ଆଦିବାସୀ ମହିଳାଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ
କରଞ୍ଜିଆ : ଅବକାରୀ ଥାନା ଅଧିକାରିଣୀଙ୍କ ଦବଙ୍ଗ ଗିରି । ଘରୁ ଉଠାଇ ଆଣି ଅବକାରୀ ଥାନା ଭିତରେ ଜଣେ ଆଦିବାସୀ ମହିଳାଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ । ଏନେଇ ଯଶୀପୁର ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା । ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଅବକାରୀ ଥାନା ଅଧିକାରିଣୀ ଶୁଭଦର୍ଶିନୀ ସାହୁ ଗତ ୨୨ ତାରିଖରେ ମାହାର୍ଦ୍ଦାପଳସା ଗାଁ ଢିପାସାହିର ରେଶମା ପିଙ୍ଗୁଆଙ୍କୁ ତାଙ୍କ ଘରୁ ଜୋରଜବରଦସ୍ତ ଅବକାରୀ ଥାନାକୁ ଉଠାଇ ଆଣିଥିଲେ । ଯଶିପୁର ମେଡିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା […]
Read More Text.