ଅରୁଣଭା ଘୋଷ ସିଓପି-୩୦ର ଦକ୍ଷିଣ ଏସିଆ ପ୍ରତିନିଧି ନିଯୁକ୍ତ
ନୂଆଦିଲ୍ଲୀ : ଏସିଅର ଅଗ୍ରଣୀ ଥିଙ୍କ ଟ୍ୟାଙ୍କ୍ କାଉନସିଲ ଅନ୍ ଏନର୍ଜୀ, ଏନଭାଇରନମେଣ୍ଟ ଆଣ୍ଡ ଓ୍ବାଟର(ସିଇଇଡବ୍ଲ୍ୟୁ)ର ସିଇଓ ଡ. ଅରୁଣଭା ଘୋଷ ସିଓପି-୩୦(କୋଅପରେସନ ଅଫ୍ ପାର୍ଟିଜ)ର ଦକ୍ଷିଣ ଏସିଆ ପ୍ରତିନିଧି ଭାବେ ନିଯୁକ୍ତ ହୋଇଛନ୍ତି। ସିଓପି-୩୦ ଆସନ୍ତା ନଭେମ୍ବରରେ ବ୍ରାସିଲଠାରେ ଅନୁଷ୍ଠିତ ହେବ। ଏଥିରେ ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡମ, ମେକ୍ସିକୋର ପୂର୍ବତନ ବୈଦେଶିକ ବ୍ୟାପାର ସଚିବ ପାଟ୍ରିସିଆ ଏସପିନୋସା, ଫ୍ରାନ୍ସର ଜଳବାୟୁ ପରିବର୍ତ୍ତନ ଆମ୍ବାସାଡର ଲରେନ୍ସ ତୁବିଆନା, ସିଓପି-୨୮ ୟୁଏଇର ପ୍ରଥମ ମହାନିର୍ଦେଶକ ଆଦନାନ […]
Read More Text.