ତ୍ରିରଙ୍ଗା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ
ସମ୍ବଲପୁର : ବୀର ମାଟି କୁଦୋପାଲିରେ ତ୍ରିରଙ୍ଗା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ତ୍ରିରଙ୍ଗା ଯାତ୍ରା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ସିନ୍ଦୁରପଙ୍କ ଛକ ନିକଟରେ ଏକ ସହିଦ ଗେଟକୁ ଉଦଘାଟନ କରିଥିଲେ l ଏହାପରେ ଏକ ଆଦର୍ଶ ଅଙ୍ଗନବାଡି କେନ୍ଦ୍ରକୁ ମଧ୍ୟ ଉଦଘାଟନ କରିଥିଲେ l ଅଙ୍ଗନବାଡିରେ ଛୁଆ ମାନଙ୍କୁ ଫଳ ବଣ୍ଟନ କରିଥିଲେ l ଏହାପରେ କୁଦୋପାଲି ପ୍ରାଇମେରୀ ସ୍କୁଲରୁ ତ୍ରିରଙ୍ଗା ପଦଯାତ୍ରା କରାଯାଇଥିଲା । ଆସନ୍ତାକାଲି ପାଳନ ହେବାକୁ ଥିବା ସହିଦ […]
Read More Text.