ସ୍ତ୍ରୀ, ଶାଶୂ, ଶଶୁରଙ୍କୁ କଟୁରୀରେ ହାଣିଲା ଜ୍ବାଇଁ
ବାଙ୍କୀ: ଶ୍ବଶୁର ଘରେ ଜ୍ବାଇଁର ଉନ୍ମତ୍ତକାଣ୍ଡ । ନିଜ ପତ୍ନୀ ସହ ଶାଶୂ, ଶଶୁରଙ୍କୁ କଟୁରୀରେ ହାଣିଲା ରକ୍ତମୁଖା ଜ୍ୱାଇଁ । କଟକ ଜିଲ୍ଲା ବାଙ୍କୀ ଥାନା ଶିଶୁଆ ଗାଁର ଘଟଣା । ଗାଁର ସଞ୍ଜୟ ଦାସ ନିଜ ଶ୍ୱଶୁର ଘରକୁ ଆସି ପତ୍ନୀ ପୁଷ୍ପାଙ୍କୁ ସାଙ୍ଗରେ ଯିବାକୁ ବାଧ୍ୟ କରିଥିଲେ । ପୁଷ୍ପା ତାଙ୍କ ସହ ନଯିବାବାରୁ କଟୁରୀରେ ତାଙ୍କୁ ହାଣି ରକ୍ତାକ୍ତ କରିଥିଲେ । ଶ୍ୱଶୁର ଓ ଶାଶୂ ଏହାରପ୍ରତିବାଦ କରିବାରୁ ତାଙ୍କୁ ବି ହାଣିବାକୁ […]
Read More Text.