ପାଟନାର ଗାନ୍ଧୀ ମଇଦାନରୁ ତେଜସ୍ୱୀଙ୍କ ହୁଙ୍କାର: ‘ଏହା ସମସ୍ତଙ୍କ ହିନ୍ଦୁସ୍ଥାନ, କାହା ବାପାର ନୁହେଁ’
ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି, “ଏହି ଦେଶ କାହା ବାପାର ନୁହେଁ, ଏହା ଆମ ସମସ୍ତଙ୍କ ହିନ୍ଦୁସ୍ଥାନ।” ପାଟନାର ଗାନ୍ଧୀ ମଇଦାନରେ ‘ଇମାରତ-ଏ-ଶରିଆ’ ପକ୍ଷରୁ ଆୟୋଜିତ ‘ୱାକଫ ବଚାଓ-ଦସ୍ତୁର ବଚାଓ’ ପ୍ରତିବାଦ ସଭାରେ ସେ ଏହି ବୟାନ ଦେଇଛନ୍ତି। ୱାକଫ ସଂଶୋଧନ ଆଇନକୁ ବିରୋଧ କରି ସମବେତ ହୋଇଥିବା ବିଶାଳ ଜନସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ଏହି ବିଲ୍ କେବଳ ୱାକଫ […]
Read More Text.