ବାରିପଦାରେ ଗୁରୁ ଗୋବିନ୍ଦ ସିଂଙ୍କ ୩୫୯ତମ “ପ୍ରକାଶ ଉତ୍ସବ” ପାଳିତ
ବାରିପଦା: ବାରିପଦା ସହରର ପାଲବାଣୀ ସ୍ଥିତ ଶ୍ରୀଗୁରୁଦ୍ୱାର ସିଂ ସଭାରେ ଆଜି ଶ୍ରୀ ଗୁରୁ ଗୋବିନ୍ଦ ସିଂଙ୍କ ୩୫୯ତମ “ପ୍ରକାଶ ଉତ୍ସବ” ଧାର୍ମିକ ଭକ୍ତି ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି।ଏହି ଅବସରରେ ମୟୂରଭଞ୍ଜର ମହାରାଣୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ ଗୁରୁ ଦର୍ଶନ ପାଇଁ ଉପସ୍ଥିତ ରହି ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ I ଗୁରୁଦ୍ୱାରକୁ ପୂର୍ବରୁ ସଫାସୁତରା କରି ସୁନ୍ଦର ଭାବେ ସଜାଯାଇଥିଲା I ଏହି ଉତ୍ସବ ଅବସରରେ ଗୁରୁବାଣୀ ପାଠ,କୀର୍ତନ ଅନୁଷ୍ଠିତ ହୋଇଥିଲା I […]
Read More Text.