Dollar

ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା

ନୂଆଦିଲ୍ଲୀ: ଖସୁଛି ଟଙ୍କାର ମୂଲ୍ୟ । ଶକ୍ତିଶାଳୀ ହେଉଛି ଡଲାର । ଆମେରିକା ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ରେକର୍ଡ଼ ସ୍ତରରେ ହ୍ରାସ । ୯୦ ଟଙ୍କା ପାର କଲା ଗୋଟିଏ ଡଲାର । ଅକ୍ଟୋବରରେ ଟ୍ରେଡ୍ ଡେଫିସିଟ୍ ହେବାରୁ ସ୍ଥିତି ଆହୁରି ସଂଗୀନ ହୋଇଛି । ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ହ୍ରାସ ହେବା ଯୋଗୁଁ ଭାରତୀୟ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ଘୋର ପ୍ରଭାବ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ସେହିପରି ବିଦେଶୀ […]

Read More Text.
42

ଇମ୍ରାନ ସୁସ୍ଥ ଓ ସୁରକ୍ଷିତ ଥିବା କହିଲେ ଭଉଣୀ ଉଜମା

ନୂଆଦିଲ୍ଲୀ : ଆଜି ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲରେ ଭେଟିବା ପାଇଁ ଯାଇଛନ୍ତି ଇମ୍ରାନଙ୍କ ଭଉଣୀ ଉଜମା । ଜେଲରେ ଇମ୍ରାନଙ୍କୁ ଭେଟିବା ପରେ ସେ ସୁସ୍ଥ ଥିବା ଭଉଣୀ ସୂଚନା ଦେଇଛନ୍ତି। କିଛି ଦିନ ତଳେ ଜେଲ ଭିତରେ ଇମ୍ରାନଙ୍କୁ ହତ୍ୟା କରାଯାଇଥିବା ନେଇ ଆଫଗାନିସ୍ତାନ ଗଣମାଧ୍ୟମ ଦାବି କରିବା ପରଠାରୁ ଦେଶରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା । ଜେଲ୍‌ କର୍ତ୍ତୃପକ୍ଷ ମଧ୍ୟ ଇମ୍ରାନଙ୍କ ପରିବାରକୁ ତାଙ୍କ ସହିତ ଭେଟିବାକୁ ସୁଯୋଗ […]

Read More Text.
Sl

ଶ୍ରୀଲଙ୍କାକୁ ରିଲିଫ ପଠାଇବା ଲାଗି ପାକିସ୍ତାନ ପାଇଁ ଆକାଶମାର୍ଗ ଖୋଲିଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଆକାଶମାର୍ଗ ଖୋଲିଲା ଭାରତ। ଅପରେସନ ସିନ୍ଦୂର ସମୟରେ ଭାରତ ଆକାଶମାର୍ଗକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରିଦେଇଥିଲା। ହେଲେ ବାତ୍ୟା ଦ୍ବାରା କ୍ଷତିଗ୍ରସ୍ତ ଶ୍ରୀଲଙ୍କାକୁ ରିଲିଫ ପଠାଇବା ଲାଗି ଆକାଶମାର୍ଗ ଅନୁମତି ପ୍ରଦାନ ପାଇଁ ପାକିସ୍ତାନ ଅନୁରୋଧ କରିଥିଲା। ମାନବତା ଦୃଷ୍ଟିରୁ ଭାରତ ପକ୍ଷରୁ ତୁରନ୍ତ ଏ ଦିଗ​‌ରେ ନିଷ୍ପତ୍ତି ନିଆଯାଇ ଅନୁମତି ଦିଆଯାଇଥିଲା। ଯାହାଫଳରେ ପାକିସ୍ତାନୀ ବିମାନ ରିଲିଫ ସାମଗ୍ରୀ ନେଇ ଶ୍ରୀଲଙ୍କାରେ ପହଞ୍ଚିଥିଲା। ସୋମବାର ଅପରାହ୍ନ ପ୍ରାୟ ୧ଟାରେ ପାକିସ୍ତାନ ପକ୍ଷରୁ ଆକାଶମାର୍ଗରେ […]

Read More Text.
265a4320 cf23 11f0 8bce d702684f05d1.jpg

ଭାରତ ଆସିବେ ପୁଟିନ୍, ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ହାଇଆଲର୍ଟ

ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୁଟିନଙ୍କ ଗସ୍ତ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଭାରତ ଏବଂ ରୁଷ ଉଭୟର ଏଜେନ୍ସି ଏହି ସ୍ତରକୁ ବଜାୟ ରଖିବା ପାଇଁ ଏକାଠି କାମ କରୁଛନ୍ତି । ସୂଚନାନୁଯାୟୀ, ପୁଟିନଙ୍କୁ ସୁରକ୍ଷା ଦେବା ପାଇଁ ରୁଷର ସ୍ୱତନ୍ତ୍ର ସୁରକ୍ଷା ଟିମ୍ କିଛି ଦିନ ପୂର୍ବରୁ ଆସି ଦିଲ୍ଲୀରେ ପହଞ୍ଚିଥିଲେ । ସୁରକ୍ଷା ପାଇଁ […]

Read More Text.
Sky walk

ଖୋଲିଲା ଭାରତର ସବୁଠାରୁ ଲମ୍ବା ଗ୍ଲାସ୍ ସ୍କାଇୱାକ୍

ବିଶାଖାପଟନମ୍ : ଆନ୍ଧ୍ରପ୍ରଦେଶ ବିଶାଖାପାଟନମରେ ନିର୍ମାଣ ହୋଇଛି ବହୁ ପ୍ରତିକ୍ଷୀତ ଗ୍ଲାସ୍ ବ୍ରିଜ । ଡିସେମ୍ବର ୧ ତାରିଖରେ ଟିଡିପି ସାଂସଦ ଭରତ କୈଳାଶଗିରିରେ ନିର୍ମାଣ ହୋଇଥିବା ସ୍କାଇ ୱାକ୍ ବ୍ରିଜକୁ ଉଦ୍ଘାଟନ କରିଛନ୍ତି । ସମୁଦ୍ର ପତ୍ତନଠୁ ୧୦୦୦ ଫୁଟ ଉପରେ ଚାଲିବାର ମଜା ଉଠାଇପାରିବେ ପର୍ଯ୍ୟଟକ । ମନୋରମ ପ୍ରାକୃତିକ ପରିବେଶ ଓ ଅଭିନବ ଡିଜାଇନ୍ ଏହାର ଆକର୍ଷଣକୁ ବହୁଗୁଣିତ କରିଛି । ୭ କୋଟି ନିବେଶରେ ନିର୍ମିତ ଏହି ପୋଲ ପର୍ଯ୍ୟଟକଙ୍କ ପାଇଁ […]

Read More Text.
Metro train

ଯାନ୍ତ୍ରିକ ତ୍ରୁଟି ପାଇଁ ସବୱେରେ ଫସିଲା ଚେନ୍ନାଇ ମେଟ୍ରୋ ଟ୍ରେନ୍

ଚେନ୍ନାଇ :  ଆଜି ସକାଳେ ଚେନ୍ନାଇ ମେଟ୍ରୋ  ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା । ଯାହା ୱିମକୋ ନଗର ଡିପୋ ଏବଂ ଚେନ୍ନାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଚାଲେ । ସେଣ୍ଟ୍ରାଲ ମେଟ୍ରୋ ଏବଂ ହାଇକୋର୍ଟ ଷ୍ଟେସନ ମଧ୍ୟରେ ମେଟ୍ରୋଟି ଫସିଯାଇଥିଲା । ଯାହାଫଳରେ ଇଲେକ୍ଟ୍ରି ବନ୍ଦ ହୋଇଯାଇଥିଲା । ତେଣୁ ଯାତ୍ରୀମାନେ ତୁରନ୍ତ ଅଭିଯୋଗ କରିଥିଲେ । ଘଟଣାସ୍ଥଳରୁ ସେୟାର ହୋଇଥିବା ଭିଡିଓରେ ଯାତ୍ରୀମାନେ ରେଲିଂକୁ ଧରି ଠିଆ ହୋଇଥିବାର ଦେଖିବାକୁ ମିଳିଛି । ଯାତ୍ରୀମାନେ ଘୋଷଣା ହେବା […]

Read More Text.
Pakistan

ଶ୍ରୀଲଙ୍କାକୁ ଏକ୍ସପାୟାର ରିଲିଫ ସାମଗ୍ରୀ ପଠାଇଲା ପାକିସ୍ତାନ

ଶ୍ରୀଲଙ୍କା: ବନ୍ୟା ତଥା ଘୂର୍ଣ୍ଣିଝଡ଼ ଡିଟୱା ଦ୍ବାରା ପ୍ରଭାବିତ ହୋଇ ଶ୍ରୀଲଙ୍କା ଏବେ ସଙ୍କଟରେ ଗତି କରୁଛି । ଏଭଳି ସ୍ଥଳେ ପାକିସ୍ତାନ ଶ୍ରୀଲଙ୍କାକୁ ପଠାଇଥିବା ରିଲିଫ ସାମଗ୍ରୀକୁ ନେଇ ନୂଆ ବିବାଦ ଦେଖାଦେଇଛି । ପାକିସ୍ତାନ ପଠାଇଥିବା ରିଲିଫ୍ ସାମଗ୍ରୀ ସବୁ ଏକ୍ସପାୟାର ହୋଇଯାଇଛି । ଶ୍ରୀଲଙ୍କାକୁ ଏକ୍ସପାୟାର ହୋଇଯାଇଥିବା ରିଲିଫ୍ ସାମଗ୍ରୀ ପଠାଉଛି ପାକିସ୍ତାନ । ପାକିସ୍ତାନ ସୋସିଆଲ ମିଡିଆରେ ଏହି ସାମଗ୍ରୀର ଫଟୋ ପୋଷ୍ଟ କରି ପ୍ରଶଂସା ପାଇବାକୁ ଚେଷ୍ଟା କରୁଥିବା ବେଳେ ଫଟୋଗୁଡ଼ିକ […]

Read More Text.
Pmo building

ଏଣିକି ସେବାତୀର୍ଥ ନାମରେ ଜଣାଯିବ PMO

ନୂଆଦିଲ୍ଲୀ : ବଦଳିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନାମ । ଏବେ ଏହାକୁ ସେବାତୀର୍ଥ ନାମରେ ଜଣାଯିବ । ଏହାର ଉଦ୍ଦେଶ୍ୟ ଶାସନରେ ସେବାର ଭାବନକୁ ବଢାଇବା । ଏହି ପରିବର୍ତ୍ତନ କେବଳ ଗୋଟିଏ ନୁହେଁ, ଦେଶର ଅନେକ ସରକାରୀ ଭବନ ଏବଂ ରାସ୍ତାର ନାମକୁ କିଛି ଦିନ ଭିତରେ ପରିବର୍ତ୍ତନ କରାଯିବ । ସେହିପରି କେନ୍ଦ୍ର ସଚିବାଳୟର ମଧ୍ୟ ନୂଆ ନାମ ହୋଇଛି । ଏବେ କେନ୍ଦ୍ରୀୟ ସଚିବାଳୟର ନାମ କର୍ତ୍ତବ୍ୟ ଭବନ ନାମରେ ଜଣାଶୁଣା ହେବ । […]

Read More Text.
Ayodhya ram mandir inauguration day picture.jpg

୫୨ ଏକର ଜାଗାରେ ନିର୍ମାଣ ହେବ ଅଯୋଧ୍ୟା ରାମ ମନ୍ଦିର ସଂଗ୍ରାହଳୟ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ସଂଗ୍ରାହଳୟ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ଯାହାର ନିଷ୍ପତ୍ତି କ୍ୟାବିନେଟ୍ ବୈଠକରେ ନିଆଯାଇଥିଲା । ମନ୍ଦିର ସଂଗ୍ରାହଳୟ ୫୨ ଏକର ଜାଗାରେ ନିର୍ମାଣ କରାଯିବ । ଏହା ବ୍ୟତୀତ ମନ୍ଦିର ସଂଗ୍ରାହଳୟ ନିର୍ମାଣ କାର୍ଯ୍ୟ ଟାଟା ଆଣ୍ଡ୍ ସନ୍ସଙ୍କ ଦ୍ବାରା କରାଯିବ । ସୂଚନାନୁଯାୟୀ, ରାଜ୍ୟ ସରକାର ଅଯୋଧ୍ୟାରେ ଲଗାତାର ଅନେକ ନିର୍ମାଣ ପ୍ରକଳ୍ପ କରୁଛନ୍ତି । ରାମ ମନ୍ଦିର ସଂଗ୍ରାହଳୟର ନିର୍ମାଣ […]

Read More Text.
Attack

ପାକିସ୍ତାନ ଏଫସି ମୁଖ୍ୟାଳୟରେ ବିସ୍ଫୋରଣ, ୬ ସୈନିକ ନିହତ

ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶ ଅନ୍ତର୍ଗତ ନୋକୁଣ୍ଡି ଅଞ୍ଚଳରେ ଥିବା ଫ୍ରଣ୍ଟିଅର କର୍ପସ(ଏଫସି) ମୁଖ୍ୟାଳୟରେ ସୋମବାର ଆତ୍ମଘାତୀ ବିସ୍ଫୋରଣ ଯୋଗୁ ୬ ସୈନିକ ନିହତ ହୋଇଥିବା ସୂଚନା ମିଳିଛି। ବେଲୁଚିସ୍ତାନ ଲିବରେସନ ଫ୍ରଣ୍ଟର ସାଦଓ ଅପରେସନାଲ ବାଟାଲିଅନ ଦ୍ବାରା କରାଯାଇଥିବା ଏହି ଆକ୍ରମଣ ପାକ୍‌ ସେନାକୁ ବଡ଼ ଝଟ୍‌କା ଦେଇଛି। ଆକ୍ରମଣ ପରେ ସଶସ୍ତ୍ର ଆକ୍ରମଣକାରୀ ମୁଖ୍ୟାଳୟ ଭିତରେ ପ୍ରବେଶ କରିଥିଲେ। ଯାହାଫଳରେ ସେନା ସହିତ ସେମାନଙ୍କର ଗୁଳିବିନିମୟ ହୋଇଥିଲା। ସୋମବାର ସକାଳେ ଘଟିଥିବା ଏହି ବିସ୍ଫୋରଣ ଏତେ […]

Read More Text.