କୋଠା ଭୁଶୁଡି ୨ ମୃତ, ବହୁ ଲୋକ ଫସି ରହିଥିବା ଆଶଙ୍କା
କୋଟା: ରାଜସ୍ଥାନର କୋଟା ଜିଲ୍ଲାର ଜବାହାର ନଗର ଥାନା ଅଞ୍ଚଳର ତାଳୱାଣ୍ଡି ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ିପଡ଼ିଛି । ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ହୋଇରହିଥିବା ଜଣାପଡୁଛି । ଏହି କୋଠାର ଉପର ମହଲାରେ କାମ ଚାଲିଥିଲାବେଳେ ଏପରି ଘଟଣା ଘଟିଥିବା ସୂଚନା ମିଳୁଛି । କୋଠା ଭୁଶୁଡ଼ିବା ସମୟରେ କେତେ ଲୋକ କାମ କରୁଥିଲବେଳେ ଆଉ କେତେକ ଲୋକ ସେଠାରେ ଥିବା ଏକ ଦୋକାନ ଭିତରେ […]
Read More Text.