାଶ ପାଇଁ ଏକ ଉତ୍ସବ ନୁହେଁ, ଏହା ପ୍ରତ୍ୟେକ ଶିଶୁମାନଙ୍କ ସ୍ୱପ୍ନ, ସୃଜନଶୀଳତା, ଚିନ୍ତାଧାରା ଓ ପ୍ରତିଭା ବିକାଶର ମଞ୍ଚ। ବିଦ୍ୟାର୍ଥୀମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ‘ସୁରଭି’ ଏକ ଅଦ୍ବିତୀୟ […]

Read More Text.

ନୂଆପଡ଼ା ଉପନିର୍ବାଚନ: ୧୪ ତାରିଖ ସକାଳ ସାଢ଼େ ୮ରୁ ଇଭିଏମ କାଉଣ୍ଟିଂ

ଭୁବନେଶ୍ବର: ନଭେମ୍ବର ୧୪ରେ ନୂଆପଡ଼ା ବିଧାନସଭା ଉପନିର୍ବାଚନ ଭୋଟ୍ ଗଣତି । ଏଥିପାଇଁ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶୁକ୍ରବାର ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ ଗଣନା ଓ ସାଢେ ୮ଟା ର ଆରମ୍ଭ ହେବ ଇଭିଏମ କାଉଣ୍ଟିଂ । ୩୫୮ ବୁଥ୍ ପାଇଁ ୧୪ଟି ଟେବୁଲ ବ୍ୟବସ୍ଥା ହୋଇଛି । ୧୪ଟି ଟେବୁଲରେ ୨୬ ରାଉଣ୍ଡ ଭୋଟ ଗଣତି ହେବ। ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ଆସିଷ୍ଟାଣ୍ଟ, କାଉଣ୍ଟିଂ ସୁପର […]

Read More Text.
Images

ନୂଆପଡ଼ାରେ ଐତିହାସିକ ୮୩.୪୫% ମତଦାନ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନରେ ଏଥର ରେକର୍ଡ ମତଦାନ ହୋଇଛି। ଚଳିତ ଥର ଐତିହାସିକ ଭାବେ ୮୩.୪୫% ଭୋଟିଂ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ସୂତ୍ରରୁ ସୂଚନା ମିଳିଛି। ସିଇଓ କହିଛନ୍ତି ଯେ, ମତଦାନରେ ଏହି ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ନୂଆପଡାବାସୀଙ୍କ ଗଣତନ୍ତ୍ର ପ୍ରତି ଥିବା ଆସ୍ଥା ଓ ବିଶ୍ୱାସକୁ ପ୍ରଦର୍ଶିତ କରୁଛି। ବିପୁଳ ସଂଖ୍ୟାରେ ମତଦାନ କରି ଗଣତନ୍ତ୍ରର ପର୍ବକୁ ସଫଳ କରିଥିବା ସମସ୍ତ ମତଦାତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ମତଦାତାଙ୍କ ମଧ୍ୟରେ ସଚେତନତା ବଢ଼ାଇବା ପାଇଁ […]

Read More Text.
1762872879 dji 20251111121847 0916 d

ମହାନଦୀରେ ନୌକା ଦୌଡ ପ୍ରତିଯୋଗିତା

କଟକ: ମହାନଦୀର ଶାନ୍ତ ଜଳରାଶିରେ ଦୁଇ ଦିନିଆ ନୌକା ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହାନଦୀ ନୌକା ଦୌଡ଼ ପ୍ରତିଯୋଗିତା ୨୦୨୫କୁ ଶୁଭାରମ୍ଭ କରିଥିଲେ। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ୱାରା କଟକ ଜିଲ୍ଲା ପ୍ରଶାସନ ସହିତ ମିଳିତ ଭାବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଗଡ଼ଗଡିଆ ଘାଟ ଏବଂ ସିଲଭର ସିଟି ବୋଟ୍ କ୍ଲବ୍ ମଧ୍ୟରେ ଏକ ସ୍ପନ୍ଦନଶୀଳ ସଙ୍ଗମରେ କ୍ରୀଡା, ସଂସ୍କୃତି ଏବଂ ଐତିହ୍ୟକୁ ଏକତ୍ରିତ କରିଥିଲା। ଏହା ପରେ ନଦୀକୂଳରେ […]

Read More Text.
Special otet

ଡିସେମ୍ବର ୧୭ରେ ଓଟିଇଟି

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ଡିସେମ୍ବର ୧୭ରେ ଅନୁଷ୍ଠିତ ହେବ। ସେହି ଦିନ ୨ଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ। ପୂର୍ବାହ୍ଣ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ପେପର-୧ ପରୀକ୍ଷା ଓ ଅପରାହ୍ଣ ୨ଟାରୁ ୪.୩୦ ପର୍ଯ୍ୟନ୍ତ ପେପର-୨ ପରୀକ୍ଷା ହେବ। ଏଥିନିମନ୍ତେ ଫର୍ମ ପୂରଣ ନଭେମ୍ବର ୧୨ ରୁ ନଭେମ୍ବର ୨୫ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଦେୟ ଦାଖଲ ପାଇଁ ନଭେମ୍ବର ୨୬ […]

Read More Text.
Bbsr v

ଭୁବନେଶ୍ୱରରେ ହାଇଆଲର୍ଟ: ରେଲୱେ ଷ୍ଟେସନ, ବସ ଷ୍ଟାଣ୍ଡରେ ଚେକିଂ

ଭୁବନେଶ୍ୱର : ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ ରାଜଧାନୀ ଭୁବନେଶ୍ୱର । ନୟାପଲ୍ଲୀ, ଇନ୍ଫୋଭେଲୀ, ଭରତପୁର , କ୍ୟାପିଟାଲ ଆଦି ବିଭିନ୍ନ ଥାନା ଅଂଚଳରେ ପାଟ୍ରୋଲିଙ୍ଗ କଡାକଡି କରାଯାଇଛି । ସେହିଭଳି ବିଭିନ୍ନ ଅଞ୍ଚଳରେ ନାକା ଲଗାଯାଇ ଗାଡ଼ି ମୋଟର ଚେକିଂ କରାଯାଉଛି । ରେଲୱେ ଷ୍ଟେସନ, ବସ ଷ୍ଟାଣ୍ଡ ଅଞ୍ଚଳରେ ଚେକିଂ କରିବା ସହ ସହର ରେ ଥିବା ହୋଟେଲ ରେ ମଧ୍ୟ ଯାଞ୍ଚ କରାଯାଉଛି । କେବଳ ଭୁବନେଶ୍ବର ନୁହଁ ରାଜ୍ୟର ବିଭିନ୍ନ ସ୍ଥାନରେ ସୁରକ୍ଷା […]

Read More Text.
Dhanuyatra

ଡ଼ିସେମ୍ବର ୨୪ରୁ ବରଗଡ଼ ଧନୁଯାତ୍ରା ଆରମ୍ଭ

ବରଗଡ଼: ଆସନ୍ତା ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ଵ ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା । ଦୀର୍ଘ ୧୧ଦିନ ଧରି ଏହି ମହୋତ୍ସବ ଚାଲିବ । ଆସନ୍ତା ୨୦୨୬ ମସିହା ଜାନୁଆରୀ ମାସ ୩ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ । ଏଥିପାଇଁ ଆସନ୍ତା ୧୭ ତାରିଖରେ କଂସ ଚୟନ ହେବ ବୋଲି ବରଗଡ଼ ଧନୁଯାତ୍ରା କମିଟି ସୂଚନା ଦେଇଛି । ସୁଚନା ଅନୁସାରେ ଆଗାମୀ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ […]

Read More Text.