ବାତ୍ୟାକୁ ନେଇ ଚିନ୍ତାରେ ଚାଷୀ
ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ପନ୍ଦର ଟି ପଂଚାୟତ ଏବଂ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳରେ ପୁଣି ସମ୍ଭାବ୍ୟ ବର୍ଷା ଓ ବାତ୍ୟାକୁ ନେଇ ପୁଣି ଚାଷୀମାନେ ଚିନ୍ତାରେ ପଡିଛନ୍ତି । ଗତ ମାସରେ ମନ୍ଥାର ପ୍ରଭାବରେ ହୋଇଥିବା କ୍ଷତି ଏବେ ଚାଷୀଙ୍କ ମନରୁ ଲିଭି ନଥିବା ବେଳେ ପୁଣି ସମ୍ଭାବ୍ୟ ବାତ୍ୟା କୁ ନେଇ ଚାଷୀଙ୍କ ମଧ୍ୟରେ ନିରାଶ ଭାବ ଦେଖାଦେଇଛି । ଧାନ ଅମଳ କରି ଚାଷୀ ଘରକୁ ଆଣିବା ସମୟରେ ତାହା ବର୍ତମାନ ନଷ୍ଟ […]
Read More Text.