କୁଡୁମୀ ଅଧିକାର ମହାରାଲି
ବାରିପଦା : କୁଡୁମୀ ମାନଙ୍କ ବିରୋଧ ରେ ୭୫ ବର୍ଷ ପୂର୍ବ ରୁ ହେଇଥିବା ଅନ୍ୟାୟ ବିରୋଧରେ ଶୀତଲ ଆହେଦାରଙ୍କ ନେତୃତ୍ୱରେ ରାଞ୍ଚିର ପ୍ରଭାତ ତାରା ମୈଦାନରେ ଲକ୍ଷାଧିକ ଲୋକଙ୍କ ମହାସମାଗମ ରେ କୁଡୁମୀ ଅଧିକାର ମହାରାଲି ଅନୁଷ୍ଠିତ ହେଇଯାଇଛି | ଏହି ରାଲି ରେ ଓଡିଶା, ବେଙ୍ଗଲ, ବିହାର ରୁ ସବୁ କୁଡୁମୀ ସମ୍ପ୍ରଦାୟ ର ଲୋକ ଯୋଗ ଦାନ କରିଥିଲେ | ଓଡିଶା ରୁ କୁଡୁମୀ ସେନା ପ୍ରତିଷ୍ଠାତା ସଭାପତି ଜୈମୁନୀ କୁମାର ମହାନ୍ତ […]
Read More Text.