Img 20251229 wa0152

ନବନିଯୁକ୍ତ ରାଜ୍ୟ ଯୁବ ଓ ଛାତ୍ର ପଦାଧିକାରୀଙ୍କୁ ବାରିପଦା ବିଜୁ ଭବନରେ ସ୍ୱାଗତ ସମ୍ଭର୍ଦ୍ଧନା

ବାରିପଦା: ଗତକାଲି  ପୂର୍ବତନ ମାଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମ ଶ୍ରୀ ନବୀନ ପଟ୍ଟନାୟକ ନୂତନ ଭାବେ ରାଜ୍ୟ ବିଜୁ ଯୁବ ଛାତ୍ର ଜନତା ଦଳ ପଦାଧିକାରୀ ମାନଙ୍କୁ ନିଯୁକ୍ତି ଦେଇଛନ୍ତି, ବିରଧୀ ଦଳ ଆସନ ରେ ରହି ନବନିଯୁକ୍ତ ରାଜ୍ୟ ଯୁବ ଛାତ୍ର ଜନତା ଦଳର କର୍ମକର୍ତା ମନେ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଲଚନକୁ ଆଣିବା ସହ ଦଳର ସାଙ୍ଗଠନିକ ଅଭିବୃଦ୍ଧି ରେ ସହାୟକ ହେବେ ବଲି ଆଶା ନେଇ ଆଜି ସମ୍ବର୍ଦ୍ଧନା ସଭାରେ […]

Read More Text.
Img 20251229 wa0153

ରାଜ୍ୟସ୍ତରୀୟ ଯୁବ ଉତ୍ସବରେ ମୟୁରଭଞ୍ଜର ସଫଳତା; ଜାତୀୟସ୍ତରରେ ଭାଗନେବ ଲୋକଗୀତ ଦଳ

ବାରିପଦା  : ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଯୁବ ମହୋତ୍ସଭ ରେ ମୟୁରଭଞ୍ଜର ସଫଳତା I ମୟୁରଭଞ୍ଜର ଲୋକସଂଗୀତ ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଲୋକନୃତ୍ୟ ଦଳ ତୃତୀୟ, ଚିତ୍ରକଳାରେ ସଞ୍ଜୟ କୁମାର ମାର୍ଣ୍ଡି ଓ ବକ୍ତୃତା ପ୍ରତିଯୋଗିତାରେ ଅଭିଷେକ ମହାନ୍ତି ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି I ଦଳର ନେତୃତ୍ୱ ନେଇଥିଲେ କ୍ରୀଡା ପ୍ରଶିକ୍ଷକ ପ୍ରଦୀପ କୁମାର ଚୌଧୁରୀ ଓ ରଶ୍ମିତା ଗିରି I ବାସିପିଠା ଅଂଚଳର […]

Read More Text.
Img 20251229 wa0148

‘ବିଦ୍ୟାର୍ଥୀର ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ବିଦ୍ୟାରମ୍ଭ ସଂସ୍କାର ଜରୁରୀ’

ସଚ୍ଚିଦାନନ୍ଦ ଗୁରୁକୁଳ ରେ ପାଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ   ବାରିପଦା : ସ୍ଥାନୀୟ ମୁର୍ଗାବାଡି ସ୍ଥିତ ସଚ୍ଚିଦାନନ୍ଦ ଗୁରୁକୁଳରେ ନିଆରା ଢଙ୍ଗରେ ବାର୍ଷିକ ଉତ୍ସବ ପାଳନ କରଯାଇଛି I ପଞ୍ଚ କୁଣ୍ଡିୟ ଗାୟତ୍ରୀ ଯଜ୍ଞ ସହିତ ବିଦ୍ୟାରମ୍ଭ ସଂସ୍କାର ମହୋତ୍ସବ ପାଳନ ହୋଇଯାଇଛି। ଜୀବନ ଓ ଜୀବିକା ଶିକ୍ଷା ପ୍ରଦାନ କରୁଥିବା ଏହି ଅନୁଷ୍ଠାନର ଅଧ୍ୟକ୍ଷ ଅଜିତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ପ୍ରାକୃତିକ ଭରା ବଣ ଭିତରେ ହରିଦ୍ଵାର ସ୍ଥିତ ଦେବ ସଂସ୍କୃତି ବିଶ୍ଵବିଦ୍ୟାଳୟର ଅଧ୍ୟରତା ଦେବକନ୍ୟା […]

Read More Text.
Photo for the news of school

ପ୍ରାଥମିକ ଶିକ୍ଷାର ଦୟନୀୟ ଚିତ୍ର, ୬ଶ୍ରେଣୀକୁ ୯ପିଲା

ଆଗରପଡ଼ା: ମାତ୍ର ୯ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଚାଲିଛି ସରକାରୀ ପ୍ରାଥମିକ ବିଦ୍ୟାଳୟ । ଶିଶୁବାଟିକା ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏହି ୯ଜଣ ପିଲାଙ୍କୁ ପଢାଉଛନ୍ତି ୨ଜଣ ଶିକ୍ଷକ । ତେଣୁ ପ୍ରତ୍ୟେକ ଶ୍ରେଣୀ ପାଇଁ ୨ ଜଣ ପିଲା । ପ୍ରାଥମିକ ଶିକ୍ଷାର ଏହିଭଳି ଏକ ଦୟନୀୟ ଚିତ୍ର ଦେଖିବାକୁ ମିଳିଛି ବନ୍ତ ବ୍ଲକ ତୋଫାବିବି କ୍ଲଷ୍ଟର ଅଧିନସ୍ଥ ପୁରୁଷଣ୍ଢ ପଞ୍ଚାୟତ ଅର୍ନ୍ତଗତ ମୁଣ୍ଡଳୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ । ୨୦୦୪ ମସିହାରେ ପ୍ରତିଷ୍ଠିତ […]

Read More Text.
Photo for the news of agrpara mahotsabha

‘ଏକତ୍ୱବାଦର ଜୟଯାତ୍ରା ଯୁବଶକ୍ତି ପାଇଁ ଆହ୍ୱାନ’

ଆଗରପଡା ଯୁବ ମହୋତ୍ସବର ଚତୁର୍ଥ ସଂଧ୍ୟା ବନ୍ତ/ଆଗରପଡ଼ା: ସାମ୍ପ୍ରତିକ ସ୍ଥିତିରେ ଅବକ୍ଷୟ ମୁଖୀ ସମାଜରେ ବିଭେଦାୟନ ଓ ଗୋଷ୍ଠୀବାଦର ବିଲୋପ ସାଧନ ପୂର୍ବକ ଏକତ୍ୱବାଦର ମହାମନ୍ତ୍ର ପ୍ରଚାର, ଆଜିର ଯୁବଶକ୍ତି ପାଇଁ ଆହ୍ୱାନ । ପୂର୍ବସୂରୀଙ୍କ ମାନବବାଦର ସୂପ୍ନିଳ ଚିନ୍ତା ଚେତନାର ପରିବୃଦ୍ଧି ହିଁ ଆଗାମୀ ଉତ୍ତରପିଢୀଙ୍କ କର୍ମମୟ ଜୀବନ ପଥର ନବଦିଗନ୍ତର ବାର୍ତ୍ତା ସୃଷ୍ଟି କରୁ ବୋଲି ଚତୁର୍ଥ ବାର୍ଷିକ ଆଗରପଡ଼ା ଯୁବ ମହୋତ୍ସବ ଚତୁର୍ଥ ସଂଧ୍ୟାରେ ମୁଖ୍ୟ ଅତିଥିଭାବେ କେନ୍ଦୁଝର ଜିଲ୍ଲାର ବିଶିଷ୍ଟ ସାହିତ୍ୟିକ […]

Read More Text.
Maoists 3

କରିପୁ ଜଙ୍ଗଲରେ ସର୍ଚ୍ଚ ଅପରେସନ, ଟିଫିନ ବୋମା ଓ ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାର କରିପୁ ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ମିଳିଛି ମାଓ ସାମଗ୍ରୀ। ଯାହା ମଧ୍ୟରେ ରହିଛି ଗୋଟିଏ ଟିଫିନ ବୋମା ଏବଂ ବିପୁଳ ପରିମାଣର ବିସ୍ପୋରକ। ସୁରକ୍ଷା କର୍ମୀଙ୍କୁ କ୍ଷତି ପହଞ୍ଚାଇବା ଲାଗି ଜଙ୍ଗଲ ଭିତରେ ମାଓବାଦୀମାନେ ଏହି ସବୁ ବିସ୍ଫୋରକ ଲୁଚାଇ ରଖିଥିଲେ। ହେଲେ ଡିଆରଜି ଓ ସିଆରପିଏଫ ବାହିନୀର ସର୍ଚ୍ଚ ଅପରେସନ ବେଳେ ଟିଫିନ ବୋମା ଉଦ୍ଧାର କରାଯାଇ ତାହାକୁ ନିଷ୍କ୍ରିୟ କରାଯାଇଛି। ବୋମା […]

Read More Text.
Cp

ଜିରୋ ନାଇଟ୍‌ରେ ମଦ ପିଇ ଗାଡ଼ି ଚଳାଇଲେ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଜିରୋ ନାଇଟରେ ମଦ ପିଇ ଗାଡ଼ି ଚଳାଇ ଧରାପଡ଼ିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଦ୍ଵେତନଗରୀ ପୁଲିସ କମିଶନର ଏସ. ଦେବଦତ୍ତ ସିଂହ ଏପରି ଚେତାବନୀ ଦେଇଛନ୍ତି। ଯଦି କେହି ଅମାନିଆ ହୁଅନ୍ତି, ତେବେ ସେମାନଙ୍କ ଗାଡ଼ି ଜବତ କରାଯିବା ସହିତ କୋର୍ଟ ଚାଲାଣ କରାଯିବ। ପୁଲିସ କମିଶସନରଙ୍କ ସୂଚନା ଅନୁସାରେ, ଭୁବନେଶ୍ଵର-କଟକର ୧୮ ସ୍ଥାନରେ ନାକା ଲଗାଯିବ। ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି ହେବ। ୨୯ଟି ସ୍ଥାନ ଉପରେ ପୁଲିସ ନଜର ରଖିବ। ୫ଟି କୁଇକ ରେସପନ୍ସ ଟିମ୍‌ (କ୍ୟୁଆରଟି) […]

Read More Text.
Cec 1013x675 1

ଫେରିଗଲେ ମୁଖ୍ୟ ନିର୍ବାଚନ କମିଶନର: ବୁଥ୍‌ ସ୍ତରୀୟ ବୈଠକ ସ୍ଥଗିତ

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର ଦିଲ୍ଲୀ ଫେରି ଯାଇଛନ୍ତି । ପିତାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଖବର ଶୁଣିବା ପରେ ସେ ତୁରନ୍ତ ଦିଲ୍ଲୀ ଫେରି ଯାଇଛନ୍ତି । ଫଳରେ ଆଜି ହେବାକୁ ଥିବା ତୃତୀୟ ଦିନର ବୁଥ୍‌ ସ୍ତରୀୟ ଅଧିକାରୀଙ୍କ ସହ ବୈଠକ ସମେତ ଅନ୍ୟ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ଜରୁରୀକାଳୀନ ପରିସ୍ଥିତିରେ ରବିବାର ସନ୍ଧ୍ୟାରେ ସେ ଦିଲ୍ଲୀ ଫେରିଯାଇଛନ୍ତି । ଜରୁରୀକାଳୀନ ଭିତ୍ତିରେ ପ୍ରତ୍ୟାବର୍ତ୍ତନ କରୁଥିବା ହେତୁ ଦୁଃଖପ୍ରକାଶ […]

Read More Text.
Wine e1767021906982 300x85

ନକଲି ବିଦେଶୀ ମଦ କାରଖାନା ଉପରେ ଚଢ଼ାଉ

କୋରାପୁଟ: ଜିଲା କୋଟପାଡ଼ ଥାନା ଅନ୍ତର୍ଗତ ବଣ୍ଡାଗୁଡ଼ାରେ ସୋମବାର ଏକ ନକଲି ବିଦେଶୀ ମଦ କାରଖାନା ଠାବ ହୋଇଛି। ଏକ ଘରେ ଦୁଇ ଜଣ ବ୍ୟକ୍ତି ଏହି ନକଲି ମଦ କାରଖାନା ଚଳାଉଥିଲେ। ବିଭିନ୍ନ ରସାୟନିକ ସାମଗ୍ରୀ ମିଶ୍ରଣ କରି ନାମୀଦାମୀ ବ୍ରାଣ୍ଡର ମଦ ପ୍ରସ୍ତୁତ କରି ବାହାରକୁ ଚାଲାଣ କରୁଥିଲେ। ଏ ନେଇ ଖବରପାଇ କୋରାପୁଟ ଅବକାରୀ ବିଭାଗ ପକ୍ଷରୁ ସେଠାରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ସେଠାରୁ ବିପୁଳ ପରିମାଣର ନକଲି ମଦ ଜବତ […]

Read More Text.
Whatsapp image 2025 12 29 at 1.28.05 pm 1068x601

୪ଦଫା ଦାବିରେ ଟାଟା ପାୱର ଅଫିସ ଘେରାଉ କଲା କଂଗ୍ରେସ

ଭୁବନେଶ୍ୱର: ରାଜଧାନୀରେ କଂଗ୍ରେସର ଜୋରଦାର ବିକ୍ଷୋଭ । ଟିପିସିଓଡିଏଲ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀ ଓ ନେତାଙ୍କ ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ବରିଷ୍ଠ ନେତାମାନେ ଆନ୍ଦୋଳନରେ ସାମିଲ ହୋଇ ୪ଦଫା ଦାବିରେ ଟାଟା ପାୱର ଅଫିସକୁ ଘେରାଉ କରିଛନ୍ତି । ଚାଷୀଙ୍କୁ ସଂପୂର୍ଣ୍ଣ ମାଗଣା ବିଜୁଳୀ, ସାଧାରଣ ଜନତାଙ୍କୁ ୩୦୦ ୟୁନିଟ୍‌ ମାଗଣା ବିଜୁଳୀ, ସ୍ମାର୍ଟ ମିଟର ଉଚ୍ଛେଦ, ଅତିରିକ୍ତ ସିକ୍ୟୁରିଟି ଜମା ବନ୍ଦ କରିବାକୁ […]

Read More Text.