IMG 20260309 WA0201

ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ମୟୁରଭଞ୍ଜ ଫୁଟବଲ ଟୁର୍ଣ୍ଣାମେଣ୍ଟ: କିସାନ ବ୍ରଦର୍ସ ଏଫ ସି ବିଜେତା 

ବାରିପଦା : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମରେ ଜଗନ୍ନାଥ ମିସ୍ତ୍ରୀ ସ୍ମୃତି କମିଟି ଆନୁକୂଲ୍ୟରେ ଆୟୋଜିତ ୨ୟ ବାର୍ଷିକ ସର୍ବଭାରତୀୟ ଦିବାରାତ୍ର ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ମୟୁରଭଞ୍ଜ ଫୁଟବଲ ଟୁର୍ଣ୍ଣାମେଣ୍ଟର ୨ୟ ଦିନର ପ୍ରଥମ ମ୍ୟାଚରେ କିସାନ ବ୍ରଦର୍ସ ଏଫ ସି ୭-୨ ଗୋଲରେ ଏମ ଏସ ସି ବି ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି I କିସାନ ବ୍ରଦର୍ସ ଦଳର ଛଟୁ ମୁର୍ମୁ ୩ଟି ଏବଂ ନୀତେଶ ବାରି, ଛୋଟଲାଲ ମହାନ୍ତ, ରାଜ ପୂର୍ତ୍ତି ଓ ବସ୍ତା […]

Read More Text.

ମୟୁରଭଞ୍ଜ ଛଉର ପ୍ରଥମ ମହିଳା କଳାକାରଙ୍କ ସ୍ମୃତିରେ ଫେସବୁକ୍-ଇନଷ୍ଟାଗ୍ରାମ୍ ପୃଷ୍ଠା ଲୋକାର୍ପଣ

ବାରିପଦା : ଆନ୍ତର୍ଜାତୀୟ ମହିଳା ଦିବସ-୨୦୨୬ ଅବସରରେ ଉତ୍ତର ସାହି ଛଉନୃତ୍ୟ ପ୍ରତିଷ୍ଠାନ ତଥା ମୟୁରଭଞ୍ଜ ଛଉର ପ୍ରଥମ ମହିଳା କଳାକାରଙ୍କୁ ସମ୍ମାନ ଦେଇ ତାଙ୍କ ସ୍ମୃତିରେ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ପୃଷ୍ଠା ମାଆ ଅମ୍ବିକା ମନ୍ଦିରରେ ପୂଜା ଅର୍ଚ୍ଚନା ପରେ ଲୋକାର୍ପଣ କରାଯାଇଛି I ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଅତିଥି ଭାବେ ଉପ ନଗରପାଳ ସୀମା ଦାସ, ବିଶିଷ୍ଟ ନୃତ୍ୟଗୁରୁ ଅନୁବାଳା ମହାନ୍ତି, ରେଡ଼ିଓ ତଥା ଦୂରଦର୍ଶନର ବର୍ଷୀୟାନ ଗାୟିକା ଅଞ୍ଜଳି ମିଶ୍ର ଓ ଏନ […]

Read More Text.

ଜଳ ଅର୍ପଣ ଦିବସ ପାଳିତ 

ବାରିପଦା : ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ର   ରାଇରଙ୍ଗପୁର ଜଳ ଓ ପରିମଳ ଖଣ୍ଡ ପକ୍ଷରୁ ରାଇରଙ୍ଗପୁର ବ୍ଲକ୍ ର ସାନପଖନା ଗ୍ରାମ ପଞ୍ଚାୟତର ନିରଞ୍ଜନ ଠାରେ ଜଳ ସଂରକ୍ଷଣ ଓ ସମୁଦାୟ ସଙ୍କଳ୍ପ କାର୍ଯକ୍ରମ ପରିପ୍ରେକ୍ଷୀରେ ଜଳ ଅର୍ପଣ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଲୋକସଭା ସଦସ୍ୟ ନବଚରଣ ମାଝୀ ଯୋଗ ଦେଇ ନିରଞ୍ଜନ ମେଗା ଓ . ଏଚ୍ . ଟି. କୁ ଲୋକାର୍ପଣ କରି ହର […]

Read More Text.

ଶୁଆ ତସ୍କରକୁ ମାଡ଼ି ବସିଲା ରାଇରଙ୍ଗପୁର ବନ ବିଭାଗ, ୧୦୮ ଶାବକ ଉଦ୍ଧାର 

ବାରିପଦା : ରାଇରଙ୍ଗପୁର ବନ ବିଭାଗ ତରଫରୁ ଗୋରୁମହିଷାଣୀ ରେ ଜଣେ ଶୁଆ ତସ୍କରକୁ ଘର ଭିତରେ  ମାଡ଼ି ବସିବା ସହ ୧୦୮ ଗୋଟି ଶୁଆ ଶାବକ କୁ  ଉଦ୍ଧାର କରାଯାଇଅଛି । ସୂଚନାଯୋଗ୍ୟ ରାଇରଙ୍ଗପୁର ବନ ବିଭାଗ   କୌଣସି ସୂତ୍ରରୁ ଖବର ପାଇଲେ ଯେ ଗୋରୁମହିଷାଣୀ ଅଞ୍ଚଳରେ ଜନୈକ ଯୁବକ ଘରେ ଗୁଡ଼ାଏ ଶାବକ ରଖି ଭୂବନେଶ୍ଵର ଏବଂ ପଡୋଶୀ ଝାଡଖଣ୍ଡକୁ ଚାଲାଣ କରିବା ପାଇଁ ବ୍ୟବସ୍ଥା କରୁଛି ।ରାଇରଙ୍ଗପୁର  ବନଖଣ୍ଡ ଅଧିକାରୀ ସୁବ୍ରତ ପାତ୍ରଙ୍କ […]

Read More Text.

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ବାରିପଦା : ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଆଜି ବାରିପଦାସ୍ଥିତ ଆବର୍ଜନା ପ୍ରକ୍ରିୟାକରଣ କେନ୍ଦ୍ର ପରିସରରେ ଥିବା ସମ୍ମିଳନୀ ଗୃହରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଅଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ସୁଦୀପ୍ତ ଆଚାର୍ଯ୍ୟ ଙ୍କ ତତ୍ଵାଵଧାନରେ  ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ ପୌରହିତ୍ୟ କରି ସାମ୍ପ୍ରତିକ ସମୟରେ ଜାତୀୟ ଓ ଆଞ୍ଚଳିକ ସ୍ତରରେ ପ୍ରଗତି ନିମନ୍ତେ ମହିଳା […]

Read More Text.
IMG 20260308 WA0197

ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ 

ବାରିପଦା : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ  ର ମିଳିତ ଅନୁକୂଲ୍ୟରେ ଆଜି ସ୍ଥାନୀୟ ଶହୀଦସ୍ମୃତି ଭଵନ ଠାରେ ଅନ୍ତର୍ଜାତୀୟ ମହିଳା ଦିବସ  ପାଳିତ ହୋଇଯାଇଅଛି  I ଉକ୍ତ  କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ ଓ ସIରସକଣା ବିଧାୟକ ଶ୍ରୀ ଭାଦବ ହାଁସଦା ପ୍ରମୁଖ ଉପସ୍ଥିତ ହୋଇ ନାରୀ […]

Read More Text.
IMG 20260307 WA0213

ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ 

ଅଂଶୁଘାତ ଜନିତ ମୃତ୍ୟୁ ଘଟିଲେ ତୁରନ୍ତ ରିପୋର୍ଟ ଦେବାକୁ ତହସିଲଦାର ଓ ବିଡ଼ିଓଙ୍କୁ ପରାମର୍ଶ ଦେଲେ ଜିଲ୍ଲାପାଳ ବାରିପଦା : ଗ୍ରୀଷ୍ମ ପ୍ରଭାବର ଭୟାବହତା ଓ  ତାର ସଠିକ ମୁକାବିଲା ନେଇ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ  ହେମକାନ୍ତ ସଏ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ୟାଳୟସ୍ଥିତ  ସମ୍ମିଳନୀ କକ୍ଷଠାରେ   ଅନୁଷ୍ଠିତ ହୋଇଯାଇଛି I ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରୀଷ୍ମ ପ୍ରଭାହ ଓ ଅଂଶୁଘାତର ଯଥେଷ୍ଟ ସମ୍ଭାବନା ରହିଛି ଏବଂ ଏ ସମ୍ଭନ୍ଧୀୟ […]

Read More Text.
Kolab

କୋଲାବ ଜଳଭଣ୍ଡାରରେ ବୁଡି ନବୋଦୟ ବିଦ୍ୟାଳୟର ୩ ଛାତ୍ର ମୃତ

କୋରାପୁଟ: କୋରାପୁଟ ଜିଲ୍ଲାରୁ ଆସିଛି ଏକ ଅତ୍ୟନ୍ତ ହୃଦୟବିଦାରକ ଖବର। କୋଲାବ ଜଳଭଣ୍ଡାରରେ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜବାହର ନବୋଦୟ ବିଦ୍ୟାଳୟର ୩ ଜଣ ଦଶମ ଶ୍ରେଣୀ ଛାତ୍ରଙ୍କର ଅକାଳ ବିୟୋଗ ଘଟିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଘୋର ଶୋକର ଛାୟା ଖେଳାଇ ଦେଇଥିବା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ବିଦ୍ୟାଳୟ ନିକଟସ୍ଥ କୋଲାବ ଜଳଭଣ୍ଡାରକୁ ତିନି ଜଣ ଛାତ୍ର ଗାଧୋଇବା ପାଇଁ […]

Read More Text.

ଓଡିଶା ଦିବସ-୨୦୨୬ ପ୍ରସ୍ତୁତି ବୈଠକ

ବାରିପଦା  : ଆଜି ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ର   ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ  ଉପଖଣ୍ଡର ଉପଜିଲ୍ଲାପାଳ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ଠାରେ ଓଡିଶା ଦିବସ-୨୦୨୬ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକରେ  ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଚାରୁ କୁମାର ବଳ, ଅତିରିକ୍ତ  ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା,ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ଶ୍ରୀ ଜ୍ୟୋତିପ୍ରକାଶ ସ୍ୱାଇଁ ପ୍ରମୁଖ […]

Read More Text.

ଏଆଇୟୁର କେନ୍ଦ୍ରୀୟ ଜୋନାଲ୍‌ କୁଳପତି ସମ୍ମିଳନୀରେ ‘ପବିତ୍ର କୁଞ୍ଜ’ ପୋଷ୍ଟର ପ୍ରଥମ

ବାରିପଦା : ଗତ ଫେବୃୟାରୀ ୧୯ ରୁ ୨୦ ରେ ଅନୁଷ୍ଠିତ ହୋଇଥିବା ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ (ଏ.ଆଇ.ୟୁ)ର କେନ୍ଦ୍ରୀୟ ଜୋନାଲ୍‌ କୁଳପତି ସମ୍ମିଳନୀରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପ୍ରଦର୍ଶିତ ଏକ ପୋଷ୍ଟର ପ୍ରଥମ ସ୍ଥାନ ଅଧିକାର କରିଛି । ଏହାର ମାନପତ୍ର ବିଶ୍ୱବିଦ୍ୟାଳୟକୁ ହସ୍ତଗତ ହୋଇଛି । ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଅବସ୍ଥିତ ପବିତ୍ର କୁଞ୍ଜ (ସାକ୍ରେଡ୍‌ ଗ୍ରୋଭ୍‌)କୁ ସର୍ବୋତ୍ତମ ପ୍ରଥା (ବେଷ୍ଟ୍‌ ପ୍ରାକ୍ଟିସ୍‌) ଭାବେ ଦର୍ଶାଇ ତିଆରି ହୋଇଥିବା ପୋଷ୍ଟରକୁ ଏହି ସମ୍ମାନ ଦେଇଥିବାରୁ […]

Read More Text.