ଭାରତ ଉପରେ ଶୁଳ୍କ ୧୦%କୁ ହ୍ରାସ: ୨୪ରୁ ଲାଗୁ ହେବ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ଲଗାଇଥିବା ଶୁଳ୍କକୁ ଗତକାଲି ଆମେରିକାର ସୁପ୍ରିମକୋର୍ଟ ଅସିଦ୍ଧ ଘୋଷଣା କରିଥିଲେ। ଏହି ରାୟ ପ୍ରକାଶ ପାଇବାର କିଛି ଘଣ୍ଟା ପରେ ଟ୍ରମ୍ପ ନୂଆ ୧୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ଏହାର ପ୍ରଭାବରେ ଭାରତ ଉପରେ ଆମେରିକାର ଶୁଳ୍କ ୧୮ ପ୍ରତିଶତରୁ ହ୍ରାସ ପାଇ ୧୦ ପ୍ରତିଶତ ହୋଇଛି। ଭାରତ ଉପରେ ଟ୍ରମ୍ପ ଗତବର୍ଷ ଅଗଷ୍ଟଠାରୁ ୫୦ ପ୍ରତିଶତ ଶୁଳ୍କ ଲଗାଇଥିଲେ। ସେଥିରୁ ୨୫ ପ୍ରତିଶତ ପାଲଟା ଶୁଳ୍କ […]

Read More Text.

ତାରିକ ରହମାନ ହେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ; ୨୫ ମନ୍ତ୍ରୀ ଓ ୨୪ରାଜ୍ୟମନ୍ତ୍ରୀ ନେଲେ ଶପଥ

ଢାକା: ବାଂଲାଦେଶରେ ଆଜିଠୁ ତାରିକ ରହମାନଙ୍କ ଶାସନ ଆରମ୍ଭ । ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ତାରିକ ରହମାନ । ସେ ଦେଶର ୧୧ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ ଶାସନ ଭାର ଗ୍ରହଣ କରିଛନ୍ତି । ସାଧାରଣ ନିର୍ବାଚନରେ ଏକ ବିରାଟ ବିଜୟ ସହିତ, ସେ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ସ୍ଥାନରେ କାର୍ଯ୍ୟ କରିବେ। ଶପଥ ଗ୍ରହଣ ସମାରୋହ ଆଜି ଅପରାହ୍ନ ୪ଟାରେ ଢାକାର ସଂସଦ ଭବନର ଦକ୍ଷିଣ […]

Read More Text.

ଟି୨୦ ବିଶ୍ୱକପରୁ ଅଷ୍ଟ୍ରେଲିଆ ଆଉଟ୍‌

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ୍ ରୁ ବାଦ ପଡ଼ିଛି। ଅଷ୍ଟ୍ରେଲିଆ ଭଳି ଟିମ୍‌ ସୁପର ୮ ରାଉଣ୍ଡରେ ପ୍ରବେଶ କରିନପାରିବା ସତରେ ଲଜ୍ଜାଜନକ । ଭାଗ୍ୟ ମଧ୍ୟ ଅଷ୍ଟ୍ରେଲିଆ ଦଳର ସାତ୍‌ ଦେଇନାହିଁ। ଆଜି ବର୍ଷା ଯୋଗୁଁ ଆୟରଲ୍ୟାଣ୍ଡ-ଜିମ୍ବାୱେ ମ୍ୟାଚ୍ ବାତିଲ ହେବା ପରେ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ୍ ରୁ ବାଦ ପଡ଼ିଛି । ଜିମ୍ବାୱେ ଏବେ ତିନୋଟି ମ୍ୟାଚ୍ ରୁ ପାଞ୍ଚ ପଏଣ୍ଟ ପାଇଛି, ଯଦିଓ ଅଷ୍ଟ୍ରେଲିଆ ପରବର୍ତ୍ତୀ ମ୍ୟାଚ୍ ଜିତିଯାଏ, ତଥାପି ଏହାର […]

Read More Text.

ପଶ୍ଚିମବଙ୍ଗର ୭ ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ପଶ୍ଚିମବଙ୍ଗର ସାତ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଏହି ଅଧିକାରୀଙ୍କ ବିରୁଦ୍ଧରେ ଏସଆଇଆରରେ ଗୁରୁତର ଅବହେଳା, କର୍ତ୍ତବ୍ୟରେ ଅବହେଳା ଏବଂ କ୍ଷମତାର ଅପବ୍ୟବହାର ଅଭିଯୋଗ ହୋଇଥିଲା । ନିର୍ବାଚନ କମିଶନ ପଶ୍ଚିମବଙ୍ଗର ମୁଖ୍ୟ ସଚିବଙ୍କୁ ନିଲମ୍ବିତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କମିଶନ କହିଛନ୍ତି ଯେ ଭୋଟର ତାଲିକା କାର୍ଯ୍ୟ ଅତ୍ୟନ୍ତ ସମ୍ବେଦନଶୀଳ। ଯେକୌଣସି ଅବହେଳା କିମ୍ବା କ୍ଷମତାର ଅପବ୍ୟବହାରକୁ ବରଦାସ୍ତ କରାଯିବ ନାହିଁ। ଭବିଷ୍ୟତରେ […]

Read More Text.

୧୧ ମାସରେ ଆସିଲା ହାମ୍ପି ହରର ରାୟ, ୩ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ନୂଆଦିଲ୍ଲୀ: ୧୧ ମାସରେ ଆସିଲା ହାମ୍ପି ହରର ରାୟ ।  ଓଡ଼ିଆ ଯୁବକଙ୍କ ହତ୍ୟାକାରୀଙ୍କୁ ମିଳିଲା ମୃତ୍ୟୁ ଦଣ୍ଡ  ।  ୨ ଜଣ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଓ ଜଣଙ୍କୁ ହତ୍ୟା ମାମଲାରେ ୩ ଜଣଙ୍କୁ ମୃତ୍ୟୁଦଣ୍ଡ ମିଳିଛି ।  କର୍ଣ୍ଣାଟକର ସେସନ୍ସ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି ।  ତିନି ଅଭିଯୁକ୍ତ ହେଲେ ମାଲେଶ, ସାଇ ଓ ସରନପ୍ପା ।  କର୍ଣ୍ଣାଟକ ହାମ୍ପି ନିକଟ ସନପୁରାରେ ତୁଙ୍ଗଭଦ୍ରା କେନାଲ ନିକଟରେ ଦୁଷ୍କର୍ମ ଓ ହତ୍ୟା ଘଟଣା […]

Read More Text.

ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ : ୭ ମୃତ

ରାଜସ୍ଥାନ : ରାଜସ୍ଥାନର ଭିୱାଡିରେ ଏକ ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ । ନିଆଁରେ ସାତ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି ହେଲେ ଦୁଇଜଣ ଶ୍ରମିକ ଏବେ ବି ଭିତରେ ଫସି ରହିଛନ୍ତି । ଘଟଣା ସମୟରେ କାରଖାନାରେ ପ୍ରାୟ ୨୫ ଜଣ ଶ୍ରମିକ କାମ କରୁଥିଲେ । ସୋମବାର ସକାଳ ପ୍ରାୟ ୯:୨୨ ମିନିଟ ସମୟରେ ଖୁଶଖେଡା କରାଉଲି ଶିଳ୍ପାଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଆଗକୁ ମୃତକଙ୍କ ସଂଖ୍ୟା […]

Read More Text.

ପାକିସ୍ତାନକୁ ଧୂଳି ଚଟାଇଲା ଭାରତ, ୬୧ ରନ୍ ରେ ଜିତିଲା

କଲମ୍ବୋ : ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଛି ଭାରତ। ଆଜିର ହାଇଭୋଲ୍ଟେଜ ମ୍ୟାଚରେ ପାକିସ୍ତାନକୁ ୬୧ରନରେ ହରାଇଲା ଭାରତ। ୨୦୨୬ ଟି-୨୦ ବିଶ୍ୱକପର ସବୁଠାରୁ ପ୍ରତୀକ୍ଷିତ ମ୍ୟାଚ୍ ଦୁଇ ପାରମ୍ପରିକ କ୍ରିକେଟ ପ୍ରତିଯୋଗୀ ଭାରତ ଓ ପାକିସ୍ତାନ ପରସ୍ପରକୁ ସାମ୍ନା କରିଛନ୍ତି। ଏହି ମ୍ୟାଚରେ ଭାରତ ପାକିସ୍ତାନକୁ ୬୧ ରନରେ ପରାସ୍ତ କରିଛି। ଏହାସହ ଭାରତ ଲଗାତାର ୩ଟି ମ୍ୟାଚ ଜିତି ବିଜୟ ଧାରା ଆଗକୁ ନେଇଛି। ପ୍ରଥମ ଇନିଂସରେ ଭାରତ ଟସ ହାରି ବ୍ୟାଟିଂ କରିଥିଲା। ପ୍ରଥମ […]

Read More Text.
Fire breaks out at factory in mundka delhi 20 fire tenders deployed 1536x1152 1 1024x768

ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ; ଜଳିଗଲା ହେଲମେଟ କାରଖାନା

ନୂଆଦିଲ୍ଲୀ: ଶନିବାର ଦିଲ୍ଲୀ ବାହାରର ନିଲୋଥିରେ ଏକ ହେଲମେଟ ଉତ୍ପାଦନ କାରଖାନାରେ ବଡ଼ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି ୨୦ଟି ଦମକଳ ଗାଡି । ଦିଲ୍ଲୀ ବାହାରର ନିଲୋଥି ଅଞ୍ଚଳରେ, ଶନିବାର ଅପରାହ୍ନରେ ଏକ ହେଲମେଟ ଉତ୍ପାଦନ କେନ୍ଦ୍ରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ସ୍ଥାନୀୟ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ତୀବ୍ର ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ୨୦ଟି ଦମକଳ ଗାଡିକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା। ଦିଲ୍ଲୀ ଅଗ୍ନିଶମ […]

Read More Text.
ANI 20260214066 0 1771065194564

ମେଟ୍ରୋ ପିଲାର ଭୁଶୁଡ଼ି ଜଣେ ମୃତ, ୩ ଆହତ

ମୁମ୍ବଇ: ମୁମ୍ବଇର ମୁଲୁଣ୍ଡରେ ଭୁଶୁଡିପଡିଲା ନିର୍ମାଣାଧୀନ ମେଟ୍ରୋ ପିଲାର। ଚଳନ୍ତା ଅଟୋ ଓ କାର ଉପରେ ପଡ଼ି ଜଣେ ମୃତ ଓ ତିନି ଜଣ ଆହତ। ଶନିବାର ଅପରାହ୍ନରେ ମୁମ୍ବଇର ମୁଲୁଣ୍ଡରେ ଏକ ନିର୍ମାଣାଧୀନ ମେଟ୍ରୋ ପିଲାରର ଏକ ଅଂଶ ଭୁଶୁଡ଼ି ପଡ଼ି ଏକ ଚଳନ୍ତା ଅଟୋରିକ୍ସା ଉପରେ ପଡିଥିଲା। ଫଳରେ ଅଟୋଟି ଚାପି ହୋଇ ଜଣେ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ପିଲାରର ଏକ ଅଂଶ ନିକଟରେ ଯାଉଥିବା ଏକ କାରରେ […]

Read More Text.
1

ହଟ୍ଟଗୋଳ ପରେ ଗୃହ ମୁଲତବୀ: ହରଦୀପ ପୁରୀଙ୍କ ନାଁରେ ସ୍ଲୋଗାନ

ନୂଆଦିଲ୍ଲୀ: ଶୁକ୍ରବାର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟର ଶେଷ ଦିନ । ଆଜି ବି ଗୃହରେ ହଟ୍ଟଗୋଳ ଯୋଗୁଁ ଲୋକସଭାରେ ପ୍ରଶ୍ନକାଳ ବାଧାପ୍ରାପ୍ତ ହୋଇଥିଲା। ପାଞ୍ଚ ମିନିଟ୍ ଅଧିବେଶନ ସମୟରେ ବିରୋଧୀ ସାଂସଦମାନେ ହଟ୍ଟଗୋଳ କରିବା ସହ କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀଙ୍କ ଇସ୍ତଫା ଦାବି କରି ସ୍ଲୋଗାନ ଦେଇଥିଲେ। ଏହା ପରେ, ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ଲୋକସଭାକୁ ମଧ୍ୟାହ୍ନ ୧୨ ଟା ପର‌୍ୟ୍ୟନ୍ତ ମୁଲତବୀ ରଖିଥିଲେ। ସଂସଦର ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାର କାର‌୍ୟ୍ୟକ୍ରମ […]

Read More Text.