ଚୀନ ପରେ ତୁର୍କୀ ଉପରେ ଭାରତର ଡିଜିଟାଲ୍ ଷ୍ଟ୍ରାଇକ୍
ନୂଆଦିଲ୍ଲୀ: ଚୀନ ପରେ ଏବେ ତୁର୍କୀ ଉପରେ ଡିଜିଟାଲ୍ ଷ୍ଟ୍ରାଇକ୍ କରିଛି ଭାରତ। ଭାରତର ‘ଅପରେସନ୍ ସିନ୍ଦୂର’କୁ ଭୁଲ୍ ଭାବେ ଚିତ୍ରଣ କରୁଥିବା ଚୀନର ଗଣମାଧ୍ୟମ ସଂସ୍ଥା ‘ଗ୍ଲୋବାଲ୍ ଟାଇମ୍ସ’ର ଏକ୍ସ ଆଉଉଣ୍ଟ୍କୁ ଭାରତରେ ବନ୍ଦ୍ କରିବା ପରେ ଏବେ ତୁର୍କୀର ପାଳି ପଡ଼ିଛି। ତୁର୍କୀର ସରକାରୀ ଚ୍ୟାନେଲ୍ ଟିଆରଟି ୱାର୍ଲ୍ଡର ଆକାଉଣ୍ଟଗୁଡ଼ିକୁ ମଧ୍ୟ ବନ୍ଦ କରିଦିଆଯାଇଛି। ସମ୍ପ୍ରତି ଭାରତ ସରକାର ଅନେକ ପୁରୁଣା ପାକିସ୍ତାନୀ ହ୍ୟାଣ୍ଡେଲ ବିରୋଧରେ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିବା ପରେ ଭିନ୍ନ […]
Read More Text.