Img 20251123 wa0274

ମାସା ତରଫରୁ ଵାମନଘାଟୀ ଉପଖଣ୍ଡ ସ୍ତରୀୟ ରଚନା, ବକୃତା ଏବଂ ସାଧାରଣଞ୍ଜାନ ପରୀକ୍ଷା 

ବାରିପଦା:   ମାସା ସଂଗଠନ ପକ୍ଷରୁ ରୁ ବାମନଘାଟି ସ୍ତରୀୟ  ରଚନା,ବକୃତା ଆଉ ସାଧାରଣଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟ ରେ କର୍ମକର୍ତ୍ତାମାନେ  ପ୍ରାୟ ୨୨ଟା କଲେଜରେ ପରୀକ୍ଷା କରାଇ ପ୍ରତେକ କଲେଜ ରୁ ୩ଜଣ ବିଜେତା ମାନକୁ ନେଇ   ଫାଇନାଲ ପରୀକ୍ଷା କରାଯାଇଥିଲା । ବିଜେତାମାନଙ୍କୁ ଆଗକୁ ହେବାକୁ ଥିବା ୩୦:୧୧:୨୦୨୫ ରିଖ ରବିବାର, ମାସା ର ବାର୍ଷିକ ଉତ୍ସବ ରେ ସେମାନଙ୍କୁ ପୁରସ୍କୃତ କରାଯିବ । ଏହି ପରୀକ୍ଷା ବାମନଘାଟୀ ସମ୍ପାଦକ  ମାସାଙ୍ଗ […]

Read More Text.
Img 20251123 wa0268

 ଆଦିବାସୀ ଯୁବକଙ୍କ ଦକ୍ଷତା ବିକାଶ କର୍ମଶାଳା 

ବାରିପଦା:   ମୟୂରଭଞ୍ଜ ଜିଲ୍ଲା  ବାମନଘାଟି ଉପଖଣ୍ଡ ର  ପିସିଏମ କଲ୍ଯାଣମଣ୍ଡପ ଠାରେ ଶିକ୍ଷା ବିକାଶ ଏଡୁକେସନାଲ ଏବଂ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ଯରେ ଏକଦିବସୀୟ ରାଜ୍ଯସ୍ତରୀୟ କର୍ମଶାଳା ଟ୍ରଷ୍ଟର ମୁଖ୍ୟ  ପରିଚାଳକ ହରପ୍ରସାଦ ସର୍ଦାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ମୁଖ୍ଯଅତିଥି ଭାବେ  ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ,  ସମ୍ମାନିତ ଅତିଥି ,ସମ୍ମାନିତ ଅତିଥି ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ,  ଅନ୍ୟତମ ଅତିଥି  ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ଅଧ୍ଯାପକ ବିଜୟ କୁମାର ରାମ, […]

Read More Text.
Photo for the news of school

ଅବହେଳିତ ବାଙ୍କତିରା ହାଇସ୍କୁଲ; ଭଙ୍ଗା ଆଜବେଷ୍ଟସ ତଳେ ଚାଲିଛି ଭବିଷ୍ୟତ ଗଢା

ଆଗରପଡ଼ା:ସରକାର ଶିକ୍ଷାର ମାନବୃଦ୍ଧି କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିବା ସହିତ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ସରକାରଙ୍କ ଯୋଜନାର ସଫଳ ରୂପାୟନ ହୋଇପାରୁନଥିବା ଜଣାପଡ଼ିଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଅର୍ନ୍ତଗତ ବାଙ୍କତିରା ହାଇସ୍କୁଲରେ । ଅର୍ଥ ମହଜୁଦ ଥାଇ ମଧ୍ୟ ଅଧାଗଢାରେ ଅଟକିଛି ଗୃହ ନିର୍ମାଣ ଯାହାକି ପିଲାଙ୍କ ଭବିଷ୍ୟତ ଗଢାରେ ବାଧକ […]

Read More Text.

କିସ୍ତି ଅର୍ଥ ଆଦାୟକୁ ନେଇ ଗାଁ ଦାଣ୍ଡରେ ଯୁବତୀଙ୍କୁ ମାଡ଼, ଥାନାରେ ଏତଲା

ବନ୍ତ/ଆଗରପଡ଼ା:ବନ୍ତ ବ୍ଲକ ଗଣିଜଙ୍ଗ ପଂଚାୟତ ଅରଞ୍ଜି ଗ୍ରାମରେ ଏକ ଅଭାବନୀୟ ଘଟଣା ଶା ଦେଖିବାକୁ ମିଳିଛି । ଗ୍ରାମ ମହିଳା ଗ୍ରୁପରୁ ଗ୍ରୁପରୁ ମା\’ ଋଣ ଆଣିଥିଲେ । ମା\’ର ମୃତ୍ୟୁ ପରେ ଝିଅ ଋଣ କିସ୍ତି ପରିଶୋଧ କରୁଥିଲେ । ତେବେ ମା\’ର ମୃତ୍ୟୁ ପ୍ରମାଣ ପତ୍ର ପାଇବା ପରେ ଇନସ୍ୟୁରାନ୍ସ ପାଇବା ପାଇଁ ଆବେଦନ କରିଥିଲେ । ତେବେ ଗ୍ରୁପ ବକେୟା କିସ୍ତି ନ ଦେବାରୁ ମୃତକଙ୍କ ଝିଅକୁ ଗାଁ ଦାଣ୍ଡରେ ଗ୍ରୁପର ସଦସ୍ୟାମାନେ […]

Read More Text.
Photo for the news of illigal road construction

ସ୍ଥିତିବାନ ପ୍ଲଟ ଉପରେ ଆରଡି ରାସ୍ତା ନିର୍ମାଣ; ତହସିଲଦାର ନିକଟରେ ଅଭିଯୋଗ

ବନ୍ତ/ଆଗରପଡ଼ା:ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ ବଗଦା ଶାସନ ଠାରୁ ମଙ୍ଗଳା ପଡିଆ ନିକଟ ଛକକୁ ସଂଯୋଗ କରୁଥିବା ଆରଡି ରାସ୍ତା ସ୍ୱର୍ଗତ କ୍ଷେତ୍ରବାସୀ ପଣ୍ଡାଙ୍କ ଏକ ସ୍ଥିତିବାନ ପ୍ଲଟ ଖାତା ନଂ ୨୩୧ ପ୍ଲଟ ନମ୍ବର ୧୬୧ ରେ ଏ ୦.୩୯ ଡିସିମିଲ ସମ୍ପତି ଉପରେ ନିର୍ମାଣ ହେଇଥିବା ନେଇ ବିରୋଧ କରିଛନ୍ତି ତାଙ୍କ ପୁତ୍ର ରଘୁନାଥ ମିଶ୍ର । ଏ ନେଇ ତହସିଲଦାରଙ୍କୁ ଅଭିଯୋଗ ପତ୍ର ମାଧ୍ୟମରେ ଜଣାଇଛନ୍ତି । ବନ୍ତ ତହସିଲଦାର ଗଣିଜାଙ୍ଗ ଆରଆଇଙ୍କୁ […]

Read More Text.
Photo for the news of science exhibition

ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା

ବନ୍ତ/ଆଗରପଡ଼ା:ବନ୍ତ ବ୍ଲକ ଛୟାଳସିଂହ ପଂଚାୟତ ବରହମପୁର ସ୍ଥିତ ବିପି ଉଚ୍ଚ ବିଦ୍ୟାଳୟ ଓ ବିବି ଦାସ ନୋଡାଲ ବିଦ୍ୟାଳୟରେ ଆଜି ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ବିଜ୍ଞାନଭିତ୍ତିକ ସଭା ଆୟୋଜିତ ହୋଇଥିବା ବେଳେ ଏହି ସଭାରେ ବିପି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପଂଚାନନ ସାହୁଙ୍କ ତତ୍ତ୍ୱାବଧାନ ଓ ପ୍ରଧାନଶିକ୍ଷକ ଆନନ୍ଦ ରାଉତ ଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ବିଦ୍ୟାଳୟ ପ୍ରତିଷ୍ଠାତା ମଧୁସୂଦନ ଘଡାଇ, ମୁଖ୍ୟବକ୍ତା ଆଂଚଳିକ ସାଧନ କେନ୍ଦ୍ର […]

Read More Text.
Images (2)

ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରମୁଖ ରାସ୍ତାରେ କମିଶନରେଟ୍ ପୋଲିସର ପାର୍କିଂ କଟକଣା

ଭୁବନେଶ୍ୱର:  ଟ୍ରାଫିକ୍ ଭିଡ଼କୁ ଦୂର କରିବା ପାଇଁ, କମିଶନରେଟ୍ ପୋଲିସ ରାଜଧାନୀ ସହରର ପ୍ରମୁଖ ରାସ୍ତାଗୁଡ଼ିକରେ ପାର୍କିଂ କଟକଣା ଲାଗୁ କରିଛି ।  ଏହା ତୁରନ୍ତ କାର୍ଯ୍ୟକାରୀ ହେବ । ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, ବ୍ୟସ୍ତବହୁଳ ଅଞ୍ଚଳରେ ରାସ୍ତା କଡ଼ରେ ଯାନବାହାନ ପାର୍କିଂ କରିବା ନିଷେଧ। ଓଡ଼ିଶା ସହରାଞ୍ଚଳ ପୋଲିସ (OUP) ଆଇନ, 2003 ଅନୁଯାୟୀ ଲାଗୁ ହୋଇଥିବା ଏହି କଟକଣାଗୁଡ଼ିକ ସୁଗମ ଟ୍ରାଫିକ୍ ପ୍ରବାହ […]

Read More Text.
Download

ଯୁବକଙ୍କୁ ହତ୍ୟା: ରାସ୍ତାକଡରୁ ମୃତଦେହ ଉଦ୍ଧାର

ଭୁବନେଶ୍ଵର: ଭୁବନେଶ୍ବର ଚନ୍ଦକା ଥାନା ଗୋଡିବାରି ଅଞ୍ଚଳରେ ଯୁବକଙ୍କୁ ହତ୍ୟା କରି ରାଜପଥ କଢ଼ରେ ଫିଙ୍ଗି ଦିଆଯାଇଛି । ଘଟଣା ସ୍ଥଳରେ ଚନ୍ଦକା ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ମୃତ ଯୁବକ ଜଣକ ଏକ ଟେଣ୍ଟ ହାଉସରେ କାମ କରୁଥିଲେ। ଏବଂ ଯୁବକଙ୍କ ଘର ଯାଜପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି । ମଦ ପିଉଥିବା ଅବସ୍ଥାରେ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ବର୍ତ୍ତମାନ […]

Read More Text.
Strike

୧୧ ଦଫା ଦାବି ନେଇ ଗାନ୍ଧୀ ମାର୍ଗରେ ଅଙ୍ଗନଓ୍ବାଡି କର୍ମୀଙ୍କ ବିକ୍ଷୋଭ 

ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଅଙ୍ଗନଓ୍ବାଡି କର୍ମୀ। ୧୧ ଦଫା ଦାବି ନେଇ ଅଙ୍ଗନଓ୍ବାଡି କର୍ମୀ ଆଜି ଗାନ୍ଧୀ ମାର୍ଗରେ ଶହ ଶହ ଅଙ୍ଗନଓ୍ବାଡି କର୍ମୀ ଏକାଠି ହୋଇ ବିଶାଳ ସମାବେଶ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅଙ୍ଗନଓ୍ବାଡି କର୍ମୀଙ୍କୁ ଶିକ୍ଷକ ମାନ୍ୟତା ଦାବି କରିବା ସହ ଦରମା ୧୮ ହଜାର ଟଙ୍କା ଦରମା ବୃଦ୍ଧି ଦାବି କରିଛନ୍ତି। ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଅଙ୍ଗନଓ୍ବାଡି କର୍ମୀମାନେ ଚେତାବନୀ […]

Read More Text.
Sureshpujari

ଅମଲାତନ୍ତ୍ରକୁ କଡା ତାଗିଦ୍ କଲେ ରାଜସ୍ଵ ମନ୍ତ୍ରୀ

ଭୁବନେଶ୍ଵର: ଲୋକଙ୍କ ସେବକ ହୋଇ କାମ କରିବାକୁ କଡା ନିର୍ଦେଶ ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀ ସୁରେଶ ପୂଜାରୀ କଡା ତାଗିଦ୍ କରିଛନ୍ତି। ଜିଲ୍ଲାସ୍ତରରେ ସମାଧାନ ହେବା ଭଳି ଅଭିଯୋଗକୁ ନେଇ ମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି। ଦୂରଦୂରାନ୍ତରୁ ଯେଉଁ ଲୋକମାନେ ଆସୁଛନ୍ତି , ସେମାନଙ୍କୁ ବସିବାକୁ ଚୌକି ଦିଅ ଏବଂ ପିଇବାକୁ ପାଣି ଦିଅ। ଧୖର୍ଯ୍ୟ ସହକାରେ ଲୋକଙ୍କ ଅଭିଯୋଗ ଶୁଣ ଏବଂ ନିର୍ଦିଷ୍ଟ ସମୟରେ କାମ ସାର। ପୂର୍ବରୁ କାର୍ଯ୍ୟାନୁଷ୍ଠାନ […]

Read More Text.