ପାହାଡରେ ମାଡ଼ ହେଲା ଘରୋଇ ବିମାନ, ୨ ମୃତ
ରାୟପୁର : ଛତିଶଗଡ଼ର ଜଶପୁର ଜିଲ୍ଲାରୁ ଏକ ଦୁଃଖଦ ଖବର ଆସିଛି। ସୋମବାର ଦିନ ଆରା ପାହାଡ଼ ସହିତ ଧକ୍କା ହେବା ପରେ ଏକ ଘରୋଇ ଚାର୍ଟର୍ଡ ବିମାନ ଦୁର୍ଘଟଣାରେ ପାଇଲଟ୍ ଏବଂ ସହ-ପାଇଲଟଙ୍କ ମୃତ୍ୟୁ ଘଟିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ବିମାନଟି ପାହାଡ଼ର ଉପର ଭାଗରେ ଧକ୍କା ଖାଇଥିଲା ଏବଂ ପରେ ଅଗ୍ନିକାଣ୍ଡ ଘଟିଥିଲା। ଘଟଣା ପରେ ପ୍ରଶାସନ ଦ୍ୱାରା କରାଯାଇଥିବା ପ୍ରାରମ୍ଭିକ ତଦନ୍ତରୁ ନିଶ୍ଚିତ ହୋଇଛି ଯେ ଏହି ଦୁର୍ଘଟଣାରେ ବିମାନର କମାଣ୍ଡରିଂ […]
Read More Text.