Low pressure

ବଙ୍ଗୋପ ସାଗରରେ ସୃଷ୍ଟି ହେଲା ଲଘୁଚାପ, ପରବର୍ତ୍ତୀ ୪୮ ଘଣ୍ଟାରେ ହୋଇପାରେ ଆହୁରି ଘନୀଭୂତ

ଭୁବନେଶ୍ବର: ବଙ୍ଗୋପ ସାଗରରେ ସୃଷ୍ଟି ହେଲା ଲଘୁଚାପ ।  ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।  ମାଲାକା ଷ୍ଟ୍ରେଟ୍ ଓ ଏହାର ପାଖାପାଖି ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଓଡ଼ିଶା ଉପକୂଳ ଠାରୁ ଏହା ବହୁ ଦୂରରେ ରହିଛି ।  ଏହା ଆହୁରି ଘନୀଭୂତ ହେବ। ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତିକରି ୨୪ ନଭେମ୍ବର ପାଖାପାଖି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ ।  […]

Read More Text.
Accident1

ଵସ-ସ୍କୁଟି ମୁହାଁମୁହିଁ, ୨ ମୃତ

ଚାନ୍ଦବାଲି: ଭଦ୍ରକ- ଚାନ୍ଦବାଲି ରାସ୍ତାର କମାରିଆ ଛକରେ ଵସ-ସ୍କୁଟି ମୁହାଁମୁହିଁ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ନେଇ ଉତ୍ତେଜନା ।  କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ ।  ପୀରହାଟ ଥାନା କମାରିଆ ଛକରେ ଏକ ଘରୋଇ ଵସ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ସ୍କଟିରୁ ୨ ଆରୋହୀ ରାସ୍ତାକୁ ଛିଟିକି ପଡ଼ିଥିଲେ । ଆଉ ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।  ମୃତକଙ୍କ ଭିତରୁ ଜଣେ ତିହିଡି ବ୍ଲକ ଅଧ୍ୟାକ୍ଷାଙ୍କ ଭାଇ ବୋଲି ଜଣାପଡିଛି […]

Read More Text.
Sand

ଏଣିକି ଶସ୍ତା ହେବ ବାଲି ଦର, ସରକାର ଲାଗୁ କରିବେ MSP

ଭୁବନେଶ୍ବର: ବାଲି ପାଇଁ MSP ଲାଗୁ କରିବେ ସରକାର । ଆଉ ମନ ଇଚ୍ଛା ଦର ବଢାଇ ପାରିବେନି ଲିଜ ଧାରୀ ।  ସରକାର ନିର୍ଦ୍ଧାରିତ କରିଥିବା MSP ଦରରେ ହିଁ ବିକ୍ରି କରିବେ ଲିଜ୍ ଧାରୀ ।  ସାରା ରାଜ୍ୟରେ ଗୋଟିଏ ଦରରେ ବିକ୍ରି ହେବ ବାଲି ।  ଦର କମିବା ସହ ଲୋକଙ୍କୁ ସୁଲଭ ମୂଲ୍ୟରେ ମିଳିବ ବାଲି । ଇ ଲଟେରୀ ମାଧ୍ୟମରେ ଦିଆଯିବ ଲିଜ । ଏହାସହ ଏଣିକି ବାଲି ଗଚ୍ଛିତ କରି […]

Read More Text.
Images

ବାପା ଓ ସାବତ ମାଆକୁ ହତ୍ୟା କଲା ପୁଅ

କଟକ: କଟକରେ ଡବଲ ମର୍ଡର ।  ବାପା ଓ ସାବତ ମାଆକୁ ହତ୍ୟା କଲା ନୃଶଂସ ପୁଅ । ଦରଘା ବଜାର ଓଲ୍ଡ ଜେଲ୍ କଲୋନୀରେ ହତ୍ୟାକାଣ୍ଡ ଘଟିଛି ।  ମୃତକ ହେଲେ ଦୀପକ କୁମାର ଦାସ ଓ ରିତାରାଣୀ ଦାସ ।  ଜମିବାଡିକୁ ନେଇ ପୁଅ ଆଲୋକ କୁମାର ଦାସଙ୍କ ସହ ବିବାଦ ଲାଗି ରହିଥିଲା ।  ଗତକାଲି ରାତିରେ ବାପା ମାଆଙ୍କ ସହ ପାଟିତୁଣ୍ଡ ହୋଇଥିଲା ।  ଏଥିରେ ରାଗିଯାଇ ଆଲୋକ ଧାରୁଆ ଅସ୍ତ୍ରରେ ଉଭୟଙ୍କୁ […]

Read More Text.
Rape of minor

ଆବାସିକ ବିଦ୍ୟାଳୟରେ ଆଉ ଜଣେ ଆଦିବାସୀ ଛାତ୍ରୀ ଗର୍ଭବତୀ !

ମାଲକାନଗିରି: ଆବାସିକ ବିଦ୍ୟାଳୟରେ ପୁଣି ଜଣେ ଆଦିବାସୀ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଂଚଳରେ ଘଟିଛି ଏପରି ଘଟଣା। ଏଥିରେ ସଂପୃକ୍ତ ଥିବା ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ମାଥିଲି ପୋଲିସ। ଉକ୍ତ ଛାତ୍ରୀ ଜଣକ ମାଥିଲି ଥାନା ଅଂଚଳର ଏକ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ୨ ବିଭାଗର ଛାତ୍ରୀ। ସୂଚନା ଅନୁସାରେ ହଷ୍ଟେଲରେ ଥିବା ସମୟରେ ଛାତ୍ରୀ ଜଣକ ମାସିକ ସମୟରେ ପ୍ରେଗନେସି ଟେଷ୍ଟ […]

Read More Text.
Screenshot 2025 11 10 143423 750x430 1

୨୬ରେ ସର୍ବଦଳୀୟ ବୈଠକ, ୨୭ରେ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: ନଭେମ୍ବର ୨୬ରେ ବସିବ ସର୍ବଦଳୀୟ ବୈଠକ। ଆସନ୍ତା ୨୭ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ଶୀତ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ସୁରମା ପାଢ଼ୀ। ବୁଧବାର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ। ଗୃହକୁ ସୁରୁଖୁରୁରେ କେମିତି ଚଳାଯିବ, କେମିତି ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହେବ, ରାଜ୍ୟର ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉଠାଇବାକୁ କେମିତି ବିରୋଧୀଙ୍କୁ ପୁରା ସୁଯୋଗ ମିଳିବ, ସେ ସଂପର୍କରେ ସର୍ବଦଳୀୟ ବୈଠକରେ ଆଲୋଚନା ହେବାର ସମ୍ଭାବନା ଅଛି। […]

Read More Text.
Trains in india

୫ ଘଣ୍ଟା ବନ୍ଦ ରହିବ ଭାରତୀୟ ରେଳ ସେବା

ଭୁବନେଶ୍ୱର: ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା। ଭାରତୀୟ ରେଳ ବିଭାଗର ଟିକେଟ ବୁକିଂ ସେବା ଆଜି ୫ ଘଣ୍ଟା ପାଇଁ ବନ୍ଦ ରହିବ । ଏହି କ୍ରମରେ ଟିକେଟ ରିଜରଭେସନ ଓ ଟିକେଟ୍ କ୍ୟାନସଲ ସେବା ବନ୍ଦ ରହିବ। ରେଳ ବିଭାଗର ପେସେଞ୍ଜର ରିଜରଭେସନ ସିଷ୍ଟମ ଆଜି ରାତି ୧୧.୪୫ ରୁ ଆସନ୍ତାକାଲି ଭୋର ୪.୪୫ ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ୫ ଘଣ୍ଟାରେ ଦିଲ୍ଲୀର ପେସେଞ୍ଜର ରିଜରଭେସନ ସିଷ୍ଟମର ଅଧିକାଂଶ ସେବା ବନ୍ଦ ରହିବ। ଏହି […]

Read More Text.
Screenshot 2025 11 22 104709 750x430

ହଟିବ ପୁରୁଣା, ଚଳିତ ମାସ ଶେଷ ସୁଦ୍ଧା ଓଡ଼ିଶା ଆସିବ ଆଉ ୧୦୦ ନୂଆ ୧୦୮ ଆମ୍ବୁଲାନ୍ସ

ଭୁବନେଶ୍ବର: ସ୍ୱାସ୍ଥ୍ୟ ସେବାରେ ଆସିବ ପରିବର୍ତ୍ତନ। ରାଜ୍ୟରେ ରୋଗୀ ପରିବହନ ବ୍ୟବସ୍ଥା ସୁଧୁରିବ। ପୁରୁଣା ହୋଇଯାଇଥିବା ଆମ୍ବୁଲାନ୍‌ସକୁ ବଦଳାଇ ୪୨୮ଟି ନୂଆ ଆମ୍ବୁଲାନ୍ସ ପାଇଁ ସରକାର ଟେଣ୍ଡର କରିଥିଲେ। ଏହି କ୍ରମରେ ଚଳିତ ମାସ ଶେଷ ସୁଦ୍ଧା ଯୋଡି ହେବ ଆଉ ୧୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ। ଚଳିତ ମାସ ୨୫ ତାରିଖରୁ ଓଡ଼ିଶାକୁ ପର୍ଯ୍ୟାୟକ୍ରମେ ନୂଆ ୧୦୮ ଆମ୍ବୁଲାନ୍ସ ଆସିବା ପ୍ରକ୍ରିୟା ଆରମ୍ଭ ହେବ। ‌ପ୍ରଥମ ପର୍ଯ୍ୟାୟରେ ୧୦୦ଟି ଆମ୍ବୁଲାନ୍‌ସ ସଂସ୍ଥା ପ୍ରଦାନ କରିବ। ରାଜ୍ୟରେ […]

Read More Text.
Zz

କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀଙ୍କୁ ଫୁଲ ବ୍ୟବସାୟୀଙ୍କ ଖୁଲମଖୁଲା ଅସମ୍ମାନ: ରାତାରାତି ଗାୟବ ହେଲା ସ୍ୱାଗତ ହୋର୍ଡିଂ, କାର୍ଯ୍ୟାନୁଷ୍ଠାନ ଅପେକ୍ଷାରେ ସାଧାରଣ ଜନତା

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜଧାନୀରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇବା ପାଇଁ ଦଳୀୟ କର୍ମୀ ଓ ଶୁଭେଚ୍ଛୁମାନେ ରାଜଧାନୀର ବିଭିନ୍ନ ସ୍ଥାନରେ ବ୍ୟାନର ଓ ହୋର୍ଡିଂ ଲଗାଇଛନ୍ତି। କିନ୍ତୁ ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରି ଜଣେ ଫୁଲ ବ୍ୟବସାୟୀ ଉଭୟ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀଙ୍କୁ ଅସମ୍ମାନିତ କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି କଳିଙ୍ଗ ହସ୍ପିଟାଲ ଛକରେ। ସୂଚନା ଅନୁଯାୟୀ, ଗତକାଲି […]

Read More Text.
Img 20251120 wa0272

ଵହଳଦା ବିଡ଼ିଓଙ୍କ ବିରୋଧରେ ଦୁର୍ନିତି ଅଭିଯୋଗ କରି ଗର୍ଜିଲେ ସରପଞ୍ଚବୃନ୍ଦ; ବ୍ଳକ ଅଫିସରେ ତାଲା ପକାଇ ବଦଳି ଦାବି

ବାରିପଦା:  ମୟୂରଭଂଜ ଜିଲ୍ଲାର ଵହଳଦା ପଞ୍ଚାୟତ କାର୍ଯ୍ୟାଳୟ ଦୁର୍ନିତି ରେ ଉବୁଟୁବୁ ନେଇ  ଉଠୁଛି ପଡୁଛି ।ବିଡ଼ିଓଙ୍କ  ମନରେଗା ଏବଂ ବିଭିନ୍ନ ପ୍ରକଳ୍ପ ନେଇ ମାତ୍ରାଧିକ ପିସି ସଂପୃକ୍ତି ନେଇ ଖୁଦ ଅଭିଯୋଗ କରୁଛନ୍ତି ଵହଳଦା ବ୍ଳକର ଅଧିକାଂଶ  ସରପଞ୍ଚ  ।ପିସି ନ ଦେଲେ ଫାଇଲ ଆଗୋଉ ନାହିଁ ।ବହଳଦା ବ୍ଳକର ଅଧିକାଂଶ ସରପଞ୍ଚଵୃନ୍ଦ ବିଡ଼ିଓ ଶରତ ଚନ୍ଦ୍ର ମଲ୍ଲିକ  ଙ୍କ ପିସି ଦୁର୍ନିତି ନେଇ ୧୭ ତାରିଖ ଦିନ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜଣାଇଥିଲେ […]

Read More Text.