ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ: ଯୁଦ୍ଧ ବନ୍ଦ ଦାଵୀକୁ ନେଇ ସିପିଆଇର ବିକ୍ଷୋଭ
ବାରିପଦା : ସାର୍ବଭୌମ ରାଷ୍ଟ୍ର ଇରାନ ଉପରେ ସାମ୍ରାଜ୍ୟବାଦୀ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଯୁଦ୍ଧର ଧ୍ୱଂସ ଲିଳା ସହ ତାଣ୍ଡବ ମଧ୍ୟପ୍ରାଚ୍ୟରେ ରଚି ଚାଲିଛନ୍ତି।ଏଥିରୁ ବିଦ୍ୟାଳୟର କୋମଳମତି ଛାତ୍ରଛାତ୍ରୀ, ଡାକ୍ତରଖାନା, ସରକାରୀ କାର୍ଯ୍ୟାଳୟ, ଜନବସତି, ବ୍ୟବସାୟ ପ୍ରତିଷ୍ଠାନ ଇତ୍ୟାଦି ବାଦ୍ ପଡ଼ିନାହିଁ। ଇରାନର ମୁଖ୍ୟ ଆୟୋତୋଲା ଅଲ୍ଲି ଖାମେନେଇକ ଜଘନ୍ୟ ଏବଂ କାପୁରୁଷୋଚିତ ହତ୍ୟାର ପ୍ରତିବାଦ ଏବଂ ” ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ, ଧ୍ୱଂସ ନୁହେଁ ଜୀବନ ଚାହୁଁ” ଭଳି ସ୍ଲୋଗାନ ନେଇ […]
Read More Text.