ଜାତୀୟ ନାଟ୍ୟ ମହୋତ୍ସବର ୨ୟ ସନ୍ଧ୍ୟା, ଦର୍ଶକଙ୍କୁ ବିମୋହିତ କଲା କୋଲକାତାର ନାଟକ “ପତଝଡ଼”
ବାରିପଦା: ସ୍ଥାନୀୟ ସହିଦ ସ୍ମୃତି ଭବନରେ ଓମ ନାଟ୍ୟ ସଂସ୍ଥାର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବର ୨ୟ ସନ୍ଧ୍ୟାରେ ଲିଟିଲ ଥେସ୍ପିୟାନ, କୋଲକାତା ପ୍ରଯୋଜିତ ନାଟକ “ପତଝଡ଼” ମଞ୍ଚସ୍ଥ ହୋଇଯାଇଛି I ଏସ ଏମ ଅଜ଼ହର ଆଲାମଙ୍କ ନିର୍ଦ୍ଦେଶିତ ନାଟକରେ ଉମା ଝୁନଝୁନୱାଲା ଗାୟତ୍ରୀ ଭୂମିକାରେ, ସାଗର ସେନଗୁପ୍ତା ଇନ୍ଦିଭର ଭୂମିକାରେ, ଗୁଞ୍ଜନ ଅଜହର ଯାମିନୀ ଭୂମିକାରେ ଓ ମହମ୍ମଦ ଆସିଫ ଅନସାରୀ ତାଷେନ ଭୂମିକାରେ ଅଭିନୟ କରିଥିବା ବେଳେ ଜୟ […]
Read More Text.