ଅଧୀକାରୀଙ୍କ ଲିଖିତ ପ୍ରତିଶ୍ରୁତି ପରେ ମୟୂରଭଞ୍ଜ ଆଦିବାସୀ ଏକତା ମଞ୍ଚ ତରଫରୁ ବାମନଘାଟି ଵନ୍ଦ ସ୍ଥଗିତ
ବାରିପଦା : ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ସୁନାପୋଷୀ ଗ୍ରାମରେ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକର ଆଦିବାସୀ ନାବାଳିକା ପ୍ରତି ବଳାତ୍କାର ଉଦ୍ୟମରେ ପୋଲିସଠାରୁ ନ୍ୟାୟ ପାଇଁ ଚଳିତ ମାସ ୧୩ ତାରିଖ ଦିନ ଵହଳଦା ବାଇପାସରେ ରାସ୍ତା ଅବରୋଧ କରିଥିଲେ ।ରାସ୍ତା ଅବରୋଧ ସମୟରେ ପୋଲିସ ଅବରୋଧକାରୀଙ୍କୁ ମାଡ଼ ଦେବା ଫଳରେ ଉତ୍ୟକ୍ତ ଅବରୋଧକାରୀ ପୋଲିସଙ୍କୁ ପ୍ରତି ଆକ୍ରମଣ କରିବାରୁ ୨ ପୋଲିସ ଗୁରୁତର ଥିବାବେଳେ ୧୧ କର୍ମଚାରୀ ଆହତ ହୋଇଥିଲେ ।ପୋଲିସ ଘଟଣାକୁ ନେଇ […]
Read More Text.