Heavy rain 1

ପୁଣି ଆସୁଛି ଆଉ ଏକ ଲଘୁଚାପ, ଅକ୍ଟୋବର ୧ ରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ପାର୍ବଣକୁ ଫିକା କରିପାରେ ଲଘୁଚାପ । ପୁଣି ଆସୁଛି ଆଉ ଏକ ଲଘୁଚାପ । ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ୩୦ ରେ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା । ଅକ୍ଟୋବର ୧ରେ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ । ଉତ୍ତର ଓଡ଼ିଶା ଓ ସଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ୧ ତାରିଖ ବେଳକୁ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ […]

Read More Text.
Maoists

ଜଣଙ୍କ ପରେ ଜଣେ ଟଳୁଛନ୍ତି ଟପ୍ ମାଓ ନେତା

ଭୁବନେଶ୍ୱର : ଛତିଶଗଡ଼ରେ ଭୁଶୁଡ଼ୁଛି ମାଓଦୁର୍ଗ । ଜଣଙ୍କ ପରେ ଜଣେ ଟଳୁଛନ୍ତି ଟପ୍ ମାଓନେତା । ଆଉ ୩ ଜଣ କ୍ୟାଡର ମାଓବାଦୀ ନିହତ । ଛତିଶଗଡ଼ କାଙ୍କେର ଜିଲ୍ଲାରେ ଆଣ୍ଟି ନକ୍ସଲ ଅପରେସନ ବେଳେ ସଫଳତା । ଆଜି ସକାଳୁ ଗୁଳି ବିନିମୟ ହୋଇଥିଲା ।  ତିନି ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି ।  ତିନି ଜଣ ହେଲେ ଶ୍ରବଣ, ରାଜେଶ ଓ ବାସନ୍ତୀ । ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସାମଗ୍ରୀ ଜବତ […]

Read More Text.
Train v 2

ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବର୍ତ୍ତି ଗଲା ବଡ଼ ରେଳ ଦୁର୍ଘଟଣା

ସୋର : ବାହାନଗା ଭଳି ବଡ଼ ଦୁର୍ଘଟଣା ଘଟିଥାନ୍ତା । ଅଳ୍ପକେ ଟଳିଗଲା ଦୁର୍ଘଟଣା । ସୋର ଷ୍ଟେସନରେ ଘଟିଥାନ୍ତା ବାହାନଗା ଭଳି ଦୁର୍ଘଟଣା । ସୂଚନା ମୁତାବକ, ସୋର ରେଳ ଷ୍ଟେସନରେ ହାୱଡା-ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ ଗତ କାଲି ସଂଧ୍ୟା ୫ଟା ୩୬ ମିନିଟରେ ପହଁଞ୍ଚି ୫ଟା ୪୬ ମିନିଟରେ ଛାଡ଼ିଥାନ୍ତା । ସିଗନାଲ ଦିଆଯାଇଥିଲା ।  ମାତ୍ର ସେହି ସମୟରେ ହାୱଡ଼ାରୁ ପୁରୀ ଅଭିମୁଖେ ଯାଉଥିବା ଶତାଦ୍ଦୀ ଏକ୍ସପ୍ରେସ ଗ୍ରୀନ ସିଗନାଲ ପାଇ ନଥିବାରୁ […]

Read More Text.
Iic cc

ରାସ୍ତା ଅବରୋଧ ହଟାଇବାକୁ ନେଇ ଯୁକ୍ତତର୍କ, ଆଇଆଇସିଙ୍କୁ ମାଡ଼ ଅଭିଯୋଗ

ସୋର : ଆଇଆଇସିଙ୍କୁ ମାଡ଼ ଅଭିଯୋଗ । ରାସ୍ତାରେ ଭାରତ ପାକିସ୍ତାନ କ୍ରିକେଟ ମ୍ୟାଚ ଦେଖୁଥିବାବେଳେ ବୃଦ୍ଧଙ୍କୁ ମାଡ ଦେଇ ଉଠାଇ ନେଲେ ଆଇଆଇସି । ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ବାଲେଶ୍ବର ସୋର କୋର୍ଟ ଛକ ଆଗରେ ଆଇଆଇସିଙ୍କୁ ମାଡ଼ ଅଭିଯୋଗ । ରାସ୍ତା ଅବରୋଧ ହଟାଇବାକୁ ନେଇ ଯୁକ୍ତତର୍କ ପରେ ମାଡ଼ । ବାପୁ ନୋଡାଲ୍ ସ୍କୁଲ ଆଗରେ ରାସ୍ତା ଅବରୋଧ କରି ଖେଳ ଦେଖୁଥିଲେ । ଏହି ସମୟରେ ସୋର ଆଇଆଇସି ସେଠାରେ […]

Read More Text.
Img 20250927 wa0216

ସେବା ପକ୍ଷ ପାଳନ ଅବସରରେ ରକ୍ତଦାନ ଉପରେ ସଚେତନତା କାର୍ଯ୍ୟକ୍ରମ

ବାରିପଦା  :   ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଅନ୍ତର୍ଗତ ପଂଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ସେବା ପକ୍ଷ ପାଳନ ଅବସରରେ ଏନ ଏସ ଏସ ର ସ୍ବେଛାସେବୀଙ୍କୁ ନେଇ ରକ୍ତଦାନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ଗିରିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ  ବିଶିଷ୍ଟ ସମାଜସେବୀ ତଥା ରକ୍ତଦାତା ଡଃ ନିରୋଜ କୁମାର ପୋଥାଳ ନିୟମିତ ରକ୍ତଦାନ ଦ୍ୱାରା ଜଣେ ନିରୋଗ ରହିବା ସହିତ […]

Read More Text.
Img 20250928 wa0140

୧୫ ଦିନିଆ ନାଟ୍ୟ କର୍ମଶାଳା ଅକ୍ଟୋବର ୧ ତାରିଖରୁ 

ବାରିପଦା :  ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଓଡିଶା ନାଟ୍ୟ ସଂସ୍ଥା ଆନୁକୂଲ୍ୟରେ ବାରିପଦାରେ ୧୫ ଦିନିଆ ଏକ କର୍ମଭିତ୍ତିକ ନାଟ୍ୟ କର୍ମଶାଳା ହେବାକୁ ଯାଉଅଛି ।ଅକ୍ଟୋବର ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଏହି କର୍ମଶାଳାର ନିର୍ଦ୍ଦେଶକ ଭାବେ ସଂଗୀତ ମହାବିଦ୍ୟାଳୟ, ଭୁବନେଶ୍ୱରର ପୂର୍ବତନ ଅଧ୍ୟକ୍ଷ ଡଃ ନବୀନ କୁମାର ପରିଡା କାର୍ଯ୍ୟଭାର ତୁଲାଇବେ । ନାଟ୍ୟ ନିର୍ଦ୍ଦେଶକ ତଥା ଅଭିନେତା ଧୀର ବଶା ଏଥିରେ ସହଯୋଗ କରିବେ । ୧ […]

Read More Text.
Gobinda sahu family

ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା, ସିବିଆଇ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପରିବାର

ଭୁବନେଶ୍ୱର : ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା । ସିବିଆଇ ତଦନ୍ତ ଦାବିରେ ପରିବାର । ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ CM ରେସରେ ପରିବାର ।  ମୁଖ୍ୟମନ୍ତ୍ରୀଙ୍କୁ  ଦେଖା କରି ଅଭିଯୋଗ ଜଣାଇବାକୁ ଆସିଛନ୍ତି ପରିବାର । ପୁର୍ବତନ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଛନ୍ତି ।  ଏନେଇ ପ୍ରଦୀପ୍ତ ନାୟକଙ୍କ ପ୍ରତିକ୍ରିୟା । ଏନେଇ ସମୟ ନେଇଥିଲୁ ସୋଜନ୍ୟମୁଳକ ସାକ୍ଷାତ ପାଇଁ । ୫ଟାରେ ସାକ୍ଷାତ ପାଇଁ ସମୟ ସ୍ଥିର ହୋଇଛି ।  […]

Read More Text.
Accident

ସ୍କୁଟି ଉପରେ ଚଢ଼ିଗଲା ହାଇୱା, ସ୍ବାମୀ-ସ୍ତ୍ରୀ ମୃତ, ୨ ପିଲା ଗୁରୁତର

ବରଗଡ଼ :  ବରଗଡ଼ ସହର ସ୍ଥିତ ଗୁରୁଦ୍ୱାରା ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ଛୁଆଙ୍କ ଆଖି ସାମ୍ନାରେ ଚାଲିଗଲା ମାଁ-ବାପାଙ୍କ ଜୀବନ । ଏଭଳି ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି ବରଗଡ଼ ସହର ସ୍ଥିତ ଗୁରୁଦ୍ୱାରା ଛକ ଠାରେ । ସ୍କୁଟି ଉପରେ ମାଡିଗଲା ହାଇୱା ଗାଡି । ଦୁର୍ଘଟଣା ସ୍ଥଳରେ ପତି – ପତ୍ନୀ ମୃତ ।  ୨ ଛୁଆ ଗୁରୁତର । ସୂଚନା ଅନୁସାରେ, ସ୍କୁଟିକୁ ପଛପଟୁ  ହାଇୱା ଗାଡି […]

Read More Text.
Jagannath temple 750x396 1

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ପୁଣି ଉଡ଼ିଲା ଡ୍ରୋନ

ପୁରୀ: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ । ବଡ଼ ଦେଉଳ ଉପରେ ଉଡ଼ିଲା ଡ୍ରୋନ୍ । ପତିତପାବନ ବାନା ବନ୍ଧା ଯିବା ସମୟରେ ଡ୍ରୋନ ଚକ୍କର କାଟୁଥିବା ନଜରକୁ ଆସିଥିଲା । ପ୍ରାୟ ୧୫-୨୦ ମିନିଟ୍ ଧରି ଉଡ଼ିବା ପରେ ଉଦ୍ଭାନ ହୋଇଯାଇଥିଲା ଡ୍ରୋନ୍ । ଆଜିକୁ ପ୍ରାୟ ତିନି ଦିନ ହେଲା ଶ୍ରୀମନ୍ଦିର ଉପରେ ଲଗାତାର ଭାବେ ଡ୍ରୋନ୍ ଉଡୁଥିବା ଜଣାପଡ଼ିଛି । ଘଟଣା ପରେ ପୋଲିସ ଏବଂ ପୁରୀ ଶ୍ରୀମନ୍ଦିର ପ୍ରଶାସନ […]

Read More Text.
Death

ଦୁର୍ଘଟଣାରେ ଚାଲିଗଲା ସବ୍‌ ଇନ୍ସପେକ୍ଟରଙ୍କ ଜୀବନ

ଯାଜପୁର: ଯାଜପୁର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କୁଆଖିଆ ନିକଟରେ ଏକ ଅଜଣା ଗାଡି ବାଇକ୍‌ କୁ ଧକ୍କା ଦେଇଛି। ଦୁର୍ଘଟଣାରେ ଜଣେ ସବ୍‌ ଇନ୍ସପେକ୍ଟରଙ୍କର ମୃତ୍ୟୁ ଘଟିଛି।ମୃତକ ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନାର ସବ୍ ଇନ୍ସପେକ୍ଟର ବବ୍ରୁବାହନ ନାୟକ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଶନିବାର ରାତିରେ ବବ୍ରୁବାହନ କଟକରୁ ସ୍ଵାସ୍ଥ୍ୟ ପରୀକ୍ଷା କରି ଏକ ବାଇକରେ ନିଜ ପୁଅ ସହ ଫେରୁଥିଲେ। ଏତିକି ବେଳେ ବିପରୀତ ଦିଗରୁ ଦ୍ରୁତ ଗତି ଆସୁଥିବା […]

Read More Text.