ଆଜିଠାରୁ ‘ମାଘ ମେଳା, ସଙ୍ଗମ ସ୍ଥଳରେ ବୁଡ଼ ପକାଇବା ପାଇଁ ପ୍ରୟାଗରାଜରେ ଭକ୍ତଙ୍କ ଭିଡ଼,
ଉତ୍ତରପ୍ରଦେଶ : ପ୍ରୟାଗରାଜର ପବିତ୍ର ତ୍ରିବେଣୀ ସଙ୍ଗମ କୂଳରେ ଆଜିଠାରୁ ବିଶ୍ୱପ୍ରସିଦ୍ଧ ‘ମାଘ ମେଳା ୨୦୨୬’ ଆରମ୍ଭ ହୋଇଛି । ମାଘ ମେଳା ପୂର୍ବରୁ ସ୍ନାନ ପର୍ବ ପୌଷ ପୂର୍ଣ୍ଣିମାର ପର୍ବ ଗଙ୍ଗା, ଯମୁନା ଏବଂ ସରସ୍ବତୀ ନଦୀର ତ୍ରିବେଣୀରେ ଆସ୍ଥାର ବୁଡ଼ ପକାଇବା ପାଇଁ ଭିଡ଼ ଜମିଛି । ପୌଷ ପୂର୍ଣ୍ଣିମାରେ ସଙ୍ଗମ ତ୍ରିବେଣୀରେ ସ୍ନାନ ଏବଂ ଦାନର ବିଶେଷ ମହତ୍ତ୍ବ ରହିଥାଏ । ମାଘ ମାସରେ ପ୍ରୟାଗରାଜରେ ସ୍ନାନ ଏବଂ କଳ୍ପବାସ କରିବା ଦ୍ୱାରା ମନୁଷ୍ୟକୁ […]
Read More Text.