ଜାତୀୟ ବହୁଭାଷୀ ନାଟକ ମହୋତ୍ସବର ୨ୟ ସନ୍ଧ୍ୟା; ମନମୋହିଲା “ଚୁୟା ଚନ୍ଦନ”

ବାରିପଦା :ସ୍ଥାନୀୟ ସ୍ମୃତି ଭବନରେ ରୂପାନ୍ତର ଅନୁଷ୍ଠାନ ଆନୁକୂଲ୍ୟରେ ୬ ଦିନିଆ ଜାତୀୟ ବହୁଭାଷୀ ନାଟକ ମହୋତ୍ସବର ୨ୟ ସନ୍ଧ୍ୟାରେ ଥିଆଲାଇଟ, କୋଲକାତା ପ୍ରଯୋଜିତ ନାଟକ “ଚୁୟା ଚନ୍ଦନ” ମଞ୍ଚସ୍ଥ ହୋଇଯାଇଛି I ଅତନୁ ସରକାରଙ୍କ ନିର୍ଦ୍ଦେଶିତ ନାଟକରେ ରାଜୀବ ବର୍ଦ୍ଧନ, ପ୍ରବୀର ଆଦିତ୍ୟ, ସମ୍ପା ଦାସ ସରକାର, ଦେବବ୍ରତ ଦାସ, ଆଇସିକି ଘଟକ, ସୌତୀନ୍ଦ୍ର କ୍ରିଷ୍ଣା ଦେବ, ସାମସନ ମାଥିର ଚକ୍ରବର୍ତ୍ତୀ, ସଙ୍କୁ କୁମାର ଦାସ, ଉତ୍ପଲ ରାଜାକ, ସୁକୁମାର ଦାସ, ପରୋମିତା ଦାସ, ସ୍ୱାତୀ […]

Read More Text.

ମଦ୍ୟପ ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ

ବାରିପଦା: ମଦ୍ୟପ ସ୍ୱାମୀ ର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ l ଏହିଭଳି ଏକ ଘଟଣା ଆଜି ଦେଖିବାକୁ ମିଳିଅଛି ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ପାଞ୍ଚଗୋଛିଆ ଗ୍ରାମରେ l ଗତକାଲି ବିଳମ୍ବିତ ରା଼ତ୍ରୀରେ ଏହି ଗ୍ରାମର ଶଙ୍କର୍ଷଣ ଧଡ଼ି ମଦପିଇ ଆସି ସ୍ତ୍ରୀ ରାଇବାରୀ ସହ ଝଗଡା କରିଥିଲା l ଦୁହିଁ ଙ୍କ ମଧ୍ୟରେ ଝଗଡା ଅତ୍ୟଧିକ ହେବାରୁ ଶଙ୍କର୍ଷଣ ନିଜର ହିତାହିତ ଜ୍ଞାନ ହରାଇ ବସିଥିଲା l ଫଳରେ ଏକ ଠେଙ୍ଗାରେ ସ୍ତ୍ରୀ […]

Read More Text.

କଳାର ପୂଜାରୀ ଦେବେନ୍ଦ୍ର

ସ୍ୱପ୍ନ ସାକାର ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ ବନ୍ତ/ଆଗରପଡ଼ା:ଆଗରପଡ଼ା ନିକଟବର୍ତ୍ତୀ ରାଜନଗର ମଙ୍ଗଳପୁର ଗ୍ରାମର ଗୋଟିଏ ଗରିବ ପରିବାରରେ ଦେବେନ୍ଦ୍ର ଯେନାଙ୍କ ଜନ୍ମ । ପିଲାଟି ଦିନରୁ ସଂଗୀତ କଳା ପ୍ରତି ଆଗ୍ରହ ପ୍ରକାଶ କରି କଳା ଜଗତରେ ସଂଗୀତଗୁରୁ ପ୍ରହଲ୍ଲାଦ ପାଣିଗ୍ରାହୀଙ୍କ ପ୍ରେରଣା ,ବାପା ଅନାମ ଯେନା, ମାତା ରଙ୍ଗଲତା ଜେନା ଓ ଅଧ୍ୟାପକ ଗୋବିନ୍ଦ ସାହୁଙ୍କ ପ୍ରଚେଷ୍ଟାରୁ ମାତ୍ର ବାରବର୍ଷ ବୟସରୁ କଳା ଓ କବିତା ଆସରରୁ ସଂଗୀତ କ୍ଷେତ୍ରରେ ନିଜକୁ ହଜାଇ ଦେବା […]

Read More Text.

ସତ୍ୟସାଇ ବାବାଙ୍କ ୧୦୦ ତମ ଜନ୍ମ ଉତ୍ସବ ପାଳିତ

ବନ୍ତ/ଆଗରପଡ଼ା:ବନ୍ତ ବ୍ଲକ ଛୟାଳସିଂହ ପଂଚାୟତ ପଳଶା ସତ୍ୟସାଇ ଭଜନ ମଣ୍ଡଳୀ ତରଫରୁ ସତ୍ୟସାଇ ବାବାଙ୍କ ୧୦୦ ତମ ଜନ୍ମ ଉତ୍ସବ ଧୁମ ଧାମରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଓଁ କାରମ, ସୁପ୍ରଭାତମ, ନଗର ସଂକୀର୍ତ୍ତନ, ଷୋଡଶ ଉପଚାର ପୂଜା, ରଥ ଶୋଭାଯାତ୍ରା, ନାରାୟଣ ସେବା, ପୂଜ୍ୟ ପୂଜା, ଭଜନ ସହିତ ୍ୱାଲବିକାଶ ବିକାଶ ପିଲାଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଛୟାଳସିଂହ, ସେଣ୍ଡତିରା, ଗଣିଜାଙ୍ଗ, ନିଲୋକ ସମେତ ହଜାର ହଜାର […]

Read More Text.

କେନ୍ଦ୍ରାପଡ଼ାରେ ଭକ୍ତିପୂତ ପରିବେଶରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୦ତମ ଜୟନ୍ତୀ ପାଳିତ : ପୂଜାର୍ଚ୍ଚନା ସହ ଅସହାୟଙ୍କୁ ସେବା ପ୍ରଦାନ

କେନ୍ଦ୍ରାପଡ଼ା, (ବିକାଶ ବେହେରା): “ମାନବ ସେବା ହିଁ ମାଧବ ସେବା”—ଏହି ମହାନ ଆଦର୍ଶର ପ୍ରତୀକ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୦ତମ ପବିତ୍ର ଜୟନ୍ତୀ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହିତ ସମାଜସେବାକୁ ଗୁରୁତ୍ୱ ଦିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ଜିଲ୍ଲା ଠାକୁରପଟଣା ସମିତି ଆନୁକୂଲ୍ୟରେ କୁଦାନଗରୀ ଭଜନମଣ୍ଡଳୀ ପରିସରରେ ଏକ ଭକ୍ତିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାତଃ ସମୟରେ ବାବାଙ୍କ ଫଟୋଚିତ୍ର ନିକଟରେ ଷୋଡଶ ଉପଚାର ପୂଜା […]

Read More Text.

ଭାବ, ଭକ୍ତି ଓ ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥ: ଡାକ୍ତର କବି ପ୍ରସାଦ ମିଶ୍ର ସ୍ମୃତି ପରିଷଦର ଆଲୋଚନାଚକ୍ର

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ଦାରୁ ଦିଅଁ ନୁହନ୍ତି, ସେ ହେଉଛନ୍ତି ଭାବ, ଭକ୍ତି ଏବଂ ସମର୍ପଣର ଠାକୁର। ଭକ୍ତର ଭାବରେ ବନ୍ଧା ସେ କାଳିଆ ସାଆନ୍ତ। ଏହି ମର୍ମରେ ଭୁବନେଶ୍ୱରସ୍ଥିତ ଓଡିଶା ଲେଖକ ସମବାୟ ସମିତି ପରିସରରେ ‘ଡାକ୍ତର କବି ପ୍ରସାଦ ମିଶ୍ର ସ୍ମୃତି ପରିଷଦ’ ପକ୍ଷରୁ ଏକ ଭକ୍ତିଭରା ମାସିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଂ ଗଣେଶ ଚନ୍ଦ୍ର ପଣ୍ଡା ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି […]

Read More Text.

ଗାଡି ପାର୍କିଂକୁ ନେଇ ଠାକୁରାଣୀ ପୀଠରେ ବୃଦ୍ଧଙ୍କୁ ହତ୍ୟା

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ରିଘାଗଡ଼ର ମା ଥାନାପତି ଠାକୁରାଣୀଙ୍କ ପୀଠରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଗାଡି ପାର୍କିଂକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ଯୋଗୁ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି । ରିଘାଗଡ଼ ଗାଁର ବୁଦ୍ଧିଆ ସାହୁଙ୍କୁ ବାଡେଇ ବାଡେଇ ହତ୍ୟା କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାଇ, ଅପରାହ୍ନ 4 ଟା ସମୟରେ ଜଗନ୍ନାଥପୁର ଗାଁର କିଛି ଯୁବକ ଠାକୁରାଣୀଙ୍କ ପୀଠରେ ରନ୍ଧା ଭୋଗ କରି […]

Read More Text.

ଯୁବକଙ୍କୁ ପିଟି ପିଟି ମାରିଦେଲେ, ୨ ଅଟକ

ନୟାଗଡ: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ଟାଉନ୍ ଥାନା ବୃନ୍ଦାବନପୁର ଗାଁରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତକ ପିଣ୍ଟୁ ମାଝୀ ବୋଲି ଜଣାପଡିଛି। ଟାଉନ୍ ଥାନା ପୁଲିସ୍‌ ମୃତଦେହକୁ ଉଦ୍ଧାର କରି ଅଧିକ ଛାନଭିନ୍ ଆରମ୍ଭ କରିଛି। ଘଟଣାରେ ସମ୍ପୃକ୍ତ ଥିବା କିଛି ଅଭିଯୁକ୍ତ ଫେରାର୍‌ ଥିବାବେଳେ ପୁଲିସ୍‌ ଦୁଇ ଜଣଙ୍କୁ ଅଟକ […]

Read More Text.

ଚନ୍ଦ୍ରଭାଗାରେ ବୁଲୁଛି କୁମ୍ଭୀର: ପର୍ଯ୍ୟଟକ ଭୟଭୀତ

କୋଣାର୍କ : ବର୍ତ୍ତମାନ୍ ଶୀତ ଋତୁ ଚାଲିଥିବାବେଳେ ରାଜ୍ୟର କୋଣ ଅନୁକୋଣରୁ ଚନ୍ଦ୍ରଭାଗାକୁ ପର୍ଯ୍ୟଟକଙ୍କର ସୁଅ ଛୁଟେ। କିନ୍ତୁ ଚନ୍ଦ୍ରଭାଗା ବେଳାଭୂମିରେ କୁମ୍ଭୀର ବୁଲୁଥିବା ଦଖିବାକୁ ମିଳିଛି| କୁମ୍ଭୀରକୁ ନେଇ ଚନ୍ଦ୍ରଭାଗାରେ ଆତଙ୍କ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଯାହା ପର୍ଯ୍ୟଟକଙ୍କ ମଧ୍ୟ ବାତାବରଣ ସୃଷ୍ଟି କରିଛି। ଲୋକ ମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ବନବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଚନ୍ଦ୍ରଭାଗାଠାରୁ ଅସ୍ତରଙ୍ଗ ଯାଏଁ ବନ ବିଭାଗ କଡା ନଜର ରଖିଛି।

Read More Text.

କୂଅରେ ପଡି ହାତୀ ଶାବକ ମୃତ

ରଣପୁରଗଡ: ନୟାଗଡ଼ ଜିଲା ଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଞ୍ଚଳର ରାଜ ଜଙ୍କିଆ ନିକଟ ପାତାଳଶ୍ୱର ନିକଟ ଜଙ୍ଗଲରେ ଥିବା ଏକ କୂଅରେ ପଡି ହାତୀ ଛୁଆର ମୃତ୍ୟୁ ହୋଇଛି । ଏକ କ୍ୟାମେରା ଲଗା ଜଙ୍ଗଲୀ ହାତୀ ମୃତ୍ୟୁ ବରଣ କରିଥିବା ଖବର ପାଇ ବନବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସ୍ଥାନୀୟ ଅଞ୍ଚଳରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକ ସକାଳୁ କୂଅ ଭିତରେ ହାତୀ ମରିଥିବା ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପ୍ରସାରିତ […]

Read More Text.