Images (5)

ଅନିଲ ଅମ୍ବାନୀଙ୍କ ପୁଅ ଜୟ ଅନମୋଲଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ କମ୍ପାନୀ ମାଲିକ ଅନିଲ ଅମ୍ବାନୀଙ୍କ ପୁଅ ଜୟ ଅନମୋଲଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଜୟ ଅନମୋଲ ହେଉଛନ୍ତି ରିଲାଏନ୍ସ ହୋମ ଫାଇନାନ୍ସ ଲିମିଟେଡର ନିର୍ଦେଶକ। ଏହି କମ୍ପାନୀ ମୁମ୍ବଇସ୍ଥିତ ଆନ୍ଧ୍ର ବ୍ୟାଙ୍କ ଶାଖାରେ ୪୫୦ କୋଟି ଟଙ୍କାର କ୍ରେଡିଟ ଲିମିଟ ପାଇଥିଲା। ଏହାକୁ ଆଧାର କରି ରିଲାଏନ୍ସ ହୋମ ଫାଇନାନ୍ସ ଲିମିଟେଡ ବ୍ୟାଙ୍କରୁ ଋଣ ଉଠାଇଥିଲା। ତେବେ ନିର୍ଦ୍ଧାରିତ ସମୟରେ […]

Read More Text.
Images (4)

ଇଣ୍ଡିଗୋ ଅଚଳାବସ୍ଥା: ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର ବାଧା ସୃଷ୍ଟି ହେବା ଯୋଗୁଁ ଯାତ୍ରୀଙ୍କ ବ୍ୟାପକ ଅସୁବିଧା ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଦେଶର ଏଗାରଟି ବିମାନବନ୍ଦରରେ ତୁରନ୍ତ କ୍ଷେତ୍ର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି । ଦେଶରେ ଇଣ୍ଡିଗୋ ବିମାନ ଉଡାଣ କ୍ଷେତ୍ରରେ ବଡ଼ ଧରଣର ବଧ ସୃଷ୍ଟି ହେବା ପରେ ଡିଜିସିଏ ଇଣ୍ଡିଗୋ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୂର୍ବରୁ ଶୀତକାଳୀନ ଉଡାଣ ତାଲିକାରୁ ଇଣ୍ଡିଗୋର ୫% ହ୍ରାସ କରି […]

Read More Text.
Images (3)

ମରକ୍କୋରେ ଭୁଶୁଡ଼ିଲା ୨କୋଠା: ୧୯ ମୃତ

ମରକ୍କୋ: ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା ଭୁଶୁଡ଼ି ପଡ଼ିବାରୁ ୧୯ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ପ୍ରାୟ ୧୬ଜଣ ଆହତ ହୋଇଥିବା ସୂଚନା ରହିଛି ।  ସୂଚନା ଅନୁସାରେ, ମରକ୍କୋ ସମୟ ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଫେଜ୍‌ ସହରରେ ଦୁଇଟି ଚାରି ମହଲା କୋଠା ଭୁଶୁଡ଼ି ପଡ଼ିଥିଲା । ମରକ୍କୋ ଗଣମାଧ୍ୟମ ଅନୁଯାୟୀ, ଉକ୍ତ କୋଠା ଦୁଇଟିରେ ଆଠଟି ପରିବାର ବାସ କରୁଥିଲେ । ଘଟଣାରେ ୧୬ ଜଣ ଆହତ ହୋଇଥିଲା ବେଳେ […]

Read More Text.
Untitled 16

ଦିଲ୍ଲୀର ବିଭିନ୍ନ ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ସ୍କୁଲରେ ପୁଣି ଥରେ ବୋମା ଧମକ । ଯାହାକୁ ନେଇ ଏବେ ସାଧରଣରେ ହଇଚଇ ସୃଷ୍ଟି ହୋଇଛି । ଲକ୍ଷ୍ମୀ ନଗର, ମୟୂର ବିହାର, ରୋହିଣୀର ସ୍କୁଲଗୁଡ଼ିକୁ ଏହି କଲ୍ ଆସିଥିଲା । କୁହାଯାଉଛି ଯେ ସକାଳେ ବୋମା ଧମକ କଲ୍ ପାଇବା ପରେ ଏହି ଅଞ୍ଚଳର ବିଦ୍ୟାଳୟଗୁଡ଼ିକରେ ବିଶୃଙ୍ଖଳା ଦେଖାଦେଇଥିଲା। ତୁରନ୍ତ ଏହି ସୂଚନା ପୋଲିସକୁ ଦିଆଯାଇଥିଲା । ବର୍ତ୍ତମାନ ବିଦ୍ୟାଳୟଗୁଡ଼ିକର ତଦନ୍ତ ଚାଲିଛି ଏବଂ ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ଜିନିଷ ମିଳିନାହିଁ […]

Read More Text.
Crime

ମହିଳା ସିରିଏଲ୍ କିଲରର ଅମାନୁଷିକ କାଣ୍ଡ: ଘରୁ ଉଦ୍ଧାର ହେଲା ଦୁଇ ଡଜନରୁ ଅଧିକ ମୃତଦେହ

ସିରିଏଲ୍ କିଲର୍ ର ଅମାନୁଷିକ କାଣ୍ଡ । ପ୍ରେମରେ ଫସାଇ ସୃଷ୍ଟି କରୁଥିଲା ସମ୍ପର୍କ । ବିବାହ ଜାଲରେ ଫସାଇ ନେଉଥିଲା ଜୀବନ । ଘରକୁ କରିଥିଲା ମଶାଣୀ । ସିରିଏଲ୍ କିଲର୍ ଏମିତି ଏକ ଶବ୍ଦ ଯାହାର ନାଁ ଶୁଣିଲେ ଏକ ଅଜଣା ଭୟରେ ଛାତି ଥରି ଉଠେ । ବିଶ୍ବ କ୍ରାଇମ୍ ଇତିହାସରେ ଏମିତି ଅନେକ ସିରିଏଲ୍ କିଲର୍ସଙ୍କ ନାଁ ସାମିଲ୍ ଅଛି ଯେଉଁମାନଙ୍କ କାହାଣୀ ଆପଣଙ୍କୁ କୌଣସି ଫିଲ୍ମର କାହାଣୀଠୁ କମ୍ ଲାଗିବନି […]

Read More Text.
Varanasi

ମାର୍ଚ୍ଚରୁ ବାରାଣସୀ ଷ୍ଟେସନରୁ କାଶୀ ବିଶ୍ୱନାଥକୁ ରୋପ କାର ସେବା ଆରମ୍ଭ

ବାରାଣସୀ: ବାରାଣସୀରେ ରେଳ ଷ୍ଟେସନରୁ କାଶୀ ବିଶ୍ୱନାଥ ମନ୍ଦିର ପର୍ଯ୍ୟନ୍ତ ୪ କିଲୋମିଟର ଲମ୍ବା ରୋପ କାର୍ ସେବା ୮୦୦ କୋଟି ଖର୍ଚ୍ଚରେ ମେ ୨୦୨୬ ସୁଦ୍ଧା କାର୍ଯ୍ୟକ୍ଷମ ହେବାର ଯୋଜନା ରହିଛି। ଏହା ଦେଶର ପ୍ରଥମ ଆନ୍ତଃନଗର ସେବା ହେବ । ୧୪୮ ଗୋଣ୍ଡୋଲା ସହିତ ଦୈନିକ ୧୦୦,୦୦୦ ଯାତ୍ରୀଙ୍କୁ ପରିବହନ କରିବାର ଲକ୍ଷ୍ୟ ରଖାଯାଇଛି। ଉତ୍ତର ପ୍ରଦେଶର ବାରାଣସୀର ରେଳ ଷ୍ଟେସନରୁ କାଶୀ ବିଶ୍ୱନାଥ ମନ୍ଦିରକୁ ତୀର୍ଥଯାତ୍ରୀମାନଙ୍କୁ ପରିବହନ କରିବା ପାଇଁ ଏକ ରୋପ […]

Read More Text.
Delhi blast case

ଦିଲ୍ଲୀ ବିସ୍ଫୋରଣ ମାମଲା : ମାଷ୍ଟରମାଇଣ୍ଡ ବିଲାଲ ଗିରଫ

ନୂଆଦିଲ୍ଲୀ : NIA ଟିମକୁ ମିଳିଲା ବଡ଼ ସଫଳତା । NIA ଗତମାସରେ ଦିଲ୍ଲୀ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ଦିଲ୍ଲୀ ବିସ୍ଫୋରଣ ମାମଲାରେ ବାରମୁଲ୍ଲାର ଡାକ୍ତର ବିଲାଲ ନାସିର ମଲ୍ଲାଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାରେ ନାସିର ମଲ୍ଲା ଅଷ୍ଟମ ଅଭିଯୁକ୍ତ । ତାଙ୍କୁ ଗିରଫ କରାଯିବା ପରେ ଦିଲ୍ଳୀର ପଟିଆଲା ହାଉସରେ ହାଜର କରାଯାଇଥିଲା । ଶୁଣାଣି ପରେ କୋର୍ଟ ତାଙ୍କୁ ୭ ଦିନିଆ ରିମାଣ୍ଡରେ ପଠାଇଛନ୍ତି । ସୂଚନାନୁଯାୟୀ, […]

Read More Text.
Naijeria

ପ୍ରତିବାଦକାରୀଙ୍କ ଉପରେ ଗୁଳି ଚାଳନା, ୯ ମହିଳାଙ୍କ ମୃତ୍ୟୁ

ଆବୁଜା: ନାଇଜେରିଆରେ ସୈନିକମାନେ ପ୍ରତିବାଦ କରୁଥିବା ମହିଳାଙ୍କ ଉପରେ ଗୁଳି ଚଳାଇଥିଲେ। ଗୁଳିଚାଳନା ଯୋଗୁଁ ୯ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା। ସେନା ମଧ୍ୟ ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଜାରି କରିଛି। ଉତ୍ତର-ପୂର୍ବ ଆଡମାୱା ରାଜ୍ୟରେ ସାମ୍ପ୍ରଦାୟିକ ସଂଘର୍ଷକୁ ସେନା ପରିଚାଳନା କରିବା ବିରୁଦ୍ଧରେ ପ୍ରତିବାଦ କରୁଥିବା ମହିଳାଙ୍କ ଉପରେ ସୈନିକମାନେ ଗୁଳି ଚଳାଇଛନ୍ତି। ସୈନିକମାନଙ୍କ ଗୁଳିରେ ୯ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ପ୍ରତ୍ୟକ୍ଷଦର୍ଶୀ ଏବଂ ପୀଡିତଙ୍କ ସମ୍ପର୍କୀୟମାନେ ଆସୋସିଏଟେଡ୍ ପ୍ରେସକୁ କହିଛନ୍ତି ଯେ […]

Read More Text.
Images (2)

ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ ବ୍ୟବହାର କରିବେନି ୧୬ ବର୍ଷରୁ କମ୍ ବୟସର ପିଲା

ଅଷ୍ଟ୍ରେଲିଆ : ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ କଟକଣା । ଆଜିଠାରୁ ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରତିବନ୍ଧକ ଲଗାଯାଇଛି । ଯେଉଁଥିରେ ଟିକଟକ୍, ୟୁଟ୍ୟୁବ୍ ଏବଂ ମେଟାର ଇନଷ୍ଟାଗ୍ରାମ, ଫେସବୁକ୍ ଭଳି ବଡ଼ ବଡ଼ ଆପ୍ସ ବ୍ୟତୀତ ଥ୍ରେଡ୍ସ, ଏକ୍ସ, ସ୍ନାପଚାଟ୍, କିକ, ଟ୍ବିଚ୍ ଏବଂ ରେଡିଟ ପ୍ଲାଟଫର୍ମ ସହିତ ସାମିଲ ରହିଛି । ଯାହା ଉପରେ ନୂଆ ଆଇନ୍ କାର୍ଯ୍ୟକାରୀ କରିବା ବାଧ୍ୟତାମୂଳକ ଭାବେ ଲାଗୁ କରାଯିବ । ସୂଚନାନୁଯାୟୀ, […]

Read More Text.
Images (3)

୮୫ ହଜାର ଭିସା ରଦ୍ଦ କଲେ ଟ୍ରମ୍ପ୍, ଭାରତୀୟ ଅଧିକ ପ୍ରଭାବିତ

ୱାଶିଂଟନ: ଆମେରିକାର ରାଜଧାନୀ ୱାଶିଂଟନ ଡିସିରେ ଗୁଳିକାଣ୍ଡ ପରେ, ଜାତୀୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଚଳିତ ବର୍ଷ ପ୍ରାୟ ୮୫,୦୦୦ ଭିସା ରଦ୍ଦ କରିଛନ୍ତି। ଷ୍ଟେଟ୍ ଡିପାର୍ଟମେଣ୍ଟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଭିସା ରଦ୍ଦ କରିବାର ଉଦ୍ଦେଶ୍ୟ ହେଉଛି ଆମେରିକାର ସାଧାରଣ ଜନତାଙ୍କୁ ସୁରକ୍ଷା ଦେବା। ଏହି ପଦକ୍ଷେପ ଭାରତୀୟ ବୃତ୍ତିଗତ ଏବଂ ଛାତ୍ରଙ୍କ ଉପରେ ସର୍ବାଧିକ ପ୍ରଭାବ ପକାଇଛି। ପ୍ରତ୍ୟାହାର କରାଯାଇଥିବା ଭିସା ମଧ୍ୟରେ ୮,୦୦୦ […]

Read More Text.