ପୁରୀ ବାସିନ୍ଦାଙ୍କ ପାଇଁ ଦୁର୍ବିସହ ଶ୍ରୀଜିଉ ଦର୍ଶନ, ସ୍ୱତନ୍ତ୍ର ଶ୍ରୀମନ୍ଦିର ପ୍ରବେଶ ଅଭିଯାନ ଆରମ୍ଭ
ପୁରୀ: ଶଙ୍ଖ କ୍ଷେତ୍ର ବା ପୁରୁଷୋତ୍ତମ କ୍ଷେତ୍ର ହେଉଛି ପୁରୀ । କୁହାଯାଏ ଭାଗ୍ୟରେ ଥିଲେ ଶ୍ରୀକ୍ଷେତ୍ରରେ ଜନ୍ମ ମିଳିଥାଏ । ବ୍ରହ୍ମାଣ୍ଡର ମାଲିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ହେଉଛି ପୁରୀ । ପ୍ରତିଦିନ ପୁରୀ ସହରବାସିନ୍ଦା ମଙ୍ଗଳ ଆଳତୀ ବା ବଡ଼ ସିଂହାର ବେଶ ଦେଖିବା ପାଇଁ ଶ୍ରୀମନ୍ଦିର ଯାଇଥାନ୍ତି । ପୁରୀ ସହରରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ପରେ ତୁଳସୀ ଗ୍ରହଣ କରି ଅନ୍ନ ଗ୍ରହଣ କରିଥାନ୍ତି […]
Read More Text.