‘ମୋ ଭିତରେ ଥିବା କ୍ରୋଧକୁ ମୁଁ ଶବ୍ଦରେ ବଖାଣି ପାରୁନାହିଁ’ – ଶାହାରୁଖ

ପହଲଗାମ: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସାରା ଦେଶରଲୋକଙ୍କୁ ମର୍ମାହତ କରିଛି। ଏପରି ପରିସ୍ଥିତିରେ ରାଜନେତାମାନଙ୍କ ଠାରୁ ଆରମ୍ଭ କରି କ୍ରିକେଟ ଓ କଳାକାରମାନେ ଇନଷ୍ଟାଗ୍ରାମରେ ପୋଷ୍ଟ ଜରିଆରେ ଆତଙ୍କବାଦୀଙ୍କ ଆକ୍ରମଣକୁ କଡ଼ା ନିନ୍ଦା କରିବା ସହିତ ଭାରତ ନିଶ୍ଚୟ ଏହାର କଡା ଜବାବ ଦେବ ବୋଲି ଦାବି କରିଛନ୍ତି। ଏହି କ୍ରମରେ ଶାହରୁଖ ଖାନ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି- ‘ପହଲଗାମରେ ହୋଇଥିବା ହିଂସା ଏବଂ ଅମାନବୀୟ କାର୍ଯ୍ୟ ପାଇଁ ମୁଁ ଦୁଃଖିତ […]

Read More Text.

ମୁସଲମାନଙ୍କୁ ଦମନ କରାଯାଉଥିବାରୁ ଏପରି ଆକ୍ରମଣ ହେଉଛି – ପ୍ରିୟଙ୍କାଙ୍କ ସ୍ବାମୀ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଆକ୍ରମଣକୁ ଶାସକ ଏବଂ ବିରୋଧୀ ଦଳର ସମସ୍ତ ନେତା କଡ଼ା ସମାଲୋଚନା କରିଛନ୍ତି। ଏହି ସମୟରେ, କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭାଡ୍ରାଙ୍କ ପକ୍ଷରୁ ଏହି ମାମଲାକୁ ନେଇ ଏକ ବିବାଦୀୟ ବୟାନ ଆସିଛି। ସେ କହିଛନ୍ତି ଯେ ମୁସଲମାନଙ୍କୁ ଦମନ କରାଯାଉଥିବାରୁ ଏପରି ଆକ୍ରମଣ ହେଉଛି । ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ରବର୍ଟ ଭାଡ୍ରା […]

Read More Text.

ପହଲଗାମ୍‌ ଆକ୍ରମଣର ଦୃଢ଼ ଜବାବ ଦିଆଯିବ: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : ପହଲଗାମ ଆକ୍ରମଣର ଦୃଢ଼ ଜବାବ ଦିଆଯିବ ବୋଲି ବୁଧବାର କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ଘଟଣାର ଜବାବ ଦେବା ଲାଗି ଯାହା ଆବଶ୍ୟକ ଏବଂ ଉପଯୁକ୍ତ ସରକାର ସେ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ନେବେ ବୋଲି ରାଜନାଥ କହିଛନ୍ତି। ଆକ୍ରମଣକାରୀ ଆତଙ୍କବାଦୀ ଏବଂ ଘଟଣା ପଛର ମାଷ୍ଟରମାଇଣ୍ଡ ଖୁବଶୀଘ୍ର ଉଚିତ ଏବଂ ବଡ଼ ଧରଣର ଜବାବ ପାଇବେ ବୋଲି ସେ ଚେତାବନୀ ଦେଇଛନ୍ତି। ସୂଚନାଯୋଗଁ, ଜାମ୍ମୁ-କାଶ୍ମୀରର ପହଲଗାମଠାରେ ଗତ ମଙ୍ଗଳବାର […]

Read More Text.

ଛାନିଆରେ କାଶ୍ମୀର ଛାଡୁଛନ୍ତି ପର୍ଯ୍ୟଟକ

ଶ୍ରୀନଗର: ସବୁଠି ଭୟ… ସବୁଠି ଆତଙ୍କର ବାତାବରଣ । ପହଲଗାମ୍ ଆତଙ୍କୀ ହମଲା ପରେ ଏବେ ଛାନିଆ କାଶ୍ମୀର ବୁଲି ଯାଇଖିବା ପର୍ଯ୍ୟଟକ । କେମିତି ଘରେ ପହଞ୍ଚିବେ ଏବଂ ସେମାନଙ୍କ ମୂଲ୍ୟବାନ ଜୀବନକୁ ସୁରକ୍ଷିତ ରଖି ନିଜ ଆତ୍ମୀୟଙ୍କ ପାଖରେ ପହଞ୍ଚିବାରେ ସକ୍ଷମ ହେବେ ଏବେ ସମସ୍ତଙ୍କୁ ସେହି ନିଶା ଘାରିଛି । ତେଣୁ ବୁଲା ବୁଲି ବନ୍ଦ କରି ବିଭିନ୍ନ ରାଜ୍ୟର ଲୋକେ ଏବେ ଘର ମୁହାଁ ହେଉଛନ୍ତି ଏବଂ କାଶ୍ମୀର ଛାଡୁଛନ୍ତି । […]

Read More Text.

କଲମା ପଢ଼ି ନପାରିବାରୁ ଶୁଭମଙ୍କୁ ଗୁଳି ମାରିଲେ ଆତଙ୍କବାଦୀ, ୨ମାସ ତଳେ ହୋଇଥିଲା ବିବାହ

କାନପୁର: ଦୁଇ ମାସ ପୂର୍ବେ କାନପୁରର ଶୁଭମ ଦ୍ୱିବେଦୀ ଏକ ନୂତନ ଜୀବନ ଆରମ୍ଭ କରିଥିଲେ। ଶେରୱାନି ପିନ୍ଧି, ଘୋଡା ଚଢି, ମଞ୍ଚ ଉପରେ ନାଚିଥିଲେ ଏବଂ ନିଜ ଜୀବନସାଥୀ ଐଷ୍ଣ୍ୟାଙ୍କ ହାତ ଧରିଥିଲେ। ପ୍ରତ୍ୟେକ ମୁହୂର୍ତ୍ତ ଏକ ଉତ୍ସବ ଥିଲା। ପ୍ରତ୍ୟେକ ଫଟୋରେ ଶୁଭମ ଓ ଐଷ୍ଣ୍ୟାଙ୍କ ଖୁସି ସ୍ପଷ୍ଟ ବାରି ହୋଇପଡ଼ୁଥିଲା। କିନ୍ତୁ କିଏ ଜାଣିଥିଲା ​​ଯେ ମାତ୍ର ଦୁଇ ମାସ ପରେ ଏହି ହସ ଲୁହର ବନ୍ୟାରେ ପରିଣତ ହେବ ଏବଂ ଶୁଭମଙ୍କ […]

Read More Text.

ହିନ୍ଦୁମାନେ ଟଳିପଡ଼ିବା ପର୍ଯ୍ୟନ୍ତ ସେମାନେ ଗୁଳି କରୁଥି‌ଲେ: ମୃତକଙ୍କ ଶାଶୂ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଜମ୍ମ-କଶ୍ମୀରର ପହଲଗାମରେ ହୋଇଥିବା ସବୁଠାରୁ ଭୟଙ୍କର ଆକ୍ରମଣରେ ୨୮ ଜଣ ନିହତ ‌ହୋଇଛନ୍ତି। ମୃତ୍ୟୁ ବରଣ କରିଥିବା ପର୍ଯ୍ୟଟକମାନଙ୍କ ମଧ୍ୟରୁ ବେଙ୍ଗାଲୁରୁର ଟେକ୍‌ନିସିଆନ୍‌ ଭାରତ ଭୂଷଣଙ୍କ ନାମ ବି ରହିଛି। ସୂତ୍ରରୁ ଜାଣିବାକୁ ମିଳିଛି ଯେ ଆତଙ୍କବାଦୀମାନେ ତାଙ୍କ ସ୍ତ୍ରୀ ଏବଂ ତିନି ବର୍ଷର ପୁଅ ସାମ୍ନାରେ ଗୁଳି କରି ତାଙ୍କୁ ହତ୍ୟା କରିଥିଲେ। ଶ୍ରୀ ଭୂଷଣଙ୍କ ଶାଶୂ, (ଯିଏ ଗତକାଲି ଅପରାହ୍ନରେ ତାଙ୍କ “ବଞ୍ଚିଯାଇଥିବା” ଝିଅ ସହିତ କଥା ହୋଇଥିଲେ) କହିଛନ୍ତି […]

Read More Text.

ଶାହଙ୍କ ବଡ଼ ବୟାନ: ଆତଙ୍କବାଦୀଙ୍କ ଆଗରେ ନଇଁବନି ଭାରତ

ପହଲଗା‌ମ୍‌: ପହଲଗାମ୍ ଆତଙ୍କୀ ଆକ୍ରମଣକୁ ନେଇ ଶାହଙ୍କ ବୟାନ। ଆତଙ୍କବାଦୀଙ୍କ ଆଗରେ ନଇଁବନି ଭାରତ। ଆକ୍ରମଣକାରୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବନି। ସବୁ ପରିସ୍ଥିତିକୁ ସାମ୍ନା କରିବ କିନ୍ତୁ ଆତଙ୍କବାଦୀଙ୍କ ଆଗରେ ହାର ମାନିବ ନାହିଁ । ଏଥିସହ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ। ଶ୍ରୀନଗରରେ ୨୮ ଜଣ ମୃତକଙ୍କୁ ପୁଷ୍ପମାଲ୍ୟ ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ । ଏହାସହ ମେଡିକାଲରେ ଆହତଙ୍କୁ ଭେଟିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଆହତଙ୍କ ପରିବାରକୁ […]

Read More Text.

ପହଲଗାମ୍ ହମ୍‌ଲା: ୧୦ ଲକ୍ଷ ସହାୟତା ଘୋଷଣା, ୩ ଆତଙ୍କୀଙ୍କ ସ୍କେଚ୍‌ ଜାରି

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପହଲଗାମ୍ ଆତଙ୍କୀ ହମଲା ଘଟଣା। ଜମ୍ମୁ କାଶ୍ମୀର ସରକାରଙ୍କ ପକ୍ଷରୁ ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷର କ୍ଷତିପୂରଣ ସହାୟତା ଘୋଷଣା କରାଯାଇଛି। ଏପରିକି ଆକ୍ରମଣକାରୀ ୩ ଆତଙ୍କୀଙ୍କ ସ୍କେଚ୍‌ ମଧ୍ୟ ଜାରି କରାଯାଇଛି। ୩ ଜଣ ଆତଙ୍କବାଦୀ ହେଲେ ଅସିଫ୍ ଫୌଜି, ସୁଲେମାନ୍ ଶା ଏବଂ ଅବୁ ତଲ୍ଲାର । ଆଜି ସନ୍ଧ୍ୟା ୬ଟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସିସିଏସ୍‌ ବୈଠକ ଅନୁଷ୍ଠିତ ହେବ। ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ୍ ବୈଠକ ଡକାଇଛନ୍ତି ପିଏମ୍ ମୋଦୀ। ଏହି […]

Read More Text.

ପହଲଗାମ ଘଟଣାରେ ଆମେ ସରକାରଙ୍କ ସହ ଅଛୁ – କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୩।୪: ଜମ୍ମୁ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଶାସକ ଏବଂ ବିରୋଧୀ ଦଳର ସମସ୍ତ ନେତା କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ବୁଧବାର ଟୁଇଟରରେ ପୋଷ୍ଟ କରି କହିଛନ୍ତି ଯେ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କ ହତ୍ୟା ଅତ୍ୟନ୍ତ ଦୁଃଖଦ। ସେ କହିଛନ୍ତି ଯେ କଂଗ୍ରେସ ପାର୍ଟି ଏହି ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛି। ଏହି ଆକ୍ରମଣ ଆମ ଦେଶର ଏକତା ଏବଂ ଅଖଣ୍ଡତା ଉପରେ ଏକ କାପୁରୁଷୋଚିତ ଆକ୍ରମଣ। ୨୦୦୦ ମସିହାରେ […]

Read More Text.

ପାକିସ୍ତାନ ସହ ଖେଳିବା ନେଇ ବିସିସିଆଇର ପ୍ରତିକ୍ରିୟା : ଆମ ସରକାର ଯାହା କହିବେ ଆମେ ସେଇଆ କରିବୁ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶବାସୀ ନ୍ୟାୟ ମାଗୁଛନ୍ତି। ଏହି ଛାତିଥରା ଆକ୍ରମଣର ଦାୟିତ୍ୱ ପାକିସ୍ତାନସ୍ଥିତ ଲସ୍କର-ଏ-ତୈବା (ଏଲ୍‌ଇଟି) ଆତଙ୍କବାଦୀ ଗୋଷ୍ଠୀର ଅଂଶ ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ (ଟିଆରଏଫ୍) ନେଇଛି। ଏହି ଘଟଣାକୁ ନେଇ ସାରା ଦେଶରେ କ୍ରୋଧର ଲହରୀ ଖେଳିଯାଇଥିବା ବେଳେ କ୍ରିକେଟ ଜଗତରେ ଏହାର ପ୍ରଭାବ ପଡ଼ିଛି। ଏହି ଘଟଣା ପରେ ବିସିସିଆଇ ପାକିସ୍ତାନ ପ୍ରତି ନିଜର କ୍ରୋଧ ପ୍ରକାଶ କରିଛି। ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଏହି ଆତଙ୍କବାଦୀ […]

Read More Text.