ୟୁକ୍ରେନକୁ ୟୁରୋପ ସହାୟତା କରୁଛି ବୋଲି ସହିପାରିଲେନି ଟ୍ରମ୍ପ

ୱାଶଂଟନ୍‌: ଟ୍ରମ୍ପଙ୍କ ରାଗ ସୀମା ପାର୍‌ । ସହିପାରିଲେନି କି ଆଉ ରହିପାରିଲେନି । ରୋକଠୋକ ଶୁଣାଇ ଦେଲେ ୟୁରୋପକୁ । ୟୁକ୍ରେନକୁ ୟୁରୋପ ସହାୟତା କରୁଛି ବୋଲି ସହିପାରିଲେନି ଟ୍ରମ୍ପ। ୟୁରୋପକୁ ଟାର୍ଗେଟ କରି ଟ୍ରମ୍ପ କହିଲେ ୟୁକ୍ରେନକୁ ଯୁଦ୍ଧ କରିବାକୁ ପ୍ରୋତ୍ସାହନ ବାବଦ ବିପୁଳ ଟଙ୍କା ଦେବ ଏବଂ ସେପଟେ ରୁଷଠାରୁ ତେଲ ଆଉ ଗ୍ୟାସ କିଣିବ । ୟୁରୋପକୁ ଏପରି ତାଚ୍ଛଲ୍ୟ କରି ଟ୍ରମ୍ପ କହିଛନ୍ତି । ଟ୍ରମ୍ପ କହିଛନ୍ତି ୟୁରୋପ ୟୁକ୍ରେନକୁ […]

Read More Text.

ଇତିହାସ ବିଷୟରେ ବାବରନାମା ଓ ମନୁସ୍ମୃତି ସାମିଲ୍ କରିବାକୁ କଡ଼ା ବିରୋଧ: ପ୍ରସ୍ତାବ ପ୍ରତ୍ୟାହାର କରିବ ଦିଲ୍ଲୀ ୟୁନିଭର୍ସିଟି

ନୂଆଦିଲ୍ଲୀ: ଯୁକ୍ତ ଦୁଇ ଇତିହାସ ଅନର୍ସ ପେପରରେ ବାବରନାମା ଓ ମନୁସ୍ମୃତି ସାମିଲ୍‌ କରିବାକୁ ଅଧ୍ୟାପକମାନଙ୍କ କଡ଼ା ବିରୋଧ ପରେ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଯାଉଛି ଦିଲ୍ଲୀ ୟୁନିଭର୍ସିଟି। ଏନେଇ ଉପ-କୁଳପତି(ଭାଇସଚାନସେଲର) ଯୋଗେଶ ସିଂହ ସୂଚନା ଦେଇଛନ୍ତି। ଏହି ପ୍ରସ୍ତାବ ଯେପରି ଏକାଡେମିକ୍ ପରିଷଦ (AC) ସମ୍ମୁଖରେ ନ ଆସେ ତେଣୁ ସେ ତାଙ୍କର ଏମାର୍ଜେନ୍ସି କ୍ଷମତାର ବ୍ୟବହାର କରିବେ ବୋଲି କହିଛନ୍ତି। ଏହି ପାଠ୍ୟ ବିଷୟଗୁଡ଼ିକୁ ବିଶ୍ୱ ବିଦ୍ୟାଳୟରେ କୋର୍ସରେ ସାମିଲ୍ କରିବା ପ୍ରସ୍ତାବକୁ ଗତ […]

Read More Text.

ମହାକୁମ୍ଭ ଆୟୋଜନ ଆମ ପାଇଁ ଅଗ୍ନିପରୀକ୍ଷା ଥିଲା, ଗୋଟିଏ ବି ଅପରାଧ ଘଟି ନାହିଁ: ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭାରେ ସମ୍ୱୋଧନ କରି ସିଏମ୍ ଯୋଗୀ ଆଦିତ୍ୟନାଥ ମହାକୁମ୍ଭର ସଫଳ ଆୟୋଜୱନ କଥା କହିଛନ୍ତି । ସେ ବ୍ୟବସ୍ଥିତ ଆଇନଶୃଙ୍ଖଳାର ଉଦହାରଣ ଦେଇ କହିଛନ୍ତି ଯେ ମହାକୁମ୍ଭରେ ୩୩ କୋଟି ମହିଳା ଆସିଥିଲେ, କିନ୍ତୁ ଉତ୍ପୀଡ଼ନ/ ଅପରାଧର ଗୋଟିଏ ବି ଘଟଣା ଘଟି ନାହିଁ । ମୋଟ ୬୭ କୋଟି ଶ୍ରଦ୍ଧାଳୁ ଆସିଥିଲେ କିନ୍ତୁ ଗୋଟିଏ ବି ଅପରାଧିକ ଘଟଣା ଘଟି ନାହିଁ । ସେ କହିଛନ୍ତି ଯେ ମହାକୁମ୍ଭର ବୃହତ ଆୟୋଜନ […]

Read More Text.

ଯୁବ ଛାତ୍ରମାନେ ଅଧିକ ପ୍ରଭାବଶାଳୀ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହେବେ – ରାଷ୍ଟ୍ରପତି

ଭାରତର ଉଚ୍ଚଶିକ୍ଷାନୁଷ୍ଠାନ ପ୍ରତି ଅନ୍ୟ ଦେଶମାନଙ୍କୁ ଆକୃଷ୍ଟ କରିବା ଏବଂ ଆମ ଦେଶର ଉଚ୍ଚଶିକ୍ଷା ବ୍ୟବସ୍ଥାର ଅନ୍ୟ ଦେଶର ଶିକ୍ଷାନୁଷ୍ଠାନ ସହ ସମ୍ପର୍କ ବୃଦ୍ଧି କରିବା ପାଇଁ ଏହି ପ୍ରୟାସ ହେବା ଉଚିତ୍ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଆଜି ନୂଆଦିଲ୍ଲୀରେ ୨୦୨୪-୨୫ ପରିଦର୍ଶକ ସମ୍ମିଳନୀର ସମାପନୀ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ଏହା କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଅନ୍ତର୍ଜାତୀୟକରଣ ପ୍ରୟାସ ଏବଂ ସହଯୋଗକୁ ସୁଦୃଢ଼ କରିବା ଦ୍ୱାରା ଆମର ଯୁବ ଛାତ୍ରମାନେ ଏକବିଂଶ ଶତାବ୍ଦୀର […]

Read More Text.

ଅର୍ଥନୈତିକ ଅଭିବୃଦ୍ଧିରେ ଏମଏସଏମଇ କ୍ଷେତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ – ମୋଦୀ

ଭାରତର ଅର୍ଥନୈତିକ ଅଭିବୃଦ୍ଧିରେ ଏମଏସଏମଇ ଏକ ପରିବର୍ତନକାରୀ ଭୂମିକା ଗ୍ରହଣ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଭାରତର ଉତ୍ପାଦନ ଏବଂ ଶିଳ୍ପ ଅଭିବୃଦ୍ଧିର ମେରୁଦଣ୍ଡ ହେଉଛି ଆମର ଏମଏସଏମଇ କ୍ଷେତ୍ର।ମଙ୍ଗଳବାର ବଜେଟ ପରବର୍ତ୍ତୀ ୱେବିନାରରେ ଯୋଗ ଦେଇ ଶ୍ରୀ ମୋଦୀ କହିଛନ୍ତି, ସରକାର ଏମଏସଏମଇ କ୍ଷେତ୍ରର ବିକାଶ ଏବଂ ସୁଦୃଢ଼ୀକରଣ ପାଇଁ ପ୍ରତିଶ୍ରୁତିବଦ୍ଧ। ବିଗତ ୧୦ ବର୍ଷ ମଧ୍ୟରେ ଭାରତ ସଂସ୍କାର, ଆର୍ଥିକ ଶୃଙ୍ଖଳା, ସ୍ୱଚ୍ଛତା ଏବଂ ସମାଵେଶୀ ଅଭିବୃଦ୍ଧି ପାଇଁ ନିଜର ପ୍ରତିବଦ୍ଧତାକୁ […]

Read More Text.

ସେବିର ପୂର୍ବତନ ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ ଆଶ୍ଵସ୍ତ, ଏତଲା ଦାୟର ନିର୍ଦେଶ ସ୍ଥଗିତ

ମୁମ୍ବଇ: ଶେୟାର ବଜାର ଠକେଇ ମାମଲାରେ ସେବିର ପୂର୍ବତନ ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ଙ୍କ ଆଶ୍ଵସ୍ତି ମିଳିଛି। ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ(ସେବି)ର ପୂର୍ବତନ ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ ଏବଂ ଅନ୍ୟମାନଙ୍କ ବିରୋଧରେ ଏତଲା ଦାୟର କରିବା ନେଇ ସ୍ଵତନ୍ତ୍ର ଅଦାଲତଙ୍କ ନିର୍ଦେଶ ଉପରେ ରୋକ୍ ଲଗାଇଛନ୍ତି ବମ୍ବେ ହାଇକୋର୍ଟ। ପୂର୍ବତନ ସେବି ମୁଖ୍ୟ ବୁଚ୍ ଏବଂ ଅନ୍ୟ ପାଞ୍ଚ ଜଣ ଶେୟାର ବଜାର ଠକେଇ ପାଇଁ ସେମାନଙ୍କ ବିରୋଧରେ ଏତଲା ଦାୟର […]

Read More Text.

ପଦ ଛାଡ଼ିଲେ ମହାରାଷ୍ଟ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଫଡନାଭିସ୍‌ଙ୍କୁ ଦେଲେ ଇସ୍ତଫା ପତ୍ର

ମୁମ୍ବଇ: ମହାରାଷ୍ଟ୍ର ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ମଙ୍ଗଳବାର ମହାରାଷ୍ଟ୍ର କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହକର୍ମୀ ବାଲ୍ମିକ କରାଡ଼ଙ୍କୁ ସରପଞ୍ଚ ସନ୍ତୋଷ ଦେଶମୁଖଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ କରାଯିବା ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ମୁଣ୍ଡେଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କହିଥିଲେ। ମହାରାଷ୍ଟ୍ରର ଖାଦ୍ୟ ଯୋଗାଣ ଓ ଖାଉଟି ସୁରକ୍ଷା ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ଇସ୍ତଫା ଖବର ସାମ୍ନାକୁ ଆସିବା ପରେ ଫଡନାଭିସ୍ କହିଛନ୍ତି ଯେ, ମୁଣ୍ଡେ ତାଙ୍କ ଇସ୍ତଫା ମୋ ନିକଟରେ ଦାଖଲ କରିଛନ୍ତି। […]

Read More Text.

IIT ବାବା ଅଭୟ ସିଂଙ୍କୁ ହୋଟେଲରୁ ଉଠାଇନେଲା ପୋଲିସ, ପାଖରୁ ଗଂଜେଇ ଜବତ

ପ୍ରୟାଗରାଜରେ ହୋଇଥିବା ମହାକୁମ୍ଭ ମେଳାରେ ବେଶ ଚର୍ଚ୍ଚାକୁ ଆସିଥିଲେ ଆଇଆଇଟି ବାବା ଅଭୟ ସିଂ । ଏବେ ଆଇଆଇଟି ବାବାଙ୍କୁ ଅଟକ ରଖିଛି ଜୟପୁର ପୋଲିସ । ସେ ସୋସିଆଲ ମିଡିଆରେ ଜୀବନ ହାରିବାକୁ ଧମକ ଦେଇଥିଲେ । ଏହାପରେ ସେ ରହୁଥିବା ହୋଟେଲକୁ ଯାଇ ବାବାଙ୍କୁ ଅଟକ ରଖିଛି ପୋଲିସ । ବାବାଙ୍କ ନିକଟରେ ଗଂଜେଇ ମଧ୍ୟ ମିଳିଛି । ତାଙ୍କ ବିରୋଧରେ ଏନଡିପିଏସ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଜୟପୁର ପୋଲିସ ଏବେ […]

Read More Text.

ଚମୋଲି ହିମସ୍ଖଳନ : ବଞ୍ଚିଲା ୪୬ ଜୀବନ, ସମସ୍ତ ଉଦ୍ଧାରକାରୀ ଦଳକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ଧାମି

ଉତ୍ତରାଖଣ୍ଡ ଚମୋଲିର ମାଣାରେ ୩ ଦିନ ପୂର୍ବରୁ ହୋଇଥିବା ହିମସ୍ଖଳନର ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ୩ ଦିନ ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟ ଆଜି ଶେଷ ହୋଇଛି । ହିମଖଣ୍ଡ ତଳୁ ୪୬ ଜଣଙ୍କୁ ମିଳିଲା ନୂଆ ଜୀବନ । ଉତ୍ତରାଖଣ୍ଡ ବଦ୍ରିନାଥ ହିମସ୍ଖଳନରେ ଫସିଥିବା ୫୪ ଶ୍ରମିକଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ଘଟିଛି । ଆହତ ଶ୍ରମିକଙ୍କୁ ଅଧିକ ଚିକିତ୍ସା ପାଇଁ ଯୋଶୀମଠରେ ଥିବା ଆର୍ମୀ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି । […]

Read More Text.

ଆମେରିକା ସହ ମିନେରାଲ ଡିଲ୍ ପାଇଁ ୟୁକ୍ରେନ ପ୍ରସ୍ତୁତ

ଆମେରିକା ସହ ମିନେରାଲ ଡିଲ୍ ପାଇଁ ୟୁକ୍ରେନ ରାଜି ।  ଲଣ୍ଡନ ସମ୍ମିଳନୀରେ ଅବସରରେ ଏହା କହିଛନ୍ତି ଜେଲେନସ୍କି ।  ସେ କହିଛନ୍ତି ଆମେରିକା ସହ ଖଣି ଡିଲ୍ ପାଇଁ ଆମେ ପ୍ରସ୍ତୁତ ।  ଆମେରିକା ମଧ୍ୟ ଅନୁରୂପ ଭାବେ ପ୍ରସ୍ତୁତ ବୋଲି ମୁଁ ଆଶା କରୁଛି। କାରଣ ଏହା ଏକ ଦ୍ବିପାକ୍ଷିକ କାର୍ଯ୍ୟ । ଦୁଇ ଦିନ ପୂର୍ବରୁ ଟ୍ରମ୍ପଙ୍କ ସହ ଯୁକ୍ତିତର୍କ ପରେ ହ୍ବାଇଟ ହାଉସରୁ ବିଦା ହୋଇଥିଲେ ଜେଲେନସ୍କି ।  ଖଣି ରାଜିନାମାରେ […]

Read More Text.