ଶିକ୍ଷାଗତ ପ୍ରମାଣପତ୍ରରେ ଜାଲିଆତି: ସ୍କୁଲରେ ନା ଗଡ଼ୁଛି କିନ୍ତୁ ଅବସର ନେଲେଣି ଶିକ୍ଷକ
ଶୁଣାଣି ପାଇଁ ବିଜ୍ଞପ୍ତି ଜାରି କଲେ ରାଜ୍ୟ ସୂଚନା ଆୟୋଗ ଆଗରପଡ଼ା: ଶିକ୍ଷାଲାଭ କରିଥିବା ସ୍କୁଲରେ ଟିସି ନେଇଥିବାର କୌଣସି ସୂଚନା ନଥୁବା ବେଳେ ଜନୈକ ବ୍ୟକ୍ତି ଶିକ୍ଷକତା କରି ଅବସର ନେଇଥିବା ଜଣାପଡ଼ିଥିଲା । ଏହିପରି ଏକ ଘଟଣା ଭଦ୍ରକ ଜିଲ୍ଲା ବନ୍ତ ଗୋଷ୍ଠୀ ଶିକ୍ଷାଧୂକାରୀଙ୍କ ଅଧୀନରେ ଘଟିଥିବାର ଜଣାପଡ଼ିଥିଲା । ସୂଚନା ଅଧିକାର କର୍ମୀ ତଥା ସାମ୍ବାଦିକ ବିନୋଦ ଧକ ସାମନ୍ତ ଗତ ଜୁନ ମାସରେ ସୂଚନା ଅଧିକାର ଆଇନ ବଳରେ ବନ୍ତ ନୂକ […]
Read More Text.