Img 20251230 wa0198

 ରାଇରଙ୍ଗପୁର ଓ ବିଜାତଳାରେ ଧାନମଣ୍ଡି ଉଦଘାଟିତ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଲ୍ଯାମ୍ପରେ ଆଜି ମଙ୍ଗଳବାର ପୂର୍ବାହ୍ନରେ ଧାନମଣ୍ଡି ରାଇରଙ୍ଗପୁର ତହସିଲଦାର ବିଶ୍ବନାଥ ବିଶ୍ବାଳଙ୍କ କରକମଳରେ ଶୁଭ ଉଦଘାଟିତ ହୋଇଯାଇଛି ।ପ୍ରାରମ୍ଭରେ ବିଶିଷ୍ଟ ପୂଜକ ଶିବ କୁମାର ଦାସ ପୂଜାର୍ଚ୍ଚନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଲ୍ଯାମ୍ପର ସଭାପତି ସୁଗଦା ମାର୍ଣ୍ଡୀ ଆରସିଏମଏସ ର ସଂପାଦକ ମନୋରଞ୍ଜନ ବେହେରା,ବ୍ଳକ ଯୋଗାଣ ଅଧିକାରୀଣୀ ନିତିକା ନାଏକ,ନୋଡାଲ ଅଧିକାରୀ ଉତ୍ତମ ଗିରି,ଆର ଆଇ ରଞ୍ଜନ ମହାନ୍ତ,ଏମଡି ଲୋପାମୁଦ୍ରା ମହାନ୍ତ, ପ୍ରମୁଖ ଯୋଗ ଦେଇଥିଲେ ।ଆରସିଏମଏସର ସଂପାଦକ  ଧାନ […]

Read More Text.
Img 20251230 wa0196

ମୟୁରଭଞ୍ଜ ଜିଲାରେ ପ୍ରଥମ ଥର ଅନୁଷ୍ଠିତ ହେଲା ମେଗା କ୍ରେଡିଟ ଆଉଟରିଚ କାର୍ଯ୍ୟକ୍ରମ-୨୦୨୫ 

ବାରିପଦା : ମୟୂରଭଞ୍ଜରେ ପ୍ରଥମ ଥର ଓଡିଶା ଗ୍ରାମୀଣ ବ୍ୟାଙ୍କ ବାରିପଦା ଅଞ୍ଚଳ ଏବଂ ଓଡିଶା ଗ୍ରାମୀଣ ବ୍ୟାଙ୍କ ଯଶିପୁର ଅଞ୍ଚଳର ମିଳିତ ପ୍ରୟାସରେ ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ମେଗା କ୍ରେଡିଟ ଆଉଟରିଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି| ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ସତ୍ୟବତୀ ସାହୂ […]

Read More Text.
Img 20251230 wa0151

ପଣ୍ଡିତ ରହିଦାସ ସିଂ ନାଗଙ୍କ ପୁଣ୍ୟତିଥି ପାଳିତ

ବାରିପଦା: ମୁଣ୍ଡା ଜାତିର ଆଦରଣୀୟ, ଗୌରବ ତଥା ମୁଣ୍ଡାରୀ ବାନି ଲିପିର ଆବିଷ୍କାରକ ପଣ୍ଡିତ ରହିଦାସ ସିଂ ନାଗଙ୍କ ୧୩ତମ ପୁଣ୍ୟତିଥି ଅବସରରେ ତା – ୩୦/୧୨/୨୫ ରିଖ ମଙ୍ଗଳବାର ଦିନ ମୁଣ୍ଡା ଯୁବ ସଂଗଠନ ଆନୁକୁଲ୍ୟରେ ବାରିପଦା ନିକଟସ୍ଥ ମଧୁବନ ରେ ଥିବା ତାଙ୍କ ପ୍ରତିମୂର୍ତ୍ତି ,  ତାଙ୍କର କର୍ମଭୂମୀ ଠାରେ ଥିବା ସମାଧିପୀଠ ଏବଂ ରଙ୍ଗାମାଟିଆ ନିକଟସ୍ଥ ଶାଳବଣି ଗ୍ରାମ ଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତି ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି l     […]

Read More Text.
Photo for the news of agnibiparna

ଅଗ୍ନି ବିପନ୍ନଙ୍କୁ ସହାୟତା

ବନ୍ତ/ଆଗରପଡ଼ା: ବନ୍ତ ବ୍ଳକ ଅନ୍ତର୍ଗତ ଚାରିଗାଁ ଗ୍ରାମ ପଂଚାୟତର ଇଟୁଆ ଗ୍ରାମରେ ୨୮ ତାରିଖ ବିଳମ୍ବିତ ରାତିରେ ମୋହନ ଯେନାଙ୍କ ଘରେ ନିଆଁ ଲାଗି ଚାଳଘରଟି ସମ୍ପୁର୍ଣ୍ଣ ଜଳିଜିବା ସହିତ ଘର ସମସ୍ତ ଆସବାବ ପତ୍ର ଓ ଜିନିଷ ପତ୍ର ପୋଡିଯାଇଥିଲା । ଏହି ଦୁଃଖଦ ଖବର ଜାଣିବା ପରେ ଉକ୍ତ ପଂଚାୟତର ଚାରିଗୋଟି ଗାଁକୁ ନେଇ ଗଠନ କରାଯାଇଥିବା ସମାଜ ସେବା ସଂଗଠନ ଚାଚତେଇ ତରଫରୁ ଅଗ୍ନି ବିପନ୍ନଙ୍କୁ ସହାୟତା ରାଶି ଓ ଶୁଖିଲା ଖାଦ୍ୟ […]

Read More Text.
Photo for the news of anewsa

ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାରେ ଅନ୍ୱେଶଙ୍କ ସଫଳତା

ବନ୍ତ/ଆଗରପଡ଼ା:”ପ୍ରଜ୍ଞାନ ମିଶନ” ହରିହରାନନ୍ଦ ଗୁରୁକୁଳମ ପୁରୀ ତରଫରୁ ସପ୍ତମ ଓଡିଶା ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ୨୬ରିଖ ଠାରୁ ୨୮ରିଖ ପର୍ଯ୍ୟନ୍ତ ହରିହରାନନ୍ଦ ଗୁରୁକୁଳମ, ବାଲିଘାଇ ପୁରୀ ଠାରେ ଅନୁଷ୍ଠିତ ହେଇଥିଲା । ଏହି ପ୍ରତିଯୋଗିତାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଆଗରପଡାର ପଂଚମ ଶ୍ରେଣୀ ଛାତ୍ର ଅନ୍ୱେଶ ବିଶ୍ୱାଳ ଅଂଶ ଗ୍ରହଣ କରି ସ୍ୱତନ୍ତ୍ର ଭାବେ ପ୍ରଥମ ସ୍ଥାନ ଅଧିକାର କରି ପରମ ପୂଜ୍ୟ ଗଜପତି ମହାରାଜା ଦିବ୍ୟସିଂହ ଦେବ,ପରମ ପୂଜନୀୟ ପରମହଂସ ପ୍ରଜ୍ଞାନାନନ୍ଦ ଗୁରୁଜୀଙ୍କ କରକମଳରୁ […]

Read More Text.
Photo for the news of mahotsava

ଆଗରପଡା ଯୁବ ମହୋତ୍ସବର ପଞ୍ଚମ ସଂଧ୍ୟାରେ ଦର୍ଶକଙ୍କ ମନ ମୋହିଲା ବଲାଙ୍ଗୀରର ଛଉ ନୃତ୍ୟ 

ବନ୍ତ/ଆଗରପଡ଼ା: ଆଗରପଡ଼ା ଯୁବ ମହୋତ୍ସବ ପଂଚମ ସଂଧ୍ୟା ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ଇଂ ଅମୀୟ ରାମଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାଂସ୍କୃତିକ ସଭାରେ ପ୍ରଦେଶ କଂଗ୍ରେସ ଯୁବ ସଭାପତି ରଞ୍ଜିତ ପାତ୍ର ଯୋଗ ଦେଇ ସ୍ୱଦୃଢ ଗଣତନ୍ତ୍ରର ସୁରକ୍ଷା କ୍ଷେତ୍ରରେ ଆଜିର ଯୁବଶକ୍ତିର ନିର୍ଣ୍ଣାୟକ ଭୂମିକା ଅପରିହାର୍ଯ୍ୟ । ବିକାଶ ମୁଖି ଦେଶ ଗଠନରେ ପ୍ରଭାବଶାଳୀ ଦିଗପ୍ରତି ଦୃଷ୍ଟି ଆକର୍ଷଣ ପୂର୍ବକ କାର୍ଯ୍ୟ ନିର୍ବାହ କରିବାର ଉପଯୁକ୍ତ ଦାୟାଦ ହେଉଛନ୍ତି ଆଜିର ଯୁବ ଗୋଷ୍ଠୀ […]

Read More Text.
D31a0a18 3fc2 4fcd b659 c7849924a741

ସାଲେପୁରରେ ଔଷଧୀୟ ଓ ସୁଗନ୍ଧିତ ଫସଲ ଚାଷ ସମ୍ପର୍କିତ ଶିକ୍ଷଣ ଶିବିର ଅନୁଷ୍ଠିତ

ଜଗନ୍ନାଥ ଗୋପୀନାଥ ଟ୍ରଷ୍ଟର ୨୦୨୬ ମସିହା କ୍ୟାଲେଣ୍ଡର ଉନ୍ମୋଚିତ ସାଲେପୁର :  ସ୍ଥାନୀୟ ଜଗନ୍ନାଥ ଗୋପୀନାଥ ଟ୍ରଷ୍ଟ ଏବଂ ବିଜ୍ଞାନ ପ୍ରଚାର ସମିତି, ସାଲେପୁର ଶାଖାର ମିଳିତ ଆନୁକୂଲ୍ୟରେ ଟ୍ରଷ୍ଟ ସଭାଗୃହରେ “ଔଷଧୀୟ ବୃକ୍ଷ ଏବଂ ସୁଗନ୍ଧିତ ଫସଲର କୃଷି” ଶୀର୍ଷକ ଏକ ଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୨୮ ତାରିଖ ରବିବାର ଦିନ ଅନୁଷ୍ଠିତ ଏହି ଶିବିରରେ ଚାଷୀମାନଙ୍କୁ ଆଧୁନିକ ଓ ଲାଭଜନକ କୃଷି ପ୍ରଣାଳୀ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ଟ୍ରଷ୍ଟର ପ୍ରତିଷ୍ଠାତା […]

Read More Text.
High court 1 300x166

ଟାଟା ପାୱାର ବିରୋଧରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ : ଟାଟା ପାୱାର ବିରୋଧରେ ହାଇକୋର୍ଟରେ ରୁଜ୍ଜୁ ହେଲା ଜନସ୍ୱାର୍ଥ ମାମଲା  ।  ସ୍ମାର୍ଟ ମିଟର ଏବଂ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କରି ହାଇକୋର୍ଟରେ ରୁଜୁ ହୋଇଛି ଏହି ଜନସ୍ୱାର୍ଥ ମମାଲା ।  ଏହାର ତୁରନ୍ତ ପ୍ରତ୍ୟାହାର କରିବାକୁ ଆବେଦନରେ ପ୍ରାର୍ଥନା କରାଯାଇଛି ।  ଆବଦେନରେ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ଆଇନ ଏବଂ ଓଡିଶା ବିଦ୍ୟୁତ ନିର୍ଦେଶାବଳୀ ର ଉଲ୍ଲଙ୍ଘନ ଅଭିଯୋଗ କରି ଭଏସ ଅଫ କଟକ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ଦାୟର […]

Read More Text.
Mohan

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ, ହାତୀ ଉପରେ ବସି ରଙ୍ଗମହଲରେ ପହଞ୍ଚିଲେ

ବରଗଡ଼: ବରଗଡ଼ ଧନୁଯାତ୍ରା ଦେଖିବା ପାଇଁ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ବରଗଡ଼ର ବିକାଶ ପଡ଼ିଆରେ ଓହ୍ଲାଇଥିଲେ। ସେଠାରୁ ସେ ରାଜଦରବାର ଯାଇଥିଲେ। ମୁଖ୍ୟମନ୍ତ୍ରୀ ରାଜ ଅତିଥି ଭାବେ ହାତୀ ଉପରେ ବସି ରଙ୍ଗମହଲରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଭୁବନେଶ୍ବରରୁ ହେଲିକେପଟର ଯୋଗେ ବରାହଗୋଡା ସ୍ଥିତ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ପହଞ୍ଚିବା ପରେ ସନ୍ଧ୍ୟାରେ ମହାରାଜ କଂସଙ୍କ ରଙ୍ଗମହଲରେ ପହଞ୍ଚିଛନ୍ତି|  ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପୋଲିସ […]

Read More Text.
Mohan 1 1068x601

ନୂଆବର୍ଷର ଅଭିନନ୍ଦନ ଜଣାଇବାକୁ କାର୍ଯ୍ୟାଳୟକୁ ନ ଆସିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ବର: ଇଂରାଜୀ ନୂଆବର୍ଷ ୨୦୨୬ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ଦିନଟି ସରକାରୀ କାର୍ଯ୍ୟ ଦିବସ ରହୁଥିବାରୁ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ସାଧାରଣ କାର୍ଯ୍ୟଦିବସ ଭାବେ ଚାଲିବ। ତେବେ ମୁଖ୍ୟମନ୍ତ୍ରୀଙ୍କୁ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବାକୁ କେହି ବ୍ୟକ୍ତିଗତ ଭାବେ ନ ଆସିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଦିନ ସରକାରୀ କାର୍ଯ୍ୟଦିବସ ରହୁ ଥିବାରୁ, ସମସ୍ତ […]

Read More Text.