ଲାଲକିଲା ବିସ୍ଫୋରଣ ମାମଲା, ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ

ନୂଆଦିଲ୍ଲୀ : ଲାଲକିଲା ବିସ୍ଫୋରଣ ଘଟଣାରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ମଙ୍ଗଳବାର ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି । ବିସ୍ଫୋରଣରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ ଲକ୍ଷ ରାଶି ଘୋଷଣା କରାଯାଇଛି । ସ୍ଥାୟୀଭାବେ ଭିନ୍ନକ୍ଷମ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୫ ଲକ୍ଷ ଏବଂ ପ୍ରତ୍ୟେକ ଗୁରୁତରଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଘୋଷଣା କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସୋସିଆଲ […]

Read More Text.
G5jebdlboaa noh 2025 11 12 18 52 44

ଦିଲ୍ଲୀ ବ୍ଲାଷ୍ଟ: ଫରିଦାବାଦରୁ ଜବତ ହେଲା ‘ଲାଲ୍ କାର’

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ନଭେମ୍ବର ୧୦ ତାରିଖରେ ହୋଇଥିବା ବିସ୍ଫୋରଣ ଘଟଣାର ଏକ ପ୍ରମୁଖ ସୁରାକ ପୋଲିସ ପାଇଛି। ପୋଲିସ ଫରିଦାବାଦରୁ ଏକ ଲାଲ ଫୋର୍ଡ ଇକୋସ୍ପୋର୍ଟ କାର (ନମ୍ବର DL10CK0458) ଉଦ୍ଧାର କରିଛି, ଯାହା ପାଇଁ ପୂର୍ବରୁ ସତର୍କ ସୂଚନା ଜାରି କରାଯାଇଥିଲା। ହରିୟାଣାର ଖଣ୍ଡାୱାଲି ଗ୍ରାମ ନିକଟରେ କାରଟି ପାର୍କିଂ ହୋଇଥିବା ଦେଖିବାକୁ ମିଳିଥିଲା, ଯାହା ପରେ ଫରିଦାବାଦ ପୋଲିସ ଏହାକୁ ଘେରାବନ୍ଦୀ କରିଥିଲା। ଏହା ବିସ୍ଫୋରଣରେ ସମ୍ପୃକ୍ତ ସନ୍ଦିଗ୍ଧ […]

Read More Text.
Images (1)

ଜାନୁଆରୀ ୨୬ରେ ହୋଇଥିଲା ଦିଲ୍ଲୀ ବିସ୍ଫୋରଣ ଯୋଜନା

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ସାମ୍ନାକୁ ଆସିଲା ବଡ଼ ତଥ୍ୟ । ଆତଙ୍କ ପାଇଁ ଜାନୁଆରୀ ମାସରୁ ଯୋଜନା ପ୍ରସ୍ତୁତ କରିଥିଲା ଆକ୍ରମଣକାରୀ । ଘଟଣାର ତଦନ୍ତ କରୁଥିବା ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଯୋଜନାବଦ୍ଧ ଆକ୍ରମଣ ପାଇଁ ଜାନୁଆଣୀ ୨୬ରେ ବିଦ୍ଧିବଦ୍ଧ ଭାବେ ଯୋଜନା ହୋଇଥିଲା । ଅଧିକାରୀଙ୍କ ସୂଚନା ମୁତାବକ ଗିରଫ ହୋଇଥିବା ଡାକ୍ତର ମାନଙ୍କ ମଧ୍ୟରୁ ଜଣେ ଜାନୁଆରୀ ୨୬ରେ ଲାଲକିଲ୍ଲା ଅଞ୍ଚଳ ଗସ୍ତ କରିଥିଲେ । ଏହୀ ଗସ୍ତ ଆକ୍ରମଣ ଯୋଜନାର ଏକ […]

Read More Text.
Delhi p

ଦିଲ୍ଲୀ ବିସ୍ଫୋରଣ: NIA ହାତକୁ ଗଲା ଯାଞ୍ଚ ଦାୟିତ୍ବ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ମାମଲାରେ ଯାଞ୍ଚ କରିବା ବେଳେ ପ୍ରତି ଘଣ୍ଟାରେ ନୂଆ ନୂଆ ଖୁଲାସା ସାମ୍ନାକୁ ଆସିଛି । ପୋଲିସ ଏବଂ ଗୁଇନ୍ଦା ଏଜେନ୍ସୀ ଏହି ମାମଲାରେ ଅନେକ ଲୋକଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ସବୁଠାରୁ ଚର୍ଚ୍ଚିତ ନାମ ହେଉଛି ଡ. ସାଜିଦ ଅହମ୍ମଦ ଏବଂ ଉମର । ସାଜିଦ ଦୁଇଦିନ ତଳେ ବିବାହ କରିଥିଲେ । ଆଉ ଏହି ବିସ୍ଫୋରଣର ମୁଖ୍ୟ ଷଡଯନ୍ତ୍ରକାରୀ ହେଉଛନ୍ତି ସାଜିଦ । […]

Read More Text.

ଖଟିଆରେ ଆସି ଭୋଟ ଦେଲେ ୧୧୦ ବର୍ଷୀୟା ବୃଦ୍ଧା

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ ୧୧୦ ବର୍ଷୀୟ ବୃଦ୍ଧା କାଲିୟା ଦେବୀ ମତଦାନ କରିଛନ୍ତି। ଚାଲିବାରେ ଅସମର୍ଥ କାଲିୟା ଦେବୀଙ୍କୁ ତାଙ୍କ ପୁଅ ଖଟିଆରେ ବୋହି ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ଆଣିଥିଲେ ଏବଂ ତାଙ୍କୁ ଟେକି ଟେକି ଭୋଟିଂ ପାଇଁ ନିଆଯାଇଥିଲା। ବୃଦ୍ଧା କାଲିୟା ଦେବୀ କହିଛନ୍ତି ଯେ ଚାଲିବା ପାଇଁ ତାଙ୍କର ବଳ ନାହିଁ, କିନ୍ତୁ ଗଣତନ୍ତ୍ରର ଏହି ପର୍ବରେ ସାମିଲ ହେବା ପାଇଁ ତାଙ୍କ ଆଗ୍ରହ ତାଙ୍କୁ […]

Read More Text.
4945f20878e98b5127524f634fee2fc1

ଦିଲ୍ଲୀ ବିସ୍ଫୋରଣ: ଗୃହମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ। ବିସ୍ଫୋରଣ ପରେ ସ୍ଥିତି ସମୀକ୍ଷା ପାଇଁ ଶାହଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଗୃହ ସଚିବ, ଗୁଇନ୍ଦା ନିର୍ଦ୍ଦେଶକ, ଏନ୍‌ଆଇଏ ଡିଜି, ଦିଲ୍ଲୀ ପୋଲିସ କମିଶନର ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ଏବଂ ଭର୍ଚୁଆଲରେ ଉପସ୍ଥିତ ଅଛନ୍ତି ଜାମ୍ମୁ-କାଶ୍ମୀର ପୁଲିସ୍‌ ଡିଜି। ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଦିଲ୍ଲୀ ଲାଲକିଲ୍ଲା ନିକଟସ୍ଥ […]

Read More Text.
Pm modi on delhi

ଦିଲ୍ଲୀ ବିସ୍ଫୋରଣକୁ ନେଇ ଉଦବେଗ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ଷଡଯନ୍ତ୍ରକାରୀକୁ ଛଡାଯିବନି

ନୂଆଦିଲ୍ଲୀ : ଭୁଟାନରୁ ମୋଦିଙ୍କ ବାର୍ତ୍ତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ଘଟଣାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଦିଲ୍ଲୀ ବିସ୍ଫୋରଣ ପଛରେ ଯାହାର ବି ହାତ ରହିଛି କାହାକୁ ଛଡାଯିବ ନାହିଁ । ସମସ୍ତ ଷଡଯନ୍ତ୍ରକାରୀଙ୍କୁ ଶାସ୍ତି ମିଳିବ । ଭୁଟାନ ମାଟିରୁ ଦିଲ୍ଲୀ ବିସ୍ଫୋରଣକୁ ନେଇ ଏମିତି ଗର୍ଜିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାରା ଦେଶ ପୀଡିତଙ୍କ ସହ ରହିଥିବା ସେ ପ୍ରକାଶ କରିଛନ୍ତି । ଭୁଟାନ […]

Read More Text.

ଟର୍ବୋପ୍ରପ୍ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ମୃତ

ୱାଶଂଟନ୍ : ଆମେରିକା ଫ୍ଲୋରିଡାର କୋରାଲ ସ୍ପ୍ରିଙ୍ଗସ୍ ଅଞ୍ଚଳରେ ଏକ ଛୋଟ ଟର୍ବୋପ୍ରପ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୂଚନାନୁଯାୟୀ, ବିମାନଟି ଜାମାଇକାର ହରିକେନ୍ ମେଲିସା ପୀଡିତଙ୍କ ପାଇଁ ରିଲିଫ୍ ନେଇ ଯାଇଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ୨ ଜଣଙ୍କର ଜୀବନ ଚାଲିଯାଇଛି । ଦୁର୍ଘଟଣା ସମୟରେ ବିମାନଟି ଗେଟେଡ୍ କଲୋନୀରେ ଥିବା ଗୋଟିଏ ପୋଖରୀରେ […]

Read More Text.
Delhi police

ଦିଲ୍ଲୀ ବିସ୍ଫୋରଣ ମାମଲା, ଆଡଭାଇଜରୀ ଜାରି କଲା ଟ୍ରାଫିକ ପୋଲିସ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଭୟଙ୍କର ବଡ଼ ବିସ୍ଫୋରଣ ହୋଇଛି । ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ଦୁଇ ଡଜନରୁ ଅଧିକ ଆହତ ହୋଇଛନ୍ତି । ପୋଲିସ ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକ ତଦନ୍ତ ଆରମ୍ଭ କରିଛନ୍ତି । ଗୃହ ମନ୍ତ୍ରୀ ଅମିତ୍ ଶାହ ନିଜେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି । ଦିଲ୍ଲୀ ପୋଲିସ, ଏନଏସଜି, ସୁରକ୍ଷା ଏଜେନ୍ସୀ ଏବଂ ସେନାର ଟିମ ବିସ୍ଫୋରଣ ସ୍ଥାନରେ ଉପସ୍ଥିତ ରହିଛନ୍ତି । […]

Read More Text.
Images (2)

ଇସଲାମବାଦରେ ବିସ୍ଫୋରଣ, ୯ ମୃତ

ଇସଲାମବାଦ : ପାକିସ୍ତାନର ରାଜଧାନୀ ଇସଲାମବାଦର ଜିଲ୍ଲା କୋର୍ଟ ବାହାରେ ଭୟଙ୍କର ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଅତିକମରେ ୯ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି । କୋର୍ଟ ପରିସରରେ ଥିବା ପାର୍କିଂ ଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ପ୍ରାରମ୍ଭିକ ସୂଚନା ମିଳିଛି । କୋର୍ଟ ପରିସରରେ ଉଦ୍ଧାରକାରୀ ଟିମ୍ ପହଞ୍ଚିଛି । ଖବର ମୁତାବକ, ଇସଲାମବାଦ କୋର୍ଟ ପରିସରରେ ପାର୍କିଂ ସ୍ଥାନରେ ଥିବା ଏକ କାରରେ ବିସ୍ଫୋରଣ ହୋଇଥିଲା । […]

Read More Text.