Nitish 300x169

ବୃଦ୍ଧ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କ ପାଇଁ ମାସିକ ଭତ୍ତା ବୃଦ୍ଧି କଲେ ନୀତିଶ କୁମାର

ପାଟନା: ବୃଦ୍ଧ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କ ପାଇଁ ମାସିକ ଭତ୍ତା ବୃଦ୍ଧି କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ବୃଦ୍ଧ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କ ପାଇଁ ମାସିକ ଭତ୍ତା ୪୦୦ ଟଙ୍କାରୁ ୧୧୦୦ ଟଙ୍କାକୁ ବୃଦ୍ଧି ଘୋଷଣା କରିଛନ୍ତି ନୀତିଶ। ଜୁଲାଇରୁ କାର୍ଯ୍ୟକାରୀ ହେବାକୁ ଥିବା ଏହି ନିଷ୍ପତ୍ତି ରାଜ୍ୟର ସାମାଜିକ ସୁରକ୍ଷା ପେନସନ ଯୋଜନା ଅଧୀନରେ ୧,୦୯,୬୯,୨୫୫ ହିତାଧିକାରୀଙ୍କୁ ପ୍ରଭାବିତ କରିବ। ଏକ ଏକ୍ସ ପୋଷ୍ଟ୍‌ ଜରିଆରେ ନୀତିଶ କହିଛନ୍ତି, ‘‘ମୁଁ ଆପଣଙ୍କୁ […]

Read More Text.
Zzzzzzzzzzzzzzz

ଇରାନର ବିଜୟ କାମନା କଲେ ବିଜେପିର ଏହି ସହଯୋଗୀ ଦଳର ନେତା

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଇରାନ-ଇସ୍ରାଏଲ ଯୁଦ୍ଧ ସମ୍ପର୍କରେ ଏକ ସଂଯମ ଏବଂ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ, ଏହାର ସହଯୋଗୀ ନୀତିଶ କୁମାରଙ୍କ ଦଳ ଜନତା ଦଳ (ୟୁନାଇଟେଡ୍)ର ବରିଷ୍ଠ ନେତା କେସି ତ୍ୟାଗୀ ଖୋଲାଖୋଲି ଭାବରେ ଇରାନକୁ ସମର୍ଥନ କରିଛନ୍ତି। ସେ କେବଳ ଇସ୍ରାଏଲର ବିସ୍ତାରବାଦୀ ମନୋଭାବର ତୀବ୍ର ସମାଲୋଚନା କରିନଥିଲେ, ବରଂ ଯୁଦ୍ଧରେ ‘ଇରାନର ବିଜୟ’ କାମନା କରିଛନ୍ତି। କେସି ତ୍ୟାଗୀ କହିଛନ୍ତି ଯେ ଭାରତ ସରକାରଙ୍କ ପ୍ରତିକ୍ରିୟା “ସଠିକ୍ […]

Read More Text.
Indian team 750x430

ଲିଡ୍‌ସ ଟେଷ୍ଟ: ଭାରତ ୪୭୧ରେ ଅଲଆଉଟ୍‌

ନୂଆଦିଲ୍ଲୀ : ଲିଡ୍ସ ଟେଷ୍ଟରେ ଭାରତ ୪୭୧ ରନରେ ଅଲଆଉଟ୍‌ ହୋଇଯାଇଛି। ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳ ଘରୋଇ ଦଳ ବିରୋଧରେ ପ୍ରଥମ ଇନିଂସର ଭଲ ପ୍ରଦର୍ଶନ କରିଛି। ଯଶସ୍ଵୀ ଜୟସଓ୍ବାଲ, ଶୁବମନ ଗିଲ ଏବଂ ରୁଷଭ ପନ୍ତଙ୍କ ୩ଟି ଶତକୀୟ ଇନିଂସ ବଳରେ ଭାରତ ବଡ଼ ସ୍କୋର କରିବାରେ ସକ୍ଷମ ହୋଇଛି। ଇଂଲଣ୍ଡ ଟସ ଜିତି ଭ୍ରମଣକାରୀ ଭାରତୀୟ ଦଳକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଓପନିଂ ଯୋଡ଼ିରେ ଜୟସଓ୍ବାଲ ଏବଂ କେ.ଏଲ. ରାହୁଲ […]

Read More Text.
Images

ନେତାନ୍ୟାହୁଙ୍କୁ ହିଟଲରଙ୍କ ସହ ତୁଳନା କଲେ ଏର୍ଡୋଗାନ

ଆଙ୍କାରା: ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଡୋଗାନ୍ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଉପରେ ଏକ ବଡ଼ ଆକ୍ରମଣ କରିଛନ୍ତି। ସେ ନେତାନ୍ୟାହୁଙ୍କୁ ହିଟଲରଙ୍କ ସହ ତୁଳନା କରିଛନ୍ତି। ଏର୍ଡୋଗାନ୍ କହିଛନ୍ତି ଯେ ନେତାନ୍ୟାହୁ ଏବଂ ହିଟଲର ଉଭୟେ ବିନାଶର ସମାନ ପଥ ଗ୍ରହଣ କରିଥିଲେ। ଏର୍ଡୋଗାନଙ୍କ ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଏକ ଭୟଙ୍କର ସ୍ତରକୁ ପହଞ୍ଚିଛି। ନେତାନ୍ୟାହୁଙ୍କୁ ହିଟଲରଙ୍କ ସହ ତୁଳନା କରିବା […]

Read More Text.
Whatsapp image 2025 06 21 at 2.23.19 pm 750x430

ଇସ୍ରାଏଲ ଇରାନ ଯୁଦ୍ଧର ଫଳାଫଳ ଭାରତକୁ ଦ୍ବନ୍ଦ୍ବରେ ପକାଇବ !

ନୂଆଦିଲ୍ଲୀ : ଯଦିଓ ଭାରତ ଗତ କିଛି ବର୍ଷ ଧରି ଇସ୍ରାଏଲ ସହିତ ଭଲ ସମ୍ପର୍କ ବଜାୟ ରଖିଛି, ହେଲେ ଭାରତ-ଇରାନ ସମ୍ପର୍କ ମଧ୍ୟ ଶତାଦ୍ଦୀ ପୁରୁଣା । ଭାଷା, ସଂସ୍କୃତି ଏବଂ ପରମ୍ପରା ସ୍ତରରେ ଉଭୟଙ୍କ ମଧ୍ୟରେ ଗଭୀର ସମ୍ପର୍କ ରହିଛି । ଭାରତ ସ୍ୱାଧୀନତା ପରେ ୧୯୫୦ମସିହାରେ ଉଭୟ ଦେଶ ଆନୁଷ୍ଠାନିକ ଭାବରେ କୂଟନୈତିକ ସମ୍ପର୍କ ସ୍ଥାପନ କରିଥିଲେ । କିନ୍ତୁ ୧୯୭୮ରୁ ୧୯୯୩ ପର୍ଯ୍ୟନ୍ତ ସମ୍ପର୍କ ଶୀତଳ ରହିଥିଲା । ଏହାପରେ ଗୋଟିଏ […]

Read More Text.

ଟ୍ରମ୍ପଙ୍କୁ ମିଳୁ ନୋବେଲ ଶାନ୍ତି ପୁରସ୍କାର, ପାକିସ୍ତାନର ପ୍ରସ୍ତାବ

ନୂଆଦିଲ୍ଲୀ: ଟ୍ରମ୍ପଙ୍କୁ ମିଳୁ ନୋବେଲ ଶାନ୍ତି ପୁରସ୍କାର । ୨୦୨୬ ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶାନ୍ତି ପୁରସ୍କାର ଦିଆଯାଉ । ବିଭିନ୍ନ ଦେଶର ଯୁଦ୍ଧ ପରିସ୍ଥିତି ମଧ୍ୟରେ ଟ୍ରମ୍ପ ଶାନ୍ତି ଫେରାଇ ଆଣୁଥିବାରୁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦିଆଯାଉ । ଏଭଳି ଏକ ଦାବି କରିଛି ପାକିସ୍ତାନ । ଭାରତ-ପାକିସ୍ତାନ ଯୁଦ୍ଧରେ ମଧ୍ୟସ୍ଥତା କରି ଟ୍ରମ୍ପ ଯୁଦ୍ଧ ବନ୍ଦ କରିଥିବା ବାରମ୍ବାର ଦାବି କରି ଆସୁଥିବା ବେଳେ ଏବେ ପାକିସ୍ତାନ ଟ୍ରମ୍ପକୁ ଏଭଳି […]

Read More Text.

ଇରାନରେ ଭୂକମ୍ପ, ପରମାଣୁ କେନ୍ଦ୍ରରେ ଇସ୍ରାଏଲର ଆକ୍ରମଣ ଯୋଗୁ ଭୂମିକମ୍ପ ସନ୍ଦେହ

ତେହରାନ : ଇରାନରେ ଶନିବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରେକର୍ଡ କରାଯାଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ଆମେରିକାର ଭୂତାତ୍ତ୍ଵିକ ସର୍ବେକ୍ଷଣ(ୟୁଏସଜିଏସ) ପକ୍ଷରୁ ମଧ୍ୟ ଇରାନର ଉତ୍ତରାଞ୍ଚଳରେ ଭୂକମ୍ପ ସମ୍ପର୍କରେ ତଥ୍ୟ ଦିଆଯାଇଛି। ଇସ୍ରାଏଲ ପକ୍ଷରୁ ଇରାନର ବିଭିନ୍ନ ପରମାଣୁ କେନ୍ଦ୍ରରେ ବାରମ୍ବାର ଆକ୍ରମଣ କରାଯାଉଥିବାରୁ ଏହି ଭୂକମ୍ପ ହେଉଥିବା ସନ୍ଦେହ କରାଯାଉଛି। ଇରାନର ସେମନାନ ସହରଠାରୁ ୩୭ କିମି ଦୂର ଦକ୍ଷିଣ ପଶ୍ଚିମାଞ୍ଚଳରେ ଭୂପୃଷ୍ଠରୁ […]

Read More Text.
Israel

ଇସ୍ରାଏଲର ବୈଜ୍ଞାନିକ ଗବେଷଣା କେନ୍ଦ୍ର ନଷ୍ଟ କଲା ଇରାନ, ଇନଷ୍ଟିଚ୍ୟୁଟର ଏକାଧିକ ଲ୍ୟାବ୍ ନଷ୍ଟ

ଇରାନ-ଇସ୍ରାଏଲ ଯୁଦ୍ଧରେ ଥରୁଛି ମଧ୍ୟପ୍ରାଚ୍ୟ । ତୀବ୍ର ହେଉଛି ଇରାନ-ଇସ୍ରାଏଲ ଯୁଦ୍ଧ । ଜୋରଦାର ହେଉଛି ଆକ୍ରମଣ-ପ୍ରତି ଆକ୍ରମଣ । ଅଷ୍ଟମ ଦିନରେ ପହଞ୍ଚିଛି ଯୁଦ୍ଧ । ଇରାନର ନ୍ୟୁକ୍ଲିୟର ସାଇଟ ଉପରେ ଭୟଙ୍କର ଏୟାର ଷ୍ଟ୍ରାଇକ କରିଥିଲା ଇସ୍ରାଏଲ । ଏହାର ଜବାବ ଦେଇଛି ଇରାନ । ଇସ୍ରାଏଲ ଉପରେ ଭୟଙ୍କର ବୋମା ବର୍ଷା କରିଛି ଇରାନ । ଇସ୍ରାଏଲ ଉପରେ କ୍ଲଷ୍ଟର ବୋମା ବର୍ଷା କରିଛି । ପ୍ରଥମ ଥର ପାଇଁ କ୍ଲଷ୍ଟର ବୋମା […]

Read More Text.
Put

ଖାମନେଇଙ୍କୁ ହତ୍ୟା କରିବା କଥା ଚିନ୍ତା ମଧ୍ୟ କରନାହିଁ, ଇସ୍ରାଏଲକୁ ଏଭଳି ଚେତାବନୀ ଦେଲା ରୁଷ

ଇରାନ ଓ ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଇସ୍ରାଏଲକୁ କଡା ଚେତାବନୀ ଦେଇଛି ରୁଷ । ଉଭୟ ଦେଶ ପରସ୍ପର ଉପରେ କ୍ଷେପଣାସ୍ତ୍ର ମାଡ କରିବାରେ ଲାଗିଛନ୍ତି, ଏହି ସମୟରେ ରୁଷ ଇରାନକୁ ଖୋଲାଖୋଲି ଭାବରେ ସମର୍ଥନ କରିଛି । ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କର ଲକ୍ଷ୍ୟ ଇରାନରେ ଶାସନ କରିବା ନୁହେଁ, ହେଲେ ଯେଭଳି ପରିସ୍ଥିତି ଉପୁଜିଛି ଏହା ସମ୍ଭବ ହୋଇପାରେ । ସେପଟେ ଇରାନରେ ଶାସନ ପରିବର୍ତ୍ତନ ଗ୍ରହଣୀୟ ନୁହେଁ ବୋଲି ବର୍ଣ୍ଣନା […]

Read More Text.
Cry

ଜନ୍ମଦିନରେ ଦୃଷ୍ଟିବାଧିତ ପିଲାଙ୍କ ଗୀତ ଶୁଣି କାନ୍ଦି ପକାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ତିନିଦିନିଆ ଉତ୍ତରାଖଣ୍ଡଗସ୍ତରେ ଅଛନ୍ତି। ରାଷ୍ଟ୍ରପତିଙ୍କ ଆଜି ୬୭ତମ ଜନ୍ମଦିନ। ଜନ୍ମଦିନରେ ଦ୍ରୌପଦୀ ମୁର୍ମୁ ଡେରାଡୁନର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ଦି ଏମ୍ପାୱାରମେଣ୍ଟ ଅଫ୍ ପର୍ସନ୍ସ ୱିଥ୍ ଭିଜୁଆଲିଟିଜର ଅଡିଟୋରିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ଦୃଷ୍ଟିବାଧିତ ଛାତ୍ରମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ଅବସରରେ ଅଭିନେତା ଆମିର ଖାନଙ୍କ ଚଳଚ୍ଚିତ୍ର ‘ତାରେ ଜମିନ୍ ପର’ର ଏକ ଗୀତ ଗାଇଥିଲେ। ଦୃଷ୍ଟିବାଧିତ ପିଲାଙ୍କ ମୁଖରୁ ହୃଦୟସ୍ପର୍ଶୀ […]

Read More Text.