Img 20251216 wa0206

ବାରିପଦା ବ୍ଲକସ୍ତରୀୟ ମାସିକ ସମୀକ୍ଷା ବୈଠକ 

ବାରିପଦା:  ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାରିପଦା ବ୍ଲକସ୍ତରୀୟ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି I ଗୋଷ୍ଠୀ ଶିକ୍ଷା ଅଧିକାରୀ ଡଃ ଅଭିମନ୍ୟୁ ସେଠୀଙ୍କ ମାର୍ଗଦର୍ଶନରେ ଆୟୋଜିତ ବୈଠକରେ ଡାଏଟ, ମୟୁରଭଞ୍ଜର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଓ ଏଫ ଏଲ ଏନ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଯୋଗେଶ୍ୱର ଘୋଷ ମହାପାତ୍ର ଯୋଗଦେଇ ୧ମ ରୁ ୩ୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମୌଳିକ ସଂଖ୍ୟା ଓ ଭାଷା ଜ୍ଞାନ ଦକ୍ଷତା ବୃଦ୍ଧି ଉପରେ ଆଲୋକପାତ […]

Read More Text.
Img 20251216 wa0234

ତକତପୁର ଉପଡାକଘର ରାଜ୍ୟର ପ୍ରଥମ “ଜେନ୍ ଜେଡ୍” ଡାକଘର ରୂପେ ଉଦଘାଟିତ 

ବାରିପଦା: ମୟୂରଭଞ୍ଜ ଡାକମଣ୍ଡଳ ଅଧିନସ୍ଥ ମହାରାଜା ଶ୍ରୀରାମ ଚ଼ନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ପରିସର ମଧ୍ୟରେ ଅବସ୍ଥିତ ତକତପୁର ଉପ-ଡ଼ାକଘରକୁ ରାଜ୍ୟର ପ୍ରଥମ “ଜେନ୍ ଜେଡ୍”  ଡାକଘର ରୂପେ ଓଡ଼ିଶା ଡାକ  ପରିମଣ୍ଡଳର ମୁଖ୍ୟ ମହାଡ଼ାକପାଳ  ନିର୍ମଳଜୀତ୍ ସିଂ ଆଜି ଉଦଘାଟନ କରିଛନ୍ତି। ଡାକଘରକୁ ଆଧୁନିକୀକରଣ କରିବା ସହ ଯୁବପିଢ଼ିଙ୍କୁ ଆକର୍ଷିତ କରିବାପାଇଁ ଭାରତ ସରକାର ଡାକଘରର ଆଧୁନିକକରଣ କରିବା ସହ ଯୁବପିଢିଙ୍କ ବିଚାର ଓ ଛାତ୍ର ଅନୁକୂଳ ପରିବେଶ ଡାକଘରରେ ସୃଷ୍ଟି କରିବାକୁ ଆଗଭର ହୋଇଛନ୍ତି l […]

Read More Text.
Images (3)

ଅଗ୍ନିକାଣ୍ଡ ଘଟି ୫ଗୋରୁ ଜୀବନ୍ତ ଦଗ୍ଧ

ଆଗରପଡ଼ା : ଅଗ୍ନିକାଣ୍ଡ ଘଟି ୫ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଅନ୍ୟ ଏକ ବାଛୁରୀ ମୁର୍ମୂଷ ଅବସ୍ଥାରେ ଚିକିତ୍ସିତ ହେଉଥିବାର ଜଣାପଡ଼ିଛି । ବନ୍ତ ତହସିଲ ଅନ୍ତର୍ଗତ ବସନ୍ତିଆ ୧୦ନଂ ୱାର୍ଡର ଅର୍ଜୁନ ଚରଣ ଦାସଙ୍କ ଗୁହାଳ ଘରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିଲା କ୍ଷ ଗୋରୁ ଗୁଡ଼ିକ ଚିତ୍କାର କରିବାରୁ ଘର ଲୋକ ଉଠିଦେଖିଲା ବେଳକୁ ନିଆଁ ଚାରିଆଡ଼େ ବ୍ୟାପୀ ଯାଇଥିଲା । ଗୋରୁଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ସେତେବେଳକୁ ୫ଟି ଗୋରୁ […]

Read More Text.
Photo for the news of gupta

ବିଶିଷ୍ଟ ବ୍ୟବସାୟୀ ମହାବୀର ଗୁପ୍ତାଙ୍କ ପରଲୋକ

ଆଗରପଡ଼ା: ଆଗରପଡ଼ାର ବିଶିଷ୍ଟ ଲୁଗା ବ୍ୟବସାୟୀ ସ୍ୱର୍ଗତ ଗିରିବର ଗୁପ୍ତାଙ୍କ ପୁଅ ମହାବୀର(୬୧)ଙ୍କର ପରଲୋକ ଘଟିଛି । ସେ ଯାଜପୁର ସ୍ଥିତ ନିଜ ବ୍ୟବସାୟ ପ୍ରତିଷ୍ଠାନରେ ଥିବାବେଳେ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ଚିକିତ୍ସା ପାଇଁ କଟକ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା ।ସେ ଯକୃତ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ବ୍ୟବସାୟୀ ବଡ଼ଭାଇ ଶ୍ୟାମ, ଲଛୁ,ପୁତୁରା ଜ୍ଞାନୀଙ୍କ ସମେତ ପତ୍ନୀ, ଏକମାତ୍ର ପୁଅ […]

Read More Text.
Images (2)

ଗଡ଼ଚଣ୍ଡି ମନ୍ଦିରରେ ନିଆଁ

ଆଗରପଡ଼ା: ବନ୍ତ ବ୍ଲକ ବିଟିପୁର ପଂଚାୟତ ଅନ୍ତର୍ଗତ ବିଟିପୁର(ଗଡ଼ସାହୀ)ଗ୍ରାମରେ ଅବସ୍ଥିତ ତଥା ଡ.ହରେକୃଷ୍ଣ ମହତାବଙ୍କ ଅନ୍ୟତମ କୂଳ ଦେବୀ ଗଡ଼ଚଣ୍ଡିଙ୍କ ମନ୍ଦିରରେ ସୋମବାର ବିଳମ୍ବିତ ରାତିରେ ନିଆଁ ଜଳୁଥିବାର ଦେଖିବାକୁ ମିଳିଥିଲା । ଏହା ଦେଖି ଲୋକେ ନିଆଁକୁ ଆୟତ୍ତ କରିଥିଲେ । ଏଥିରେ ଚଣ୍ଡିଙ୍କ କିଛି ଲୁଗାପଟା ସମେତ ଅନ୍ୟାନ୍ୟ ସାମଗ୍ରୀମାନ ପୋଡ଼ି ଯାଇଥିବାର ଜଣାପଡ଼ିଛି । ଦୀପ ନିଅର୍ାରୁ ଏହି ଅଗ୍ନିକାଣ୍ଡ ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି । ଅନ୍ୟାୟ, ଅନୀତି ବଢ଼ିବାରୁ […]

Read More Text.
Photo for the news of sarapanch

ହିତାଧିକାରୀଙ୍କୁ ଗୃହ ନିର୍ମାଣରେ ସହାୟତାର ହାତ ବଢାଇଲେ ସରପଞ୍ଚ

ଆଗରପଡ଼ା: ରାଜ୍ୟ ଓ କେନ୍ଦ୍ରର ମିଳିତ ସହଯୋଗରେ ଯାହାର ଭଙ୍ଗା କୁଡ଼ିଆ ଥାଏ ଗରିବ ଓ ଅସହାୟ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଏବଂ ଅନ୍ତଦ୍ୱର‌୍ୟ ଗୃହ ଯୋଜନାରେ ପକ୍କା ଗୃହ ନିମନ୍ତେ ୧ଲକ୍ଷ ୨୦ହଜାର ଟଙ୍କା ଓ ଅତିରିକ୍ତ ଏନଆରଜିଏସ ମାଧ୍ୟମରେ ୨୪ହଜାର ଟଙ୍କା ପ୍ରଦାନ କରାଯାଇଥାଏ । କିନ୍ତୁ ବର୍ତ୍ତମାନ ଯୁଗରେ ଖର୍ଚ୍ଚ ଅଧିକା ହେଉଥିବାରୁ ସେହି ଟଙ୍କାରେ ଘର ନିର୍ମାଣ କରିବା ଅସମ୍ଭବ ହୋଇପଡୁଛି । ଲୋକେ ୬ ମାସରୁ ଉର୍ଦ୍ଧ ସମୟ […]

Read More Text.
Dgp 1068x712

ନବବର୍ଷରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଉଚ୍ଚସ୍ତରୀୟ ବୈଠକ

ପୁରୀ: ଇଂରାଜୀ ନବ ବର୍ଷ ୨୦୨୬ ଉପଲକ୍ଷେ ମହାପ୍ରଭୁ  ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ଲକ୍ଷାଧିକ ଭକ୍ତ ପୁରୀକୁ ଆସିବାର ସମ୍ଭାବନା ରହିଛି। ଭକ୍ତଙ୍କ ସୁରକ୍ଷା, ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ, ମନ୍ଦିର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥାର ସୁସମନ୍ୱୟ ଓ ସୁପରିଚାଳନା ଉପରେ ମଙ୍ଗଳବାର ରାଜ୍ୟ ଆରକ୍ଷୀ  ମହାନିର୍ଦ୍ଦେଶକ(ଡିଜିପି) ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ସହର ମଧ୍ୟରେ […]

Read More Text.
Dgp 2 1068x712

ଲଘୁ ଖଣିଜ ଚାଲାଣ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଡିଜିପି

ରାଜ୍ୟରେ ଚୋରା ବାଲି, ମୋରମ, ମାଙ୍କଡା ପଥର ମାଫିଆ ତଥା ବେଆଇନ ଗୋ-ଚାଲାଣକାରୀଙ୍କ ବିରୋଧରେ ଓଡିଶା ପୋଲିସ ପକ୍ଷରୁ ଦୃଢ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି କ୍ରମରେ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ଓ ଗୋ ଚାଲାଣ ଉପରେ ରୋକ ଲଗାଇବା ପାଇଁ କିଛି ଦିନ ଧରି ପୁଲିସ ତରଫରୁ “ଅପରେସନ୍ ଧରପଗଡ”  ଅଭିଯାନ କରାଯାଇଥିଲା। ରାଜ୍ୟ ତମାମ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବାଲି ବୋଝେଇ ଟ୍ରାକ୍ଟର, ଟ୍ରକ, ଟିପର ଓ […]

Read More Text.
Cm 2

ଦେଶର ଫାର୍ମା ହବ୍ ହେବ ଓଡ଼ିଶା : ପୁଞ୍ଜି ନିବେଶ ହେବ ୬୨୬୩ କୋଟିରୁ ଅଧିକ ଟଙ୍କା

ଭୁବନେଶ୍ୱର : ଦେଶର ଫାର୍ମା ହବ୍ ହେବ ଓଡ଼ିଶା । ଓଡ଼ିଶା ଫାର୍ମା ସମ୍ମିଳନୀରେ ଓଡ଼ିଶା ଔଷଧ ଓ ଚିକିତ୍ସା ଉପକରଣ ନୀତି -୨୦୨୫ ଲଞ୍ଚ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମ୍ମିଳନୀରେ ୪୨ଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ୬୨୬୩ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ହେବ ।  ଏହାଦ୍ବାରା ସୃଷ୍ଟି ହେବ ୩୮,୪୦୬ ନିଯୁକ୍ତି ସୁଯୋଗ । ନୂଆ ନୀତିରେ ୨୦୩୦ ସୁଦ୍ଧା ୨୫ ହଜାର କୋଟି ନିବେଶ ସାଙ୍ଗକୁ ଏକ […]

Read More Text.
Images

ଆଶ୍ରମ ବିଦ୍ୟାଳୟରେ ଯୁକ୍ତ ୨ ଛାତ୍ରଙ୍କୁ ବୀଭତ୍ସ ହତ୍ୟା !

ସୁବର୍ଣ୍ଣପୁର: ଯୁକ୍ତ ୨ ଛାତ୍ରଙ୍କୁ ହତ୍ୟା। ପିଟି ପିଟି ଛାତ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ହୋଇଛି ଅଭିଯୋଗ। ସୁବର୍ଣ୍ଣପୁରର ତରଭା ଆଶ୍ରମ ବିଦ୍ୟାଳୟରେ ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଚାରଭଟା ଡାକ୍ତରଖାନାରେ ଛାତ୍ରଙ୍କ ମୃତଦେହ ରହିଥିବାବେଳେ ପୁଲିସ ପକ୍ଷରୁ ଅନୁସନ୍ଧାନ ଆରମ୍ଭ ହୋଇଛି। ଛାତ୍ର ଜଣକ ଆଶ୍ରମ ବିଦ୍ୟାଳୟରେ ପାଠ ପଢୁଥିଲେ। କୌଣସି କାରଣରୁ କେହି ତାଙ୍କୁ ପିଟି ପିଟି ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। […]

Read More Text.