ଦନ୍ତା ଲଢେଇ ଫଟୋ ନେଲା ବେଳେ ଦଳିଦେଲା, ଜଣେ ମୃତ
ରାଉରକେଲା : ଦନ୍ତା ଲଢେଇ ଫଟୋ ନେଲାବେଳେ ଦଳିଦେଲା ଦନ୍ତା । ରାଉରକେଲା ଲାଠିକଟା ବ୍ଲକର ଏରଗଡାର ପାହାଡ଼ ତଳି ଗାଁରେ ଘଟିଛି ଅଘଟଣ । ଦୁଇ ଦନ୍ତା ହାତୀ ଲଢେଇର ଫଟୋ ଉଠାଉଥିବା ବେଳେ ଦନ୍ତାହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ମାଙ୍ଗରା କୁଜୁର । ରାମଯୋଡି , ଅସୁରଛାପଲ,ଅଟାଘାଟ ଜଙ୍ଗଲରେ ୩୫ଟିକିଆ ହାତୀ ପଲରୁ ବାହାରି ଆସି ଦୁଇ ଦନ୍ତା ଏରଗଡା ଗାଁ ମୁଣ୍ଡରେ ଥିବା ଜଙ୍ଗଲରେ ମୁହାଁମୁହିଁ ହୋଇଥିଲେ […]
Read More Text.