ଜୁନ୍ ପହିଲାରୁ ପ୍ରତି ମାସରେ ମହିଳାଙ୍କୁ ମିଳିବ ୩ ହଜାର ?

କଲକାତା : ମହିଳାଙ୍କ ପାଇଁ ଖୁସି ଖବର। ଜୁନ ପହିଲାରୁ ମହିଳାଙ୍କୁ ମିଳିବ ୩ ହଜାର ଟଙ୍କା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ପଶ୍ଚିମବଙ୍ଗ କ୍ୟାବିନେଟ୍ ଅନ୍ନପୂର୍ଣ୍ଣା ଭଣ୍ଡାର ଯୋଜନା ଅଧୀନରେ ମହିଳାଙ୍କ ପାଇଁ ୩,୦୦୦ ଟଙ୍କାର ସହାୟତା ରାଶିକୁ ଅନୁମୋଦନ କରିଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ, ପଶ୍ଚିମବଙ୍ଗ କ୍ୟାବିନେଟ୍ ଅନ୍ନପୂର୍ଣ୍ଣା ଭଣ୍ଡାର ଯୋଜନା ଅଧୀନରେ ମହିଳାମାନଙ୍କ ପାଇଁ ୩,୦୦୦ ସହାୟତା ମଞ୍ଜୁର କରିଛି। ସରକାର ପର୍ଯ୍ୟାୟକ୍ରମେ ଏହି ଯୋଜନା ଆରମ୍ଭ କରିବାକୁ […]

Read More Text.

ସୁପ୍ରିମ ରାୟ : SIR ସଂପୂର୍ଣ୍ଣ ବୈଧ, ଭୋଟର ତାଲିକା ସଂଶୋଧନ କ୍ଷମତା ନିର୍ବାଚନ କମିଶନଙ୍କ ରହିଛି:

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଭୋଟର ତାଲିକା ସଂଶୋଧନ (SIR) ବୈଧ । ନିର୍ବାଚନ କମିଶନଙ୍କ ସ୍ପେଶାଲ୍ ଭୋଟର ଯାଞ୍ଚକୁ କୋର୍ଟଙ୍କ ମଞ୍ଜୁରୀ । ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇ ନିର୍ବାଚନ କମିଶନଙ୍କ ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍ (SIR) ବା ଭୋଟର ତାଲିକାର ସ୍ୱତନ୍ତ୍ର ଓ ଗଭୀର ସଂଶୋଧନ ପ୍ରକ୍ରିୟାକୁ କାଏମ ରଖିଛନ୍ତି । କୋର୍ଟ SIRକୁ ଏକ ବୈଧ ଏବଂ ସାମ୍ବିଧାନିକ ପ୍ରକ୍ରିୟା ଭାବରେ ବର୍ଣ୍ଣନା କରିଛନ୍ତି । କୋର୍ଟ ଆହୁରି କହିଛନ୍ତି, ଏହି […]

Read More Text.

ମନି ଲଣ୍ଡରିଂ ମାମଲା: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଘରେ ଇଡ଼ି ରେଡ୍

ଥିରୁଅନନ୍ତପୁରମ : କୋଚିନ୍ ମିନେରାଲ୍ସ ଆଣ୍ଡ ରୁଟାଇଲ ଲିମିଟେଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡ଼ିର ବଡ଼ କାର୍ଯ୍ୟାନୁଷ୍ଠାନ । ଇଡ଼ି କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଆଇ(ଏମ) ର ବରିଷ୍ଠ ନେତା ପିନାରାୟୀ ବିଜୟନଙ୍କ ବାସଭବନରେ ରେଡ୍ କରିଛି । ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ କେରଳର ପ୍ରାୟ ୧୦ ଟି ସ୍ଥାନରେ ଚଢ଼ାଉ ଜାରି ରହିଛି, ଯେଉଁଥିରେ ପିନାରାୟୀ ବିଜୟନଙ୍କ ଥିରୁଅନନ୍ତପୁରମ ସ୍ଥିତ ଭଡ଼ା ଘର ମଧ୍ୟ ସାମିଲ ରହିଛି […]

Read More Text.

ପୁରୀରୁ ଗିରଫ ହେଲେ TMC ବିଧାୟକ ଦିଲ୍ଲୀପ ମଣ୍ଡଳ : କୋଲକାତା ନେଲା ଏସଟିଏଫ୍

ପୁରୀ : ଓଡ଼ିଶାରୁ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ଗିରଫ। ପୁରୀରୁ ପୂର୍ବତନ ପରିବହନ ମନ୍ତ୍ରୀ ଦିଲ୍ଲୀପ ମଣ୍ଡଳ ଗିରଫ । ପୁରୀ ବଳିଆପଣ୍ଡା ସ୍ଥିତ ହୋଟେଲ ବ୍ଲୁ ଲିଲିରୁ ଗିରଫ କଲା ଏସଟିଏଫ୍ l ଗିରଫ ପରେ ଦିଲ୍ଲୀପଙ୍କୁ କୋଲକାତା ଅଭିମୁଖେ ନେଇଗଲା କୋଲକତା ଏସଟିଏଫ୍ । ଉତ୍ତେଜନାମୂଳକ ଭାଷଣ ଦେବା, ସାମ୍ପ୍ରଦାୟିକ ସଦଭାବନା ବିଗାଡ଼ିବା ଏବଂ ବିଜେପି ନେତା-କର୍ମୀଙ୍କୁ ଖୋଲାଖୋଲି ଧମକ ଦେବା ଅଭିଯୋଗରେ ତାଙ୍କ ବିରୋଧରେ ଏକାଧିକ ଜାମିନ-ବିହୀନ ମାମଲା ରୁଜୁ ହୋଇଥିଲା । ପ୍ରଥମେ […]

Read More Text.

ରିକ୍ତ କୋଳକୁ ମିଳିଲା ପୂର୍ଣ୍ଣତା : ଉଦାଭମ୍ କରଙ୍ଗଲ୍‌ର କାହାଣୀ

ନିଃସଙ୍ଗତାରୁ ଆତ୍ମୀୟତା: ପରିତ୍ୟକ୍ତ ଶିଶୁଙ୍କ ପାଇଁ ସାହାଜ୍ୟର ହାତ ବଢ଼ାଇ ଜଣେ ମଣିଷ ପାଲଟିଛନ୍ତି ଶତାଧିକ କନ୍ୟାଙ୍କ ‘ପାପା’ ସମାଜରେ ଯେଉଁଠି ପରିତ୍ୟକ୍ତ କନ୍ୟା ସନ୍ତାନମାନେ ଅବହେଳା, ପ୍ରତ୍ୟାଖ୍ୟାନ ଓ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଆନ୍ତି, ସେଇଠି ‘ଉଦାଭମ୍ କରଙ୍ଗଲ୍’ ଏବଂ ଏହାର ପ୍ରତିଷ୍ଠାତା ସମ୍ପାଦକ ଏସ୍. ବିଦ୍ୟାକର ଏକ ମାନବିକତାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ଅନନ୍ୟ ମାନବିକ ଯାତ୍ରା ୧୯୮୩ ମସିହାରେ ଚେନ୍ନାଇରୁ ଆରମ୍ଭ ହୋଇଥିଲା, ଯେତେବେଳେ ଶ୍ରୀ ବିଦ୍ୟାକର ଜଣେ ନିଷ୍ପାପ […]

Read More Text.

ପଶ୍ଚିମବଙ୍ଗରେ ଏବେ ୫ ଟଙ୍କାରେ ମିଳିବ ଭାତ-ମାଛ, ଘୋଷଣା କଲେ ଶୁଭେନ୍ଦୁ ସରକାର

କୋଲକତା : ଓଡ଼ିଶା ଭଳି କୋଲକତାରେ ମିଳିବ ୫ ଟଙ୍କିଆ ମିଲ୍ । ହେଲେ ଭାତ ଡାଲମା ନୁହେଁ ବରଂ ଭାତ-ମାଛ ମିଳିବ । ଏନେଇ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ରାଜ୍ୟର ଥିବା ୪୦୦ଟି ସ୍ୱତନ୍ତ୍ର କ୍ୟାଣ୍ଟିନରେ ୫ ଟଙ୍କାରେ ମାଛ-ଭାତ ଯୋଗାଇ ଦିଆଯିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଛନ୍ତି । କଲ୍ୟାଣୀରେ ଆୟୋଜିତ ଏକ ପ୍ରଶାସନିକ ବୈଠକରେ ଲୋକଙ୍କୁ ସମ୍ବୋଧନ କରି ଅଧିକାରୀ କହିଛନ୍ତି ଯେ, ସବସିଡିଯୁକ୍ତ […]

Read More Text.

ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍, ହରମୁଜ୍ ପ୍ରଣାଳୀରେ ଉତ୍ତେଜନା

ନୂଆଦିଲ୍ଲୀ: ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍। ହରମୁଜ୍ ପ୍ରଣାଳୀରେ ବଢ଼ିଲା ଉତ୍ତେଜନା । ହରମୁଜ୍ ପ୍ରଣାଳୀରେ ଆତ୍ମରକ୍ଷା ପାଇଁ ଇରାନୀ ଘାଟି ଉପରେ ଆମେରିକାର ଆକ୍ରମଣ। ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳମାର୍ଗ ‘ଷ୍ଟ୍ରେଟ ଅଫ ହର୍ମୁଜ’ ରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କୋର୍ପସ ବା IRGCର ବିପଦକୁ ଦେଖି ଆତ୍ମରକ୍ଷା ପାଇଁ ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ବା CENTCOM ଦକ୍ଷିଣ ଇରାନରେ ଏକ ସୀମିତ ସାମରିକ କାର୍ଯ୍ୟାନୁଷ୍ଠାନ […]

Read More Text.

ଧର୍ମେନ୍ଦ୍ରଙ୍କୁ ମିଳିଲା ମରଣୋତ୍ତର ପଦ୍ମ ବିଭୂଷଣ, ଗ୍ରହଣ କଲେ ପତ୍ନୀ ହେମା ମାଳିନୀ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୬ ବର୍ଷ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ୬୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଛି । ୨୦୨୬ ମସିହାରେ ସ୍ୱର୍ଗତ ଅଭିନେତା ଧର୍ମେନ୍ଦ୍ର ଦେଓଲଙ୍କୁ ପ୍ରଥମେ ମରଣୋତ୍ତର ଭାବରେ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଥିଲା । ତାଙ୍କ ପତ୍ନୀ, ଅଭିନେତ୍ରୀ ହେମା ମାଳିନୀ ଏହି ପୁରସ୍କାର ଗ୍ରହଣ କରିଥିଲେ । ସିନେମା ଜଗତରେ ତାଙ୍କର ଅତୁଳନୀୟ ଯୋଗଦାନ ଏବଂ ଅମୂଲ୍ୟ […]

Read More Text.

ବକ୍ରି ଇଦ୍ ପାଇଁ CUET-UG ପରୀକ୍ଷା ସ୍ଥଗିତ, ଖୁବଶୀଘ୍ର ନୂଆ ତାରିଖ ଘୋଷଣା

ନୂଆଦିଲ୍ଲୀ : ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି CUET-UG ପରୀକ୍ଷାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି । ୨୮ ମଇକୁ ହେବାକୁ ଥିବା CUET-UG ପରୀକ୍ଷାକୁ ସ୍ଥଗିତ କରାଯାଇଛି । ବକ୍ରି ଇଦ୍ ପାଇଁ ଘୁଞ୍ଚିଲା CUET-UG ପରୀକ୍ଷା । ଖୁବ୍ ଶୀଘ୍ର ପ୍ରକାଶ ପାଇବ ନୂଆ ତାରିଖ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଦ୍ୱାରା ପରିଚାଳିତ ହେବାକୁ ଥିବା କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡରଗ୍ରାଜୁଏଟ୍ (CUET-UG) ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଆସନ୍ତା ମେ ୨୮ […]

Read More Text.

ଶାମୁକା ସଂଗ୍ରହ ବେଳେ ନଦୀରେ ଭାସି ୮ ମୃତ, ଅନେକ ନିଖୋଜ

କର୍ଣ୍ଣାଟକ : ଉତ୍ତର କନ୍ନଡ ଜିଲ୍ଲାର ଥଟ୍ଟେ ହକ୍କଲୁ ନଦୀରେ ଅଘଟଣ । ନଦୀର ପ୍ରଖର ସ୍ରୋତରେ ଭାସିଗଲେ ପରିବାରର ୮ ସଦସ୍ୟ । ଏମାନଙ୍କ ଭିତରେ ୭ ଜଣ ମହିଳା ଥିବା ଜଣାପଡିଛି । ସ୍ଥାନୀୟ ଲୋକ ଉଦ୍ଧାର ପାଇଁ ଚେଷ୍ଟା କରୁଛନ୍ତି । ତେବେ ଏମାନେ ନଦୀରେ ଶାମୁକା ଖୋଜି ଏକାଠି କରୁଥିବା ବେଳେ ଏଭଳି ଅଘଟଣ ଘଟିଛି । ଖବର ମୁତାବକ, ଶିରାଲୀ ଗାଁର ପ୍ରାୟ ୧୪ ଜଣ ଲୋକ ନଦୀରେ ଶାମୁକା ଏକାଠି […]

Read More Text.