ମହିଳାଙ୍କୁ ଦଳିଦେଲେ ହାତୀପଲ, କ୍ଷତିପୂରଣ ଦାବି
ବଲାଙ୍ଗିର : ମାତିଲେ ହାତୀ । ଘରୁ ଟାଣି ଆଣି ମହିଳାଙ୍କୁ ଦଳିଦେଲେ ହାତୀପଲ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ରେଞ୍ଜ ଛତରଦାଣ୍ଡି ଜଙ୍ଗଲରେ ୩୦ ଟିକିଆ ହାତପଲଙ୍କ ଉତ୍ପାତ। ଗାଁ ଗାଁକୁ ଯାଇ ଘରଦ୍ବାର ଭାଙ୍ଗୁଛନ୍ତି । ଗତକାଲି ରାତିରେ ସାନବାଙ୍କି ଗାଁର ଜଣେ ମହିଳାଙ୍କୁ ଦଳି ମାରିଛନ୍ତି ହାତୀପଲ । ମୃତକ ହେଲେ ମନ୍ଦାର ପୁଟେଲ । ଗାଁର ସନ୍ୟାନନ୍ଦ ପୁଟେଲ ଓ ତାଙ୍କ ପରିବାର ରାତିରେ ଘରେ ଥିବା ସମୟରେ ହାତୀ ଆକ୍ରମଣ କରିଥିଲେ। […]
Read More Text.