ବିଶ୍ୱାସ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର
ଆଗରପଡ଼ା:ଭଦ୍ରକ ଜିଲ୍ଲାର ଅଗ୍ରଣୀ ସେବା ସଂଗଠନ ବିଶ୍ୱାସ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର ବନ୍ତ ବ୍ଲକ ଓଡଙ୍ଗ ପଂଚାୟତ ପାରାବନ୍ଧ ୟୁପିସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ବନ୍ତ ଥାନା ଅଧିକାରିଣୀ ମୋନାଲିସା କର, ବରିଷ୍ଟ ପ୍ରବଚକ ସଂଗ୍ରାମ ଆଚାର୍ଯ୍ୟ ମିଳିତ ସହଯୋଗରେ ଫିତା କାଟି ଉଦ୍ଘାଟନ କରିଥିବା ବେଳେ ବିଶ୍ୱାସ ଫାଉଣ୍ଡେସନର ବରିଷ୍ଟ ଉପଦେଷ୍ଟା ରବୀନ୍ଦ୍ର ଜେନା, ପ୍ରାକ୍ତନ ସରପଂଚ କିଶୋର କିଙ୍କର ପଢ଼ିହାରି, ଜଗତ୍ ଜୀବନ ଜେନା,ବିଶ୍ୱାସ ଫାଉଣ୍ଡେସନ ସଭାପତି […]
Read More Text.