ହଷ୍ଟେଲ ଖାଦ୍ୟ ଖାଇ ୧୫ ଛାତ୍ରୀ ଅସୁସ୍ଥ

ବାରିପଦା : ଖାଦ୍ୟ ଖାଇ ବାଳିକା ହଷ୍ଟେଲ ର 15 ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି l ଏହିଭଳି ଏକ ଘଟଣା ଘଟିଅଛି ମୟୁରଭଞ୍ଜ ଜିଲ୍ଲା ଭଳିଆଡିହା କିସ୍ତୁରବାଗାନ୍ଧୀ ବାଳିକା ବିଦ୍ୟାଳୟରେ l ବିଦ୍ୟାଳୟ ରେ ଥିବା ଛାତ୍ରୀ ନିବାସରେ ଆଜି ସକାଳୁ ଛାତ୍ରୀମାନେ ପ୍ରଥମେ ଜଳଖିଆ ଖାଇବା ପରେ ମଧ୍ୟାନ୍ନ ରେ ଭାତ ତରକାରୀ ଖାଇଥିଲେ l ଏହାପରେ ଛାତ୍ରୀ ନିବାସରେ ଥିବା 120 ଜଣ ଛାତ୍ରୀ ଙ୍କ ମଧ୍ୟରୁ 15 ଜଣ ଛାତ୍ରୀ ହଠାତ […]

Read More Text.

ଶିମିଳିପାଳ ସୁରକ୍ଷା ପାଇଁ ହାତ ମିଳାଇଲେ ଗ୍ରାମ ଜଙ୍ଗଲ କମିଟି, ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ 

ବାରିପଦା : ମୟୁରଭଞ୍ଜ ଜିଲ୍ଲା  ଶ୍ୟାମାଖୁଣ୍ଟ ବ୍ଲକ ଅନ୍ତର୍ଗତ  ରଙ୍ଗମାଟିଆ ସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପ ରେ ଶିମିଳିପାଳ ପାଦ ଦେଶ ରେ ଥିବା ୧୪ ଟି ଗ୍ରାମ ର ୨୫ ୦ ଋ ଅଧିକ ଗ୍ରାମବାସୀ ଓ ଛାତ୍ର ଛାତ୍ରୀ ଙ୍କୁ ନେଇ  ଶିମିଳିପାଳ ସୁରକ୍ଷା ରେ ଗ୍ରାମବାସୀ ଙ୍କ ଭୂମିକା ସମ୍ପର୍କ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି ।ପରିବେଶ ପ୍ରହରୀ, ସ୍ପାଡା ସ୍ବେଚ୍ଛାସେବୀ ଅନୁଷ୍ଠାନ  ଓ   ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଦକ୍ଷିଣ ଆନୁକୁଲ୍ୟ […]

Read More Text.

ଏସସିବି ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାସ୍ତାକୁ ଓହ୍ଲାଇଲେ ୧୦ ପ୍ରମୁଖ ବିରୋଧୀ ଦଳ

ଭୁବନେଶ୍ୱର: ରାଜ୍ୟରେ ସରକାରଙ୍କୁ ଘେରିଛନ୍ତି ୧୦ ପ୍ରମୁଖ ବିରୋଧୀଦଳ। ଏସସିବି ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଓ ମୃତକଙ୍କ ପରିବାରକୁ ନ୍ୟାୟ ଦାବିରେ ରାଜରାସ୍ତାକୁ ବିରୋଧୀ ରାଜନୈତିକ ଦଳ ମଇଦାନକୁ ଓହ୍ଲାଇଛନ୍ତି । ବିଜେଡି, କଂଗ୍ରେସ, ସିପିଆଇଏମ, ସମତାକ୍ରାନ୍ତି ଦଳ ଆଦି ୧୦ଟି ରାଜନୈତିକ ଦଳ ଲୋୟର ପିଏମଜିରେ ବିଷ ଓଗାଳିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଭୁଶୁଡି ଯାଇଛି । ୧୩ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ତାଙ୍କ କଥା କେହି ଶୁଣି ନାହାଁନ୍ତି । […]

Read More Text.
Recent photo 1752943679

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ

ଭୁବନେଶ୍ଵର: ମଧ୍ୟପ୍ରାଚ୍ୟ ଯୁଦ୍ଧ ନେଇ ଜରୁରୀ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀମୋହନ ମାଝୀଙ୍କ ଅଧ୍ୟକତାରେ ସନ୍ଧ୍ୟାରେ ଲୋକସେବା ଭବନରେ ବସିବ ବୈଠକ। ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଯୋଡି ହେବେ। ରାଜ୍ୟରେ ରନ୍ଧନଗ୍ୟାସ ନେଇ ସଙ୍କଟ ଦେଖାଦେଇଛି। ଏହି ବୈଠକରେ   ଶକ୍ତି ସଙ୍କଟ ମୁକାବିଲା ନେଇ ହେବ ଗୁରୁତ୍ଵପୂର୍ଣ୍ଣ ଆଲୋଚନା। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଦେଶରେ ଶକ୍ତି ସଙ୍କଟ ସୃଷ୍ଟି ହୋଇଛି। ଗ୍ୟାସ୍ ଓ ପେଟ୍ରୋଲ, ଡିଜେଲ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଯାହାର ମୁକାବିଲା ଲାଗି […]

Read More Text.
Narla mla husband 2026 03 30 17 28

ତହସିଲଦାରଙ୍କୁ ହତ୍ୟା ଧମକ ମାମଲା: ନର୍ଲା ବିଧାୟିକାଙ୍କ ସ୍ବାମୀଙ୍କ ବିରୋଧରେ ମାମଲା

ଭୁବନେଶ୍ବର : ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ତତ୍‌କାଳୀନ ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ନର୍ଲା ତହସିଲଦାର ବିଭୁ ପ୍ରସାଦ ସିଂହଙ୍କୁ ଫୋନ୍‌ରେ ହତ୍ୟା ଧମକ ଦେଇଥିଲେ। ଏହି ଘଟଣାରେ ନର୍ଲା ପୁଲିସ ବିଭୁଙ୍କ ବିରୋଧରେ ମାମଲା ରୁଜୁ କରିଛି। ରବିବାର ପୂର୍ବାହ୍‌ଣରେ କେସିଙ୍ଗା ପୁଲିସ ଭୁବନେଶ୍ବରସ୍ଥିତ ବିଧାୟିକାଙ୍କ ବାସଭବନରେ ଚଢ଼ାଉ କରିଥିଲା। ବିଧାନସଭା ଚାଲୁଥିବା ସମୟରେ ଏଭଳି ଚଢ଼ାଉ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଧାୟିକା ଓ ବିଜେଡି ଅଭିଯୋଗ […]

Read More Text.

ରାଇରଙ୍ଗପୁର ଓକିଲ ସଂଘ ନିର୍ବାଚନ: ଅକ୍ଷୟ ମହାନ୍ତି-ସଭାପତି, ମନୋଜ ଦାସ-ସଂପାଦକ, ଶିଶୁପଦ ମହାନ୍ତ-କୋଷାଧ୍ୟକ୍ଷ

ବାରିପଦା : ରାଇରଙ୍ଗପୁର ଓକିଲ ସଂଘର ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଆଜି ସମ୍ପନ୍ନ ହୋଇଯାଇଛି ।ନିର୍ବାଚନ ଅଧିକାରୀ ସୁବ୍ରତ ପ୍ରସନ୍ନ ଦାସ ଏବଂ ତାଙ୍କ ସହଯୋଗୀ କିଶୋର ମଣ୍ଡଳ,ଅର୍ଚ୍ଚନା ଦତ୍ତ,ଲକ୍ଷ୍ମୀ ମହାନ୍ତି,ନିୟତି ମହାନ୍ତି,ସସ୍ମିତା ଦତ୍ତ,ପ୍ରଦୀପ ସାହୁ,ବିକାଶ ମହାନ୍ତି,ସୁବାସ ମହାନ୍ତ ଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଏହି ନିର୍ବାଚନ  ପ୍ରଥମ ଥର ପାଇଁ ସିସି କେମେରା ମାଧ୍ୟମରେ ସଂପନ୍ନ ହୋଇଯାଇଛି ।ପଂଜିକୃତ ୨୭୪ଜଣଙ୍କ ଭୋଟର ମଧ୍ୟରୁ ୧୧ ଜଣଙ୍କ ଦେହାନ୍ତ ହୋଇଥିବାବେଳେ ୨୬୩ ଜଣ ଯୋଗ୍ଯ ଭୋଟର ଥିବାବେଳେ ଥିବାବେଳେ […]

Read More Text.

ରାଜ୍ୟସ୍ତରରେ ସମ୍ମାନିତ ହେଲା ବାରିପଦାର ରେଡ ଗ୍ରୀନ ଫାଉଣ୍ଡେସନ 

ବାରିପଦା : କଟକ ସ୍ଥିତ ଜୟ ଜଗନ୍ନାଥ ବ୍ଲଡ଼ ଡୋନେସନ ଗ୍ରୁପର ୩ୟ ବାର୍ଷିକ ଉତ୍ସବ ପାଳନ ଅବସରରେ ବାରିପଦାର ଅନ୍ୟତମ ସେବା ସଂସ୍ଥା ରେଡ ଗ୍ରୀନ ଫାଉଣ୍ଡେସନକୁ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି I ସଂସ୍ଥା ତରଫରୁ ପରିଚାଳନା ଅଧ୍ୟକ୍ଷ ଅରବିନ୍ଦ ମୁଖି ଏହି ସମ୍ମାନ ଗ୍ରହଣ କରିଛନ୍ତି I ପ୍ରକାଶଥାଉକି ଏହି ସଂସ୍ଥାର ସଦସ୍ୟମାନେ ବର୍ଷତମାମ ରକ୍ତଦାନ କରିବା ସହ ରକ୍ତଦାନ ଶିବିର ଆୟୋଜନ କରି ଅନେକ ରୋଗୀଙ୍କ ଜୀବନ […]

Read More Text.

ବିଦ୍ୟାଳୟକୁ ପୁସ୍ତକ ଦାନ କଲେ ଲେଖିକା ସୁଚରିତା ମହାନ୍ତି 

ବାରିପଦା  : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଠାଗାରକୁ ନିଜ ଲିଖିତ ୫୦ ଟି ଶିଶୁ କବିତା ପୁସ୍ତକ “କଅଁଳ କଢି” ଦାନ କରିଛନ୍ତି  କବି, ଗାଳ୍ପିକା ସୁଚରିତା ମହାନ୍ତି l ଏହି ପୁସ୍ତକ ପ୍ରଦାନ କରି  ଛାତ୍ରଛାତ୍ରୀ ମାନଙ୍କୁ ବହି ପଢିବା ପାଇଁ ଉତ୍ସାହିତ କରିଛନ୍ତି I ଛୋଟ ଛୋଟ ପିଲାମାନେ କଅଁଳ କଢି଼ ସଦୃଶ୍ୟ I ସେମାନେ  କିପରି ପାଠପଢ଼ାରେ ମନଦେଇ ଭବିଷ୍ୟତରେ […]

Read More Text.

ଓଏଏସ୍ କ୍ୟାଡରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କୁ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ, ରବିବାର ଓଡ଼ିଶା ପ୍ରଶାସନିକ ସେବା (OAS) ଅଧିକାରୀ କ୍ୟାଡରରେ ଏକ ବଡ଼ ଧରଣର ଅଦଳବଦଳ ଘୋଷଣା କରିଛି । ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ଜାରି ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଆଠ ଜଣ OAS ଅଧିକାରୀଙ୍କୁ ସେମାନଙ୍କ ବର୍ତ୍ତମାନର ପଦବୀରୁ ବିଭିନ୍ନ କାର୍ଯ୍ୟାଳୟକୁ ବଦଳି କରାଯାଇଛି । ସେମାନେ ହେଲେ – ୧. ହେମସାଗର ଭୋଇ, କୁଚିଣ୍ଡା, ସମ୍ବଲପୁରଙ୍କୁ ବରଗଡ଼ର ପଦମପୁରର […]

Read More Text.

ମନ୍ କି ବାତର ୧୩୨ ତମ ସଂସ୍କରଣରେ ସମ୍ବଲପୁର ମତ୍ସ୍ୟ ଚାଷୀ ସୁଜାତା ଭୂୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ସମ୍ବଲପୁର: ସମ୍ବଲପୁରର ମହିଳା ମତ୍ସ୍ୟ ଚାଷୀ ସୁଜାତା ଭୂୟାଁଙ୍କୁ ଆଜି ମନ କି ବାତ ରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଛନ୍ତି । ହୀରାକୁଦ ଜଲଭଣ୍ଡାରରେ ୨୦୨୨ରୁ ମତ୍ସ୍ୟ ଚାଷ କରୁଛନ୍ତି ସୁଜାତା । ପ୍ରଥମେ ସରକାରଙ୍କ ନିକଟରୁ ୩୨ ଲକ୍ଷ ଟଙ୍କା ଲୋନ ଆଣି ତିନୋଟି କେଜ କୋଳଚୋରରେ ମାଛ ଚାଷ କରିଥିଲେ । ଯାହା ଧିରେ ଧିରେ ତାଙ୍କ ବ୍ୟବସାୟକୁ ବଢ଼ାଇଥିଲା । ବର୍ତ୍ତମାନ ଏହି ମାଛ ରାୟପୁର ସମେତ ବିଭିନ୍ନ ରାଜ୍ୟ ମାନଙ୍କୁ ମାଛ […]

Read More Text.