କୋକ୍ରୋଚ୍ ଜନତା ପାର୍ଟିର ପ୍ରତିବାଦ ଉପରେ ତୁରନ୍ତ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀରେ କୋକ୍ରୋଚ୍ ଜନତା ପାର୍ଟି ( ସିଜେପି)ର ଏକ ଶୋଭାଯାତ୍ରା ସମୟରେ ଛାତ୍ର ପ୍ରତିବାଦକାରୀଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଏକ ଆବେଦନର ଜରୁରୀ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ବୁଧବାର ମନା କରିଦେଇଛନ୍ତି। ଆଇନଜୀବୀ ନରେନ୍ଦ୍ର ମିଶ୍ର ମୁଖ୍ୟ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସମ୍ମୁଖରେ ଏହି ମାମଲା ଉଲ୍ଲେଖ କରି ଶୀଘ୍ର ଶୁଣାଣି କରିବାକୁ ଅନୁରୋଧ କରିଥିଲେ। ସିଜେଆଇ ପାଲଟା ଜବାବ ଦେଇଥିଲେ, “ଆମର ସମୟ ନଷ୍ଟ କରନ୍ତୁ […]

Read More Text.
Neet2

NEET ପେପର ଲିକ୍ କୁ ନେଇ ଦେଶବ୍ୟାପୀ ବିକ୍ଷୋଭ, ଅନେକ ରାଜ୍ୟରେ ରାସ୍ତାକୁ ଓହ୍ଲାଇଲେ ଛାତ୍ର

ନୂଆଦିଲ୍ଲୀ : NEET ପେପର ଲିକ୍ କୁ ନେଇ ଦେଶବ୍ୟାପୀ ବିକ୍ଷୋଭ । ଅନେକ ରାଜ୍ୟରେ ଛାତ୍ର ଓ କଂଗ୍ରେସର ପ୍ରତିବାଦ । NEET-UG ୨୦୨୬ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଏବଂ ଦିଲ୍ଲୀରେ ଛାତ୍ର ପ୍ରତିବାଦ ସମୟରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ବିକ୍ଷୋଭ ଜୋରଦାର ହୋଇଛି । ଛାତ୍ର ସଂଗଠନଙ୍କ ସହ ବିରୋଧୀ ଦଳମାନେ ମଧ୍ୟ ରାସ୍ତାକୁ ଓହ୍ଲାଇ କେନ୍ଦ୍ର ସରକାର ବିରୋଧରେ ପ୍ରତିବାଦ କରୁଛନ୍ତି । ବିହାରର ପାଟନାରେ ହଜାର ହଜାର ଛାତ୍ର […]

Read More Text.
Delhi metro

ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀରେ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ

ନୂଆଦିଲ୍ଲୀ : ଦିଲ୍ଲୀର ଜନ୍ତରମନ୍ତରରେ CJP Protest ଚାଲିଛି । ମଙ୍ଗଳବାର ରାତିରେ ଜନ୍ତର ମନ୍ତର ଏବଂ କନୋଟ ପ୍ଲେସ୍ ଅଞ୍ଚଳରେ ସିଜେପି ପ୍ରଦର୍ଶନକାରୀ ଉତ୍ତେଜନା କରିଥିଲେ । ଏହାପରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା । ଏହାରି ଭିତରେ ବଡ଼ ନିଷ୍ପତ୍ତି ନେଇଛି DMRC । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ପକ୍ଷରୁ ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ ରହିବ ବୋଲି ସୂଚନା ମିଳିଛି । ସୂଚନା ମୁତାବକ, ରାଜୀବ ଛକ, ପଟେଲ ଛକ ମେଟ୍ରୋ […]

Read More Text.

ଆସାମରେ ଭୟଙ୍କର ବନ୍ୟା, ଗୋଟିଏ ଦିନରେ ୨୧ ମୃତ

ଆସାମ : ପ୍ରବଳ ବର୍ଷା ଯୋଗୁଁ ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଏବଂ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ରାଜ୍ୟର ଅନେକ ଅଞ୍ଚଳ ଏବେ ଜଳମଗ୍ନ ହୋଇପଡ଼ିଛି । ଯାହା ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେ ବି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସୂଚନାନୁଯାୟୀ, ରାଜ୍ୟର ୧୬ଟି ଜିଲ୍ଲାରେ ୫.୬୪ […]

Read More Text.

କଳା ପୋଷାକ ପିନ୍ଧି ସଂସଦରେ ବିରୋଧୀଙ୍କ ପ୍ରତିବାଦ, ଧର୍ମେନ୍ଦ୍ର ପ୍ରଧାନ ଓ ଅମିତ ଶାହଙ୍କ ଇସ୍ତଫା ଦାବି

ନୂଆଦିଲ୍ଲୀ: ନିଟ୍‌ ବିବାଦ ଏବଂ ଛାତ୍ର ଆନ୍ଦୋଳନ ଉପରେ ପୋଲିସ ଲାଠିଚାର୍ଜକୁ ନେଇ ସଂସଦରେ ବିରୋଧୀଙ୍କ ପ୍ରତିବାଦ ଆହୁରି ତୀବ୍ର ହୋଇଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ କଂଗ୍ରେସର ଧାରଣାର ପରଦିନ ବୁଧବାର କଂଗ୍ରେସ ସାଂସଦମାନେ କଳା ପୋଷାକ ପିନ୍ଧି ସଂସଦ ପରିସରରେ ବିକ୍ଷୋଭ କରିଛନ୍ତି। ସେମାନଙ୍କ ସହ ସମାଜବାଦୀ ପାର୍ଟି ସମେତ ଅନ୍ୟ ବିରୋଧୀ ଦଳର ସାଂସଦମାନେ ମଧ୍ୟ ସାମିଲ ହୋଇଥିଲେ। ସଂସଦ ପ୍ରବେଶ ଦ୍ୱାର ନିକଟରେ ବିରୋଧୀ ସାଂସଦମାନେ କେନ୍ଦ୍ର ସରକାର ବିରୋଧରେ ସ୍ଲୋଗାନ ଦେବା […]

Read More Text.

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସର ଧାରଣା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଧାରଣାରେ ବସି ପ୍ରତିବାଦ କରିଛନ୍ତି। ସେମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରୁଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ମଧ୍ୟ ଏହି ପ୍ରତିବାଦରେ ସାମିଲ ହୋଇଛନ୍ତି। ପୂର୍ବରୁ କଂଗ୍ରେସ ନେତାମାନେ ମଲ୍ଲିକାର୍ଜୁନ ଖର୍ଗେଙ୍କ ବାସଭବନରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ। ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, “ଗତକାଲି ଯୁବ […]

Read More Text.

ନିର୍ମାଣାଧୀନ ଟନେଲ୍ ଭୁଶୁଡ଼ି ୭ ଶ୍ରମିକ ମୃତ

ସିକ୍କିମ: ସିକ୍କିମରେ ଭୁଶୁଡ଼ିଲା ନିର୍ମାଣାଧୀନ ଟନେଲ୍ । ୭ ଶ୍ରମିକ ମୃତ, ୨୭ରୁ ଊର୍ଦ୍ଧ୍ବ ମାଟି ତଳେ ଫସିଥିବା ଆଶଙ୍କା । ଭୟଙ୍କର ଭୂସ୍ଖଳନ ଓ ବିଷାକ୍ତ ଗ୍ୟାସ୍  ଲିକ୍  ଯୋଗୁ  ୭ଜଣ ଶ୍ରମିକ ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ସୂଚନା ମିଳିଛି । ନାମଚି ଜିଲ୍ଲା ସମରଦୁଙ୍ଗ ଟନେଲରେ ଘଟିଛି ଏହି ଭୟଙ୍କର ଭୂସ୍ଖଳନ। ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏହି ଦୁର୍ଘଟଣାରେ ପ୍ରାୟ ୨୭ ଜଣ ଶ୍ରମିକ ଏବେ ବି ମାଟି ତଳେ ଫସି ରହିଥିବା […]

Read More Text.

ପେପର ଲିକ୍ କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ, ଦୋଷୀଙ୍କୁ ମିଳିବ କଠୋର ଦଣ୍ଡ : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ନିଟ୍-ୟୁଜି ପେପର ଲିକ୍ ନେଇ ଦେଶବ୍ୟାପୀ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଏନଡିଏ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଏନଡିଏ ଦଳଗୁଡ଼ିକ ଏକ “ମଙ୍ଗଳ ମିଳନ” ବୈଠକ କରିଥିଲେ। ଏହି ବୈଠକ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଏବଂ ସାଂସଦମାନଙ୍କୁ ମାର୍ଗଦର୍ଶନ କରିଥିଲେ। କେନ୍ଦ୍ର ସଂସଦୀୟ ବ୍ୟାପାର […]

Read More Text.

ଆଣ୍ଡି ବର୍ନହାମ ହେଲେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଣ୍ଡି ବର୍ନହାମ। ଗତ ୧୦ ବର୍ଷ ମଧ୍ୟରେ ସେ ବ୍ରିଟେନର ସପ୍ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସେ ଦେଶର ରାଜନୈତିକ ଏବଂ ପ୍ରଶାସନିକ ବ୍ୟବସ୍ଥାରେ ପ୍ରମୁଖ ପରିବର୍ତ୍ତନ ଆଣିବାର ପ୍ରତିଶ୍ରୁତି ଦେଇ କହିଥିଲେ ଯେ ତାଙ୍କ ସରକାର ମୁଖ୍ୟତଃ ମୁଦ୍ରାସ୍ଫୀତି ଏବଂ ଦୁର୍ବଳ ସାର୍ବଜନୀନ ସେବା ଭଳି ଦୈନନ୍ଦିନ ସମସ୍ୟାର ସମାଧାନ ଉପରେ ଧ୍ୟାନ ଦେବ। ପୂର୍ବତନ ପ୍ରଧାନମନ୍ତ୍ରୀ କାଇର ଷ୍ଟାରମର୍ ୧୦ ଡାଉନିଂ ଷ୍ଟ୍ରିଟ୍ ବାହାରେ […]

Read More Text.

ଡେଙ୍ଗୁ ଟିକାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ : ଡେଙ୍ଗୁ ବିରୋଧୀ ଅଭିଯାନରେ ଭାରତକୁ ବଡ଼ ସଫଳତା । ଭାରତକୁ ମିଳିଲା ପ୍ରଥମ ଡେଙ୍ଗୁ ଟିକା । ଜାପାନ ଟାକେଡା ଫାର୍ମା ପ୍ରସ୍ତୁତ ଟିକା ‘କ୍ୟୁଡେଙ୍ଗା’କୁ ମଞ୍ଜୁରୀ । ୪୩ ଦେଶ ପରେ ଭାରତରେ QDENGA ଟିକାକୁ ମିଳିଲା ସବୁଜ ସଙ୍କେତ । ୪ରୁ ୬୦ ବର୍ଷ ବୟସର ବ୍ୟକ୍ତି ନେଇପାରିବେ ଟିକା । ୨୦୨୨ରେ ବିଶ୍ୱ ବଜାରରେ ଆସିବା ପରଠାରୁ କ୍ୟୁଡେଙ୍ଗାକୁ ୪୩ଟି ଦେଶ ଅନୁମୋଦନ କରିସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ବିଶ୍ୱବ୍ୟାପୀ ୩.୨ […]

Read More Text.