ଆଧାର କାର୍ଡରେ ତ୍ରୁଟି ଯୋଗୁଁ ବିଦ୍ୟାଳୟରେ ହୋଇପାରୁନି ନାମ ଲେଖା
ବାରିପଦା : ଆଧାର କାର୍ଡରେ ତ୍ରୁଟି ଯୋଗୁଁ ବାଧକ ଶିକ୍ଷା l ଆଧାର କାର୍ଡ ରେ ଥିବା ଭୁଲ ନାମ ଯୋଗୁଁ, ହୋଇପାରୁନାହିଁ ବିଦ୍ୟାଳୟରେ ନାମ ଲେଖା l ଚିନ୍ତାରେ ଅଭିଭାବକ l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଳକ ଅନ୍ତର୍ଗତ ଛଣପାଳ ଗ୍ରାମରେ l ସୂଚନା ମୁତାବକ ଛଣପାଳ ଗ୍ରାମର ସୁଜିତ ସିଂ(ପିତା) ଏବଂ ବୁଦୁନୀ ସିଂ(ମାତା) ଙ୍କ ପୁତ୍ର ଅଙ୍କୁଶ ସିଂ l ଜନ୍ମ ତା – ୧୮ […]
Read More Text.