ବ୍ଲକସ୍ତରୀୟ ବାଲ୍ ବିଜ୍ଞାନ ପ୍ରଦର୍ଶନୀରେ ଅବ୍ୟବସ୍ଥା: ଯୋଗ ଦେଲେନି ଅତିଥି, ସରପଞ୍ଚ କଲେ ଉଦ୍ଘାଟନ
ବନ୍ତ/ଆଗରପଡ଼ା: ବୁଧବାର ବନ୍ତ ବ୍ଲକ ସ୍ତରୀୟ ବାଲ୍ ବିଜ୍ଞାନ ପ୍ରଦର୍ଶନୀ ସେଣ୍ଢତୀରାସ୍ଥିତ ପିଏମଶ୍ରୀ ଜନାର୍ଦ୍ଦନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅବ୍ୟବସ୍ଥାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ସ୍ଥାନୀୟ ବିଧାୟକଙ୍କ ସମେତ ଅନ୍ୟ ଅତିଥିମାନେ ଯୋଗ ଦେବାର କାର୍ଯ୍ୟ କାର୍ଯ୍ୟକ୍ରମ ଥିବା ବେଳେ କୌଣସି ଅତିଥି ଯୋଗ ଦେଇନଥିଲେ । ଫଳରେ ସ୍ଥାନୀୟ ସରପଂଚଙ୍କୁ ନେଇ ଉଦ୍ଘାଟନ କାର୍ଯ୍ୟ ଅନୁଷ୍ଠିତ କରାଯାଇଥିଲା । ଏହି ମେଳାରେ ବ୍ଲକର ୧୧୧ ଗୋଟି ବିଦ୍ୟାଳୟରୁ ୧୪୬ଟି ପ୍ରକଳ୍ପ ପ୍ରଦର୍ଶିତ […]
Read More Text.