Iran hormuz blockade threat

ହର୍ମୁଜ୍ ପ୍ରଣାଳୀ ବନ୍ଦ କରିବାକୁ ଇରାନର ଧମକ: ଚୀନ୍-ଭାରତର ଚିନ୍ତା ବଢ଼ିଲା, ତେଲ ଦର ଆକାଶ ଛୁଆଁ ହେବା ଆଶଙ୍କା

ତେହେରାନ୍: ଇରାନୀ ଗଣମାଧ୍ୟମ ସାଂସଦ ଇସମାଇଲ କୋସାରିଙ୍କ ମନ୍ତବ୍ୟ ଅନୁସାରେ କହିଛି ଯେ, ଇରାନ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବା ବିଷୟରେ ବିଚାର କରୁଛି। ଇରାନ ପୂର୍ବରୁ ଏହି ରାସ୍ତାକୁ ବନ୍ଦ କରିବାକୁ ଧମକ ଦେଇସାରିଛି। ଇସ୍ରାଏଲ ସହିତ ଉତ୍ତେଜନା ବୃଦ୍ଧି ପାଇଲେ ଇରାନ ଏହା କରିବ ବୋଲି ଅନୁମାନ କରାଯାଉଛି। ଏହି ପଦକ୍ଷେପ ତେଲ ମୂଲ୍ୟକୁ ଆକାଶଛୁଆଁ କରିବା ସହିତ ଏବଂ ଯୁଦ୍ଧ ବଢ଼ିବାର ଆଶଙ୍କା ସୃଷ୍ଟି କରିପାରେ। ଏହା ଏକ ରଣନୈତିକ ଜଳପଥ ଏବଂ […]

Read More Text.
22222222

ଆମେରିକାରେ ଦୁଇ ସାଂସଦଙ୍କୁ ଗୁଳିକାଣ୍ଡ

ୱାଶିଂଟନ: ଦୁଇ ଆମେରିକୀୟ ସାଂସଦ – ସେନେଟର ଜନ୍ ହଫମ୍ୟାନ୍ ଏବଂ ରିପ୍ରେଜେଣ୍ଟେଟିଭ ମେଲିସା ହର୍ଟମ୍ୟାନ୍ – ସେମାନଙ୍କ ଜୀବନ ସାଥୀଙ୍କ ସହିତ ଚାମ୍ପଲିନ୍ ଏବଂ ବ୍ରୁକଲିନ୍ ସ୍ଥିତ ସେମାନଙ୍କ ଘରେ ଗୁଳି ମାଡ଼ ହୋଇଛି । ଏଥିରେ ସେମାନେ ଗୁରୁତର ଆହତ ହୋଇଛନ୍ତି । ତେବେ ବର୍ତ୍ତମାନ ସେମାନଙ୍କ ଅବସ୍ଥା ବିଷୟରେ କୌଣସି ସୂଚନା ନାହିଁ। ଫକ୍ସ ନ୍ୟୁଜର ରିପୋର୍ଟ ଅନୁସାରେ ସନ୍ଦିଗ୍ଧ ବ୍ୟକ୍ତି ଜଣେ ପୁଲିସ ଅଧିକାରୀ ଭାବରେ ପରିଚୟ ଦେଇ ଆସିଥିଲେ। ହର୍ଟମାନ […]

Read More Text.
13hs radiation articlelarge

ବଡ଼ ବିପଦ ଆଶଙ୍କା : ଇରାନ ପରମାଣୁ କେନ୍ଦ୍ରରୁ ତେଜଷ୍କ୍ରିୟ ବିକିରଣ

ଭିଏନା : ଯାହା ଆଶଙ୍କା କରାଯାଉଥିଲା ତାହା ସତ ପ୍ରମାଣିତ ହେବାପରି ଲାଗୁଛି। ଇରାନର ପରମାଣୁ କେନ୍ଦ୍ର ଗୁଡ଼ିକ ଉପରେ ଇସ୍ରାଏଲର ଆକ୍ରମଣ ପରେ ସେଠାରୁ ତେଜଷ୍କ୍ରିୟ ବିକିରଣ ହେବାର ସଂକେତ ମିଳୁଛି ବୋଲି ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା (ଆଇଏଇଏ) ପକ୍ଷରୁ ସତର୍କ କରାଯାଇଛି । ଆଇଏଇଏର ମହାନିର୍ଦ୍ଦେଶକ ରାଫେଲ ଗ୍ରସି କହିଛନ୍ତି ଯେ ଯୁଦ୍ଧ ସମୟରେ କୌଣସି ଦେଶ ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବା ଉଚିତ ନୁହେଁ । କାରଣ ସେଥିରୁ ଯେଉଁ […]

Read More Text.
Zzz

ଅହମଦାବାଦ ବିମାନ ଦୁର୍ଘଟଣା, କେନ୍ଦ୍ର ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଟି ଗଠିତ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡୁ କହିଛନ୍ତି ଯେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବର୍ତ୍ତମାନ ଭାରତୀୟ ବିମାନ ସେବାରେ ଥିବା ୩୪ଟି ବୋଇଂ ୭୮୭ ବିମାନର ସମ୍ପୂର୍ଣ୍ଣ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ୮ଟି ବୋଇଂ ୭୮୭ ବିମାନର ତୁରନ୍ତ ଯାଞ୍ଚ କରାଯାଇଛି। ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଉଛି। […]

Read More Text.
11

ଚର୍ଚ୍ଚାରେ ବିଜ୍ଞାପନ, ଦୁର୍ଘଟଣା ହେବ ବୋଲି ଜାଣିଥିଲା କି ଏହି କମ୍ପାନି?

ନୂଆଦିଲ୍ଲୀ: ଗୁରୁବାର ଅହମଦାବାଦରେ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ଏହାର କାରଣ ଜାଣିବା ପାଇଁ ତଦନ୍ତ ଚାଲିଥିବା ବେଳେ ଏବେ ଏକ ଖବରକାଗଜର ବିଜ୍ଞାପନ ଚର୍ଚ୍ଚାକୁ ଆସିଛି। ବିଜ୍ଞାପନରେ ବିମାନକୁ ଏଭଳି ଭାବେ ଉପସ୍ଥାପିତ କରାଯାଇଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସବୁଠୁ ବଡ଼ କଥା ହେଲା ବିମା‌ନରେ ଏୟାର ଇଣ୍ଡିଆ ଲେଖାଯାଇଛି। ଦୁର୍ଘଟଣା ହେବ ବୋଲି ଏହି କମ୍ପାନି ଜାଣିଥିଲା ନା ଏହା କେବଳ ଏକ […]

Read More Text.
Ramdev 300x198

ବିମାନ ଦୁର୍ଘଟଣାକୁ ନେଇ ତୁର୍କୀ ଆଡକୁ ଇଙ୍ଗିତ କଲେ ରାମଦେବ

ନୂଆଦିଲ୍ଲୀ: ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଉପରେ ଯୋଗଗୁରୁ ବାବା ରାମଦେବ ତୁର୍କୀ ଆଡ଼କୁ ଇଙ୍ଗିତ କରିଛନ୍ତି । ସେ କହିଛନ୍ତି ଯେ ମୁଁ ଜାଣିବାକୁ ପାଇଛି ଯେ ବିମାନରେ ରକ୍ଷଣାବେକ୍ଷଣ କାମ ଏକ ତୁର୍କୀ କମ୍ପାନୀ କରୁଥିଲା | ତୁର୍କୀ ଏହି ଏଜେନ୍ସି ମାଧ୍ୟମରେ ଏଭଳି ଏକ ଷଡ଼ଯନ୍ତ୍ର ରଚିନାହିଁ ତ ! ସେ କହିଛନ୍ତି ଯେ ଭାରତକୁ ଏବେ ଏପରି ସମ୍ବେଦନଶୀଳ ମାମଲାରେ ବିଦେଶୀ ହସ୍ତକ୍ଷେପ ହ୍ରାସ କରିବାକୁ ପଡିବ । ରାମଦେବ […]

Read More Text.
Okus36u team south africa afp 625x300 14 june 25

ଦକ୍ଷିଣ ଆଫ୍ରିକା ନୂଆ ବିଶ୍ବ ଟେଷ୍ଟ ଚାମ୍ପିୟନ, ୨୭ ବର୍ଷ ପରେ ଜିତିଲା ଆଇସିସି ଟ୍ରଫି

ଲର୍ଡସ : ଇତିହାସ ସୃଷ୍ଟି କରିଛି ଦକ୍ଷିଣ ଆଫ୍ରିକା । ଲଣ୍ଡନର ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ଅଷ୍ଟ୍ରେଲିଆକୁ ୫ ଓ୍ବିକେଟ ହରାଇ ଚାମ୍ପିୟନ ହୋଇଛି ଏହି ଆଫ୍ରିକୀୟ ଦଳ । ୨୮୨ ରନର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୫ ଓ୍ବିକେଟ ହରାଇ ମ୍ୟାଚର ୪ର୍ଥ ଦିନରେ ହାସଲ କରିନେଇଥିଲା । ଦଳ ପକ୍ଷରୁ ଆଇଡେନ ମାର୍କରାମ ୧୩୬ ରନ ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ । ସେହିପରି […]

Read More Text.
Download

ମୃତ୍ୟୁର ଦ୍ବାରଦେଶରେ ଇରାନ: ପରମାଣୁ କେନ୍ଦ୍ରରୁ ଲିକ୍ ହେଉଥିବା ବିକିରଣ ବିନାଶ ଆଣିବ

ତେହେରାନ : ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ପରେ, ପ୍ରତ୍ୟେକ ମୁହୂର୍ତ୍ତରେ ଇରାନ ମୃତ୍ୟୁର ଦ୍ବାରଦେଶରେ ଠିଆ ହେବାରେ ଲାଗିଛି। ଯଦିଓ ଇରାନ ପରମାଣୁ ବିକିରଣ ଲିକ୍ ହେବା କଥାକୁ ଅସ୍ୱୀକାର କରୁଛି, କିନ୍ତୁ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା(ଆଇଏଇଏ) ଦ୍ୱାରା ଜାତିସଂଘକୁ ଦିଆଯାଇଥିବା ସୂଚନା ନେଇ ଆତଙ୍କ ସୃଷ୍ଟି ହୋଇଛି। ଇସ୍ରାଏଲ ଗୋଟିଏ ଦିନ ପୂର୍ବରୁ ଇରାନର ନାଟାଞ୍ଜ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିଥିଲା। ଇରାନ କହିଥିଲା ​​ଯେ, ଏହି ଆକ୍ରମଣ କେବଳ […]

Read More Text.
Amgr9eclmfa3rbcx3fh1

ମଦ ଟଙ୍କାରେ କଂଗ୍ରେସ ଅଫିସ ନିର୍ମାଣ ଅଭିଯୋଗରେ ସିଲ କଲା ଇଡି

ରାୟପୁର: ଛତିଶଗଡ଼ ମଦ ଦୁର୍ନୀତିରେ ଇଡି କଂଗ୍ରେସ ନେତା କାୱାସି ଲଖମାଙ୍କ ଅନେକ ସମ୍ପତ୍ତି ଜବତ କରିଛି। ବିଶେଷ କଥା ହେଉଛି ଇଡି କଂଗ୍ରେସର ସୁକମା ଜିଲ୍ଲା ମୁଖ୍ୟାଳୟକୁ ମଧ୍ୟ ଜବତ ସିଲ କରିଛି। ଏହି କୋଠା ଛତିଶଗଡ଼ ପ୍ରଦେଶ କଂଗ୍ରେସ କମିଟି ନାମରେ ଅଛି। ଏପରି ପରିସ୍ଥିତିରେ, କଂଗ୍ରେସ ଭବନ ଏହି ଦୁର୍ନୀତିର ଟଙ୍କାରେ ନିର୍ମିତ କି ନାହିଁ ସେ ବିଷୟରେ ପ୍ରଶ୍ନ ଉଠାଯାଉଛି। ଇଡି କାୱାସି ଲଖମାଙ୍କ ଝିଅଙ୍କ ଅନେକ ସମ୍ପତ୍ତି ମଧ୍ୟ ଜବତ […]

Read More Text.
101880 irans oberster revolutionsfuehrer ayatollah khomeini

ଆମେରିକା-ବ୍ରିଟେନ-ଫ୍ରାନ୍ସକୁ ଇରାନର ଚେତାବନୀ

ତେହେରାନ : ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଦୁଇ ଦେଶ ପରସ୍ପର ଉପରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରଖିଛନ୍ତି। ଏହା ମଧ୍ୟରେ ଇରାନ ଇସ୍ରାଏଲର ପ୍ରମୁଖ ସହଯୋଗୀ ତଥା ପାଶ୍ଚାତ୍ୟ ଦେଶଗୁଡ଼ିକୁ ଚେତାବନୀ ଦେଇଛି। ବିଶେଷ କରି ଆମେରିକା, ଫ୍ରାନ୍ସ ଏବଂ ବ୍ରିଟେନକୁ ଇରାନ ଚେତାବନୀ ଦେଇ ଇସ୍ରାଏଲକୁ ସାହାଯ୍ୟ ନ କରିବାକୁ କହିଛି। ଏହା ସହିତ ଇରାନର ଆକ୍ରମଣକୁ ଅଟକାଇବାକୁ ଚେଷ୍ଟା କରନ୍ତୁ ନାହିଁ। ଇସ୍ରାଏଲକୁ ଯିଏ ସାହାଯ୍ୟ କରିବ ଇରାନ ତା’ ଉପରେ […]

Read More Text.