77888888

ଗୃହରେ ହଟ୍ଟଗୋଳ, ଆସନ୍ତାକାଲି ସକାଳ ୧୧ ଟା ପର୍ଯ୍ୟନ୍ତ ଲୋକସଭା ମୁଲତବୀ

ନୂଆଦିଲ୍ଲୀ: ଲୋକସଭାରେ ରାହୁଲ ଗାନ୍ଧୀଙ୍କ ଭାଷଣ ଲଗାତାର ଦ୍ୱିତୀୟ ଦିନ ପାଇଁ ବାଧାପ୍ରାପ୍ତ ହୋଇଛି। ଅପରାହ୍ନ ୨ଟାରେ, ରାହୁଲ ଗାନ୍ଧୀ ଗୃହରେ ଜଣେ ପୂର୍ବତନ ସେନା ମୁଖ୍ୟଙ୍କ ଦ୍ୱାରା ପ୍ରକାଶିତ ଏକ ଅପ୍ରକାଶିତ ପୁସ୍ତକରୁ ଏକ ଲେଖା ଉପସ୍ଥାପନ କରିଥିଲେ। ସେ କହିଥିଲେ, “ମୋତେ କହିବାକୁ ଦିଅ।” ସେ ଏହା କହିବା ମାତ୍ରେ ଏନଡିଏ ସାଂସଦମାନେ ତାଙ୍କୁ ବାଧା ଦେବା ଆରମ୍ଭ କରିଥିଲେ। ଫଳରେ ଉପବାଚସ୍ପତି ଗୃହ କାର୍ଯ୍ୟକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। […]

Read More Text.
155555 e1770132902445 300x178

ସଂସଦରେ ନାରାବାଜି, ପେପର ଚିରି ଫିଙ୍ଗିବାରୁ ୮ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ଆଜି ସଂସଦରେ ବିରୋଧୀ ପକ୍ଷର ୮ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି । ଚଳିତ ବଜେଟ୍‌ ଅଧିବେଶନରୁ ପୁରା ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟରୁ ଗୃହରେ ପ୍ରବଳ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ଏହା ପରେ ନାରାବାଜି ଓ ପେପର ଚିରି ଫିଙ୍ଗିବାରୁ ୮ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ହଟ୍ଟଗୋଳ ସମୟରେ ଚେୟାର ଉପରକୁ କାଗଜ ଚିରି ଫିଙ୍ଗିଥିବା ୮ଜଣ ସାଂସଦଙ୍କୁ ସମଗ୍ର […]

Read More Text.
Trump 1 1 300x169

୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ଟାରିଫ ହ୍ରାସ କଲେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଟାରିଫ ହ୍ରାସ କଲା ଆମେରିକା । ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କଲେ ଡୋନାଲ୍ଡ ଟ୍ରମ୍ପ ।  ଆଗକୁ ପୂରା ୨୫ ପ୍ରତିଶତ ହ୍ରାସ ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ପରେ ଟାରିଫ ହ୍ରାସ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି । ଟ୍ରୁଥ ସୋସିଆଲ ମିଡିଆରେ ଏହି ଘୋଷଣା କରିଛନ୍ତି ଟ୍ରମ୍ପ । ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ୨୫% ରୁ କମାଇ ୧୮% କରାଯାଇଥିବା ଘୋଷଣା କରିଛନ୍ତି। ଏହା ବଦଳରେ ଭାରତ […]

Read More Text.
Dalailama n

୯୦ ବର୍ଷ ବୟସରେ ଦଲାଇ ଲାମା ଜିତିଲେ ଗ୍ରାମୀ ଆୱାର୍ଡ

ନୂଆଦିଲ୍ଲୀ: ଗ୍ରାମୀ ଆୱାର୍ଡ ଜିତିଲେ ଦଲାଇ ଲାମା । ୯୦ ବର୍ଷ ବୟସରେ ମ୍ୟୁଜିକର ସବୁଠୁ ବଡ଼ ଆୱାର୍ଡ ଜିତିଛନ୍ତି ତିଦ୍ଦତୀୟ ଧର୍ମଗୁରୁ ଦଲାଇ ଲାମା । ତାଙ୍କର ଆଲବମ୍ ମେଡିଟେସନ୍- ଦ ରିଫ୍ଲେକ୍ସନ ଅଫ୍ ହିଜ୍ ହଲିନେସ୍ ଦ ଦଲାଇ ଲାମା ପାଇଁ ଏହି ଆୱାର୍ଡ ପାଇଛନ୍ତି । ଏହି ଆଲବମ୍ ସ୍ପୋକେନ୍ ୱାର୍ଡ ଏବଂ ଗ୍ରାମୀର ସର୍ବୋତ୍ତମ ଅଡିଓ ବୁକ୍ , ନାରେସନ ଓ ଷ୍ଟୋରି ଟେଲିଂ ବର୍ଗରେ ଜିତିଛି । ଏଥିରେ ଦଲାଇ […]

Read More Text.
War

ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ, ୧୫ ମୃତ

ନୂଆଦିଲ୍ଲୀ: ରୁଷିଆ କିୱି ସହର ଉପରେ ବଡ଼ ଆକ୍ରମଣ କରିଛି । ନିପ୍ରୋରେ ରୁଷିଆ ଡ୍ରୋନ୍ ଦ୍ବାରା ଏକ ବସକୁ ଆକ୍ରମଣ କରାଯାଇଥିଲା । ଏହି ବସରେ ଖଣି ଶ୍ରମିକମାନ ଯାଉଥିବାବେଳେ ତାଙ୍କୁ ଟାଗ୍ରେର୍ଟ କରାଯାଇଥିଲା । ଏହି ଟାର୍ଗ୍ରଟରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆହତ ହୋଇଛନ୍ତି । ଏଥିସହ ବସକୁ ମଧ୍ୟ ନିଆଁ ଲଗାଇଦେଇଥିଲେ, ଯାହାକୁ ପରେ ଲିଭାଇ ଦିଆଯାଇଥିଲା । ୟୁକ୍ରେନର ବଡ଼ ଘରୋଇ କମ୍ପାନୀ, DTEK କହିଛି ଯେ ବସ୍ […]

Read More Text.
556600

ଏପ୍ରିଲ ପହିଲାରୁ ଲାଗୁ ହେବ ନୂଆ ଆୟକର ନିୟମ

ନୂଆଦିଲ୍ଲୀ:୧ ଏପ୍ରିଲ ୨୦୨୬ରୁ ନୂଆ ଆୟକର ନିୟମ ଲାଗୁ ହେବ। ଆଜି ବଜେଟ୍ ୨୦୨୬ରେ ଏ ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଛୋଟ କରଦାତାଙ୍କ ପାଇଁ ପ୍ରକ୍ରିୟା ସହଜ ହେବ। ଜୁଲାଇ ୩୧ ତାରିଖ ଯାଏଁ ରିଟର୍ଣ୍ଣ ଦାଖଲ କରିପାରିବେ। ଆଇଟିଆର୍‌-୧, ଆଇଟିଆର୍‌ -୨ ଲୋକେ ରିଟର୍ଣ୍ଣ ଭରିପାରିବେ। ଏବେ ପ୍ୟାନ୍ ଜରିଆରେ ଏନଆର୍‌ଆଇ ନିଜ ସମ୍ପତ୍ତି ବିକିପାରିବେ । ଆୟକର ଫାଙ୍କିଲେ ଆଉ ଦଣ୍ଡ ମିଳିବନି। ଅତିରିକ୍ତ ୩୦ ପ୍ରତିଶତ ଟିକସ ଦେଇ […]

Read More Text.
Nirmala ss c

ଏଥର ବଜେଟରେ କଣ ସବୁ ହେଲା ଶସ୍ତା ଓ ମହଙ୍ଗା

ଶସ୍ତା ହେଲା : କର୍କଟ ଏବଂ ମଧୁମେହ ଔଷଧ କ୍ରୀଡା ସାମଗ୍ରୀ ସୋଲାର ସାମଗ୍ରୀ ମୋବାଇଲ ବ୍ୟାଟେରୀ ମାଇକ୍ରୋଓଭନ ଚମଡା ବିଦେଶ ଯାତ୍ରା ବାୟୋ ସିଏନଜି କପଡା ମହଙ୍ଗା ହୋଇଛି : ମଦ ଖଣିଜ ପଦାର୍ଥ ସ୍କ୍ରାପ୍ ସିଗାରେଟ୍ ପାନ ମସଲା ସୌଖୀନ ପୋଷାକ ତମାଖୁ ସାମଗ୍ରୀ ଆମଦାନୀ ଘଣ୍ଟା ବଜେଟରେ କର୍କଟ ଔଷଧ ଉପରେ ଆମଦାନୀ ଶୁଳ୍କ ହ୍ରାସ କରାଯାଇଛି। ୭ଟି ଗମ୍ଭୀର ରୋଗର ଔଷଧ ଶସ୍ତା ହୋଇଛି। ଏଥିରେ କର୍କଟ ଏବଂ ମଧୁମେହ ଅନ୍ତର୍ଭୁକ୍ତ। […]

Read More Text.
5 e1769952748821 300x152

୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌

ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପିତ ଲଗାତାର ୯ମ ଥର ପାଇଁ ବଜେଟ୍‌ ଆଗତ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ରଖିଲେ ତଥ୍ୟ ଅର୍ଥମନ୍ତ୍ରୀ ବିକଶିତ ଭାରତ ଲକ୍ଷ୍ୟ ନେଇ ଦେଶ ଆଗକୁ ବଢ଼ୁଛି ଚଳିତ ବଜେଟ୍ ଯୁବ ଶକ୍ତି ବଜେଟ୍ ହେବାକୁ ଯାଉଛି, କର୍ତ୍ତବ୍ୟ ଭବନରେ ଏହା ଆମର ପ୍ରଥମ ବଜେଟ୍ ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ସବ୍‌କା ସାଥ୍ ସବ୍‌କା ବିକାଶ, ଆମ […]

Read More Text.
111

ବେଲୁଚିସ୍ତାନର ୧୦ ସହର ଉପରେ କବଜା କଲା BLA, ୧୦ ପାକ୍ ଯବାନ ମୃତ

ବେଲୁଚିସ୍ତାନ: ବେଲୁଚିସ୍ତାନର ରାଜଧାନୀ କ୍ୱେଟାରେ ବେଲୁଚିସ୍ତାନ ଲିବରେସନ ଆର୍ମି (BLA) ଲଢ଼ୁଆମାନେ ଅନେକ ବଜାରକୁ ନିୟନ୍ତ୍ରଣ କରିଛନ୍ତି । ‘ଦି ବେଲୁଚିସ୍ତାନ ପୋଷ୍ଟ’, X ରେ ପୋଷ୍ଟ କରିଛି ଯେ BLA ଲଢ଼ୁଆମାନେ, ବଜାରଗୁଡ଼ିକୁ କବଜା କରୁଛନ୍ତି । ଏପର୍ଯ୍ୟନ୍ତ, ସେମାନେ ବେଲୁଚିସ୍ତାନର ପ୍ରାୟ ୧୦ଟି ସହରକୁ କବଜା କରିଛନ୍ତି । ଏଥିରେ ଅନେକ ବଜାର ଏବଂ ପୋଲିସ ପୋଷ୍ଟ ସାମିଲ୍ । ଭିଡିଓରେ, ଲଢ଼ୁଆମାନେ ବଜାରରେ ବୁଲୁଥିବାର ଦେଖାଯାଉଛି । ଏହି ସମୟରେ, ପାକିସ୍ତାନୀ ସୈନିକ ପୋଷ୍ଟ […]

Read More Text.
Sunetra Pawar oath 1769860144545

ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁନେତ୍ରା

ମୁମ୍ବାଇ : ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ହେଲେ ସୁନେତ୍ରା ପାୱାର । ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା । ଅଜତି ପାୱାରଙ୍କ ବିମାନ ଦୁର୍ଘଟଣାରେ ଜୀବନ ଯିବା ପରେ ଏହି ପଦ ପାଇଁ ସୁନେତ୍ରାଙ୍କୁ ଚୟନ କରାଯାଇଥିଲା । NCP ବିଧାୟକ ଦଳର ବୈଠକରେ ସୁନେତ୍ରା ପାୱାରଙ୍କୁ ବିଧାୟକ ଦଳର ନେତା ଭାବେ ଆନୁଷ୍ଠାନିକ ଭାବେ ଚୟନ କରାଯାଇଥିଲା । ସୁନେତ୍ରା ପାୱାର ପୂର୍ବରୁ ଅଜିତ ପାୱାରଙ୍କ ପାଖରେ […]

Read More Text.