ପାତାଳେଶ୍ୱରଙ୍କ ପୀଠରେ ନବକନ୍ୟା ପୂଜନ ଅନୁଷ୍ଠିତ
ବାରିପଦା – ବାରିପଦା ପୌରପରିଷଦ ଅନ୍ତର୍ଗତ ୨୭ ନଂ ୱାର୍ଡ ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ପାତାଳେଶ୍ୱର ମହାଦେବଙ୍କ ପୀଠରେ ପ୍ରତିଷ୍ଠିତ ଭୈରବୀ ଦେବୀଙ୍କ ନବଦିନାତ୍ମକ ପୂଜା ଅନୁଷ୍ଠିତ ହୋଇଯାଇଛି I ଦୀର୍ଘ ୮ ବର୍ଷଧରି ମା’ ଏଠି ପୂଜା ପାଇଆସୁଛନ୍ତି I ମହାଳୟା ପରଠାରୁ ପ୍ରତ୍ୟେକ ଦିନ ମା’ ଙ୍କ ପୂଜା ଚାଲିଆସୁଥିବା ବେଳେ ନବମୀ ଦିନ ୧୦ ବର୍ଷରୁ କମ ୯ ଜଣ କନ୍ୟାଙ୍କୁ ନେଇ ପୂଜକ ଶ୍ରୀନିବାସ ପ୍ରସାଦଙ୍କ ଦ୍ୱାରା ନବକନ୍ୟା ପୂଜା […]
Read More Text.