ଲୋକସଭାରେ ପାରିତ ହୋଇପାରିଲାନି ସମ୍ବିଧାନ ସଂଶୋଧନ ବିଲ୍

ନୂଆଦିଲ୍ଲୀ : କାଟ ଖାଇଲା ସମ୍ବିଧାନ ସଂଶୋଧନ ବିଲ୍ । ଲୋକସଭାରେ ପାରିତ ହୋଇପାରିଲାନି ସମ୍ବିଧାନ ସଂଶୋଧନ ବିଲ୍ । ବିଲ୍ ବିରୋଧରେ ୨୩୦ ଭୋଟ ପଡିଥିଲା। ସପକ୍ଷରେ ପଡିଥିଲା ୨୯୮ ଭୋଟ। ଭୋଟିଂରେ ମୋଟ ୫୨୮ ସଦସ୍ୟ ସାମିଲ ହୋଇଥିଲେ। ୨୦୨୯ ମସିହାରେ ବିଧାନସଭାରେ ମହିଳାମାନଙ୍କ ପାଇଁ ସଂରକ୍ଷଣ କାର୍ଯ୍ୟକାରୀ କରିବା ଏବଂ ଲୋକସଭାର ଆସନ ସଂଖ୍ୟା ବୃଦ୍ଧି କରିବା ପାଇଁ ଏକ ସମ୍ବିଧାନ ସଂଶୋଧନ ବିଲ୍ ଶୁକ୍ରବାର (୧୭ ଏପ୍ରିଲ୍, ୨୦୨୬) ନିମ୍ନ ସଦନରେ […]

Read More Text.

ହର୍ମୁଜ୍ ପ୍ରଣାଳୀ ଖୋଲିଲା ଇରାନ

ନୂଆଦିଲ୍ଲୀ: ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ହର୍ମୁଜ୍ ପ୍ରଣାଳୀ ଖୋଲିବା ନେଇ ଘୋଷଣା କରିଛନ୍ତି। ଯୁଦ୍ଧବିରତିର ଅବଶିଷ୍ଟ ସମୟ ପାଇଁ ହର୍ମୁଜ୍ ପ୍ରଣାଳୀ ସମ୍ପୂର୍ଣ୍ଣ ଖୋଲା ରହିବ ବୋଲି ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି। ସେ କହିଛନ୍ତି ଯେ, ଏହି ପଥ ସମସ୍ତ ବାଣିଜ୍ୟିକ ଜାହାଜ ପାଇଁ ଖୋଲା ରହିବ। ଏହି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସାମାଜିକ ଗଣାମଧ୍ୟମରେ ନିଶ୍ଚିତ କରି ଲେଖିଛନ୍ତି ଯେ, ହରମୁଜ୍ ପ୍ରଣାଳୀ ସମ୍ପୂର୍ଣ୍ଣ […]

Read More Text.

ପୁଣି ରାଜ୍ୟସଭାର ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ ସିଂହ, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପୁଣି ରାଜ୍ୟସଭାର ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ ସିଂହ। ଶୁକ୍ରବାର ଦିନ ରାଜ୍ୟସଭାରେ ଏକ ଐତିହାସିକ ଘଟଣା ରେକର୍ଡ କରାଯାଇଛି। ପ୍ରଥମ ଥର ପାଇଁ ଜଣେ ମନୋନୀତ ସାଂସଦଙ୍କୁ ଉପାଧ୍ୟକ୍ଷ ପଦର ଦାୟିତ୍ୱ ଦିଆଯାଇଛି। ଏହି ଦାୟିତ୍ୱ ହରିବଂଶ ନାରାୟଣ ସିଂହଙ୍କୁ ଦିଆଯାଇଛି, ଯାହାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ସମ୍ପ୍ରତି ରାଜ୍ୟସଭାକୁ ମନୋନୀତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ରାଜ୍ୟସଭାର ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହେବା ପାଇଁ ହରିବଂଶଙ୍କୁ […]

Read More Text.

ଖୁବ୍ ଶୀଘ୍ର ଇରାନ ସହିତ ହେବ ଚୁକ୍ତି, ଶେଷ ହୋଇପାରେ ଯୁଦ୍ଧ: ଟ୍ରମ୍ପ

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ବଡ଼ ବୟାନ। ଇରାନ ସହିତ ଚାଲିଥିବା ଯୁଦ୍ଧ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି ଯେ ଏହି ଯୁଦ୍ଧ ବହୁତ ସୁରୁଖୁରୁରେ ଆଗକୁ ବଢୁଛି ଏବଂ ଏହା ଖୁବ୍ ଶୀଘ୍ର ଶେଷ ହୋଇପାରେ। ଟ୍ରମ୍ପ ସୂଚନା ଦେଇଛନ୍ତି ଯେ ଇରାନ ସହିତ ଏକ ଚୁକ୍ତି ହେବାର ସମ୍ଭାବନା ଅତି ନିକଟତର । ଏହି ସପ୍ତାହ ଶେଷ ସୁଦ୍ଧା ପାକିସ୍ତାନର ଇସଲାମାବାଦରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହୋଇପାରେ । […]

Read More Text.

ଲସ୍କର-ଇ-ତୋଏବାର କୁଖ୍ୟାତ ଆତଙ୍କୀ ଆମିର ହମଜା ଉପରେ ଆଖିବୁଜା ଗୁଳିମାଡ଼

ଲାହୋର: ପାକିସ୍ତାନର ଲାହୋରରେ ଲସ୍କର-ଇ-ତୋଇବାର ଫାଉଣ୍ଡର ସଦସ୍ୟ ଓ କୁଖ୍ୟାତ ଆତଙ୍କୀ ଆମିର ହମଜା ଉପରେ ଆଖିବୁଜା ଗୁଳିମାଡ଼ । ମିଳିଥିବା ସୂଚନା ଅନୁସାରେ, ହମଜା ଲାହୋରରେ ଥିବା ଏକ ନ୍ୟୁଜ ଚ୍ୟାନେଲ ଅଫିସରୁ ଏକ କାର୍ଯ୍ୟକ୍ରମ ସାରିବା ପରେ ଘରକୁ ଯାଉଥିବା ବେଳେ ଏହି ଘଟଣା ଘଟିଛି । ଏହି ଆକ୍ରମଣରେ ସେ ଗୁରୁତର ଭାବରେ ଆହତ ହୋଇ ବର୍ତ୍ତମାନ ହସ୍ପିଟାଲରେ ଜୀବନ ଏବଂ ମୃତ୍ୟୁ ସହ ଲଢୁଛନ୍ତି । ଖବର ମୁତାବକ, ଆଜି ସକାଳ […]

Read More Text.
Loksabha

ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ୍ ଆଗତ, ଆସନ୍ତାକାଲି ଭୋଟିଂ

ନୂଆଦିଲ୍ଲୀ : ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ୍ ଆଗତ । ୧୩୧ତମ ସଂଶୋଧନ ବିଲ୍ କୁ ଉପସ୍ଥାପନ କରିବା ପାଇଁ ଲୋକସଭାରେ ଭୋଟ୍ ଗ୍ରହଣ କରାଯାଇଥିଲା । ଏହି ବିଲ୍ ସପକ୍ଷରେ ୨୦୭ ଜଣ ସାଂସଦ ଭୋଟ୍ ଦେଇଥିବାବେଳେ, ୧୨୬ ଜଣ ଏହାକୁ ବିରୋଧ କରିଛନ୍ତି । ବିରୋଧୀ ଦଳର ସଦସ୍ୟମାନେ ଏହି ବିଲ୍ ଆଗତ କରିବା ବିରୋଧରେ ‘ଡିଭିଜନ ଭୋଟ୍’ ପାଇଁ ଦାବି କରିଥିଲେ। ‘ଡିଭିଜନ’ର ଅର୍ଥ ହେଉଛି ଯେତେବେଳେ ସାଂସଦମାନେ କେବଳ ପାଟିରେ ହଁ କିମ୍ବା […]

Read More Text.

ସ୍କୁଲରେ ଗୁଳିକାଣ୍ଡ: ୪ ମୃତ, ୨୦ରୁ ଅଧିକ ଗୁରୁତର

ନୂଆଦିଲ୍ଲୀ: ପୁଣି ତୁର୍କୀର ଏକ ସ୍କୁଲରେ ଭୟାବହ ଗୁଳିକାଣ୍ଡ । ସ୍କୁଲ ଛାତ୍ରର ଆଖିବୁଜା ଗୁଳିମାଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଗୁରୁତର । ମୃତକଙ୍କ ମଧ୍ୟରେ ତିନି ଛାତ୍ର ଓ ସ୍କୁଲର ଜଣେ ଶିକ୍ଷକ ସାମିଲ ଅଛନ୍ତି। ସ୍କୁଲରେ ଗୁଳିକାଣ୍ଡ ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ଗୁଳିରେ ହତ୍ୟାକାରୀ ଛାତ୍ରର ମୃତ୍ୟୁ ହୋଇଥିବା ଜଣାପଡିଛି । ଦକ୍ଷିଣ-ପୂର୍ବ ତୁର୍କୀର ଆଜେର ଚାଲିକ ମାଧ୍ୟମିକ ବିଦ୍ୟାଳୟରେ ପାଠପଢା ଚାଲିଥିବା […]

Read More Text.

ରାଘବ ଚଢାଙ୍କ ସିକ୍ୟୁରିଟି ପ୍ରତ୍ୟାହାର କଲା ଆପ୍, ମିଳିଲା କେନ୍ଦ୍ର ସରକାରଙ୍କ Z କାଟାଗୋରି ସୁରକ୍ଷା

ନୂଆଦିଲ୍ଲୀ: ପଞ୍ଜାବରେ ଆପ୍ ସରକାର ରାଘବ ଚଢାଙ୍କ ସିକ୍ୟୁରିଟିକୁ ପ୍ରତ୍ୟାହାର କରିନେଇଛି । ଆଉ ରାଘବ ଚଢା କେନ୍ଦ୍ର ସରକାର ସୁରକ୍ଷା ଯୋଗାଇ ଦେବେ ବୋଲି ସୂଚନା ମିଳୁଛି । କେନ୍ଦ୍ର ସରକାର ତାଙ୍କୁ “Z” କାଟାଗୋରି ପ୍ରଦାନ କରିବେ ବୋଲି ଜଣାପଡିଛି । ଦିଲ୍ଲୀ ଏବଂ ପଞ୍ଜାବରେ ତାଙ୍କୁ “Z” କାଟାଗୋରି ମିଳିବ କିନ୍ତୁ ଅନ୍ୟ ସ୍ଥାନରେ Y ପ୍ଲସ ସିକ୍ୟୁରିଟି ଦିଆଯିବ ବୋଲି ଜଣାପଡିଛି । ଆମ ଆଦମୀ ପାର୍ଟି ନିକଟରେ ରାଘବ ଚଢାଙ୍କୁ […]

Read More Text.

ଆଣ୍ଡାମାନ ସାଗରରେ ଡଙ୍ଗା ବୁଡ଼ି ୨୫୦ ନିଖୋଜ

ନୂଆଦିଲ୍ଲୀ : ଆଣ୍ଡାମାନ ସାଗରରେ ମାଲେସିଆ ଅଭିମୁଖେ ଯାଉଥିବା ଡଙ୍ଗା ଆଣ୍ଡାମାନ ସାଗରରେ ବୁଡ଼ିଯାଇଛି । ଘଟଣାରେ ୨୫୦ରୁ ଅଧିକ ଲୋକ ନିଖୋଜ ରହିଛନ୍ତି । ଏଥିରେ ବେଆଇନ ଭାବରେ ଯାତ୍ରା କରୁଥିବା ଅନେକ ଲୋକ ଥିଲେ । ଅଧିକାଂଶ ରୋହିଙ୍ଗ୍ୟା ଶ୍ରମିକ ଏବଂ ବାଂଲାଦେଶୀ ନାଗରିକ । ଅତି କମରେ ୯ ଜଣଙ୍କୁ ଉଦ୍ଧାର କରାଯାଇଛି । ଦି ଡେଲି ଷ୍ଟାର ଏକ ରିପୋର୍ଟ ଅନୁଯାୟୀ, ଡଙ୍ଗାଟି ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ନାଗରିକଙ୍କ ସମେତ ପ୍ରାୟ ୨୫୦-୨୮୦ […]

Read More Text.

ବିହାରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ

ବିହାର: ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ଭାବେ ସମ୍ରାଟ ଚୌଧୁରୀ ଶପଥ ଗ୍ରହଣ କରିଛନ୍ତି ।  ପାଟନାର ଲୋକଭବନରେ ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏଥିସହ ଜେଡିୟୁ ବିଧାୟକ ବିଜୟ ଚୌଧୁରୀ ଏବଂ ବିଜେନ୍ଦ୍ର ଯାଦବ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । NDA ବିଧାୟକ ଦଳର ନେତା ନିର୍ବାଚିତ ହେବା ପରେ ସମ୍ରାଟ ଚୌଧୁରୀ ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ପାଇଁ ନିଜର ଦାବି ରଖିଥିଲେ । ଏହା ପୂର୍ବରୁ […]

Read More Text.