Ranya rao black eye 2

ସୁନା ଚୋରା ଚାଲାଣ; ୧ବର୍ଷ ଜେଲରେ ରହିବେ ଅଭିନେତ୍ରୀ

ନୂଆଦିଲ୍ଲୀ: ସୁନା ଚୋରା ଚାଲାଣ ଘଟଣାରେ ସାଉଥ୍‍ ଅଭିନେତ୍ରୀ ରଣ୍ୟା ରାଓଙ୍କୁ ମିଳିଲାନି ଆଶ୍ୱସ୍ତି । ଫଳରେ ଗୋଟିଏ ବର୍ଷ ଜେଲ ଦଣ୍ଡ ଭୋଗିବେ ଏହି ଅଭିନେତ୍ରୀ ଜଣଙ୍କ । ଏନେଇ ବିଦେଶୀ ମୁଦ୍ରା ସଂରକ୍ଷଣ ଏବଂ ଚୋରାଚାଲାଣ ନିବାରଣ ଆଇନ ପରାମର୍ଶଦାତା ବୋର୍ଡ ଦ୍ୱାରା ପାସ କରାଯାଇଛି । ରଣ୍ୟା ରାଓଙ୍କ ସହିତ ଅନ୍ୟ ଦୁଇ ଅଭିଯୁକ୍ତ ମଧ୍ୟ ସାମିଲ ରହିଛନ୍ତି । ଗତ ମାର୍ଚ୍ଚ ୧୦ ତାରିଖରେ କନ୍ନଡ ଅଭିନେତ୍ରୀଙ୍କୁ ବାଙ୍ଗାଲୋର ବିମାନବନ୍ଦରରୁ ରାଜସ୍ୱ […]

Read More Text.
Eeex

ଏହି ମହିଳାଙ୍କୁ ମାଗଣାରେ ମିଳିବ ବସଯାତ୍ରାର ସୁଯୋଗ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଡିଟିସି ବସ୍‌ରେ ମହିଳାଙ୍କ ମାଗଣା ଯାତ୍ରା ସୁବିଧା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଘୋଷଣା କରିଛନ୍ତି ଯେ ଏବେ ଏହି ସୁବିଧା କେବଳ ଦିଲ୍ଲୀର ମହିଳାମାନଙ୍କ ପାଇଁ ହେବ, ଯାହା ସେମାନଙ୍କୁ ସହରରେ ସହଜରେ ଏବଂ ମାଗଣାରେ ଯାତ୍ରା କରିବାର ସୁଯୋଗ ଦେବ। ନନ୍ଦନଗରୀ ଡିପୋରେ ଏକ ନୂତନ ସ୍ୱୟଂଚାଳିତ ପରୀକ୍ଷଣ ଷ୍ଟେସନ୍‌ର ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏଥିପାଇଁ ପିଙ୍କ୍ ଟିକେଟ୍ […]

Read More Text.
Rcb e1752741158987

ଆରସିବିକୁ ଝଟକା : ଦଳାଚକଟା ମାମଲାରେ ଚାଲିବ ଫୌଜଦାରୀ ମାମଲା

ନୂଆଦିଲ୍ଲୀ : ଆରସିବିର ବିଜୟ ପରେ ୪ ଜୁନ୍‌ରେ ବେଙ୍ଗାଲୁରୁରେ ହୋଇଥିବା ଦଳାଚକଟାକୁ ନେଇ କର୍ଣ୍ଣାଟକ ସରକାର ଆରସିବି ସହ ବିରାଟ କୋହଲିଙ୍କୁ ଦାୟୀ କରିବା ସହ ଏନେଇ ଏକ ରିପୋର୍ଟ ହାଇକୋର୍ଟଙ୍କୁ ପ୍ରଦାନ କରିଛନ୍ତି। ଆଇପିଏଲ୍‌ ୨୦୨୫ର ବିଜୟର ମୁକୁଟ ଚଳିତ ବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫାଇନାଲରେ ପଞ୍ଜାବ କିଙ୍ଗସ୍‌କୁ ହରାଇ ନିଜ ନାମରେ କରିଛି। ଏହି ବିଜୟ ହାସଲ କରିବା ପରେ ଏଥର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫାଇନାଲରେ ପଞ୍ଜାବ କିଙ୍ଗସକୁ ପରାସ୍ତ […]

Read More Text.
Yu

ୟୁଲିଆ ସ୍ବିରିଡେଙ୍କୋ: ୟୁକ୍ରେନକୁ ମିଳିଲା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

କିଭ୍: ରୁଷ ସହିତ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ୟୁକ୍ରେନ୍ ତାର ନୂତନ ପ୍ରଧାନମନ୍ତ୍ରୀଙ୍କୁ ଚୟନ କରିଛି। ବୁଧବାର ଦିନ ୟୁକ୍ରେନ୍ ସଂସଦ ଭରଖେଭନା ରାଡାରେ ନିଆଯାଇଥିବା ଏକ ଐତିହାସିକ ନିଷ୍ପତ୍ତିରେ, ୟୁଲିଆ ସ୍ବିରିଡେଙ୍କୋଙ୍କୁ ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ କରାଯାଇଥିଲା। ୟୁକ୍ରେନ ସଂସଦରେ ଅନୁଷ୍ଠିତ ଭୋଟିଂରେ ୨୬୨ ସାଂସଦ ତାଙ୍କ ସପକ୍ଷରେ ଭୋଟ ଦେଇଥିଲେ, ଯେତେବେଳେ ୨୨ ବିରୋଧ କରିଥିଲେ ଏବଂ ୨୬ ସଦସ୍ୟ ଭୋଟିଂରୁ ବିରତ ରହିଥିଲେ। ଏହିପରି ବହୁମତରେ ୟୁଲିଆଙ୍କୁ ୟୁକ୍ରେନର […]

Read More Text.
Xr:d:daft5dqyb3m:28,j:128257502,t:22120806

ଯୋଗୀ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଚିଠି ଲେଖି ଉତ୍ତର ମାଗିଲେ ଡିମ୍ପଲ ଯାଦବ

ନୂଆଦିଲ୍ଲୀ: ନିକଟରେ ଯୋଗୀ ସରକାର ନେଇଥିବା ନିଷ୍ପତ୍ତିକୁ ସମାଜବାଦୀ ପାର୍ଟି ସାଂସଦ ଡିମ୍ପଲ ଯାଦବ ବିରୋଧ କରି ଜିଲ୍ଲା ମାଜିଷ୍ଟ୍ରେଟ୍ ମୈନପୁରୀଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। ଡିମ୍ପଲ ଯାଦବ ଜିଲ୍ଲାରେ ସ୍କୁଲଗୁଡ଼ିକୁ ବନ୍ଦ/ମିଶ୍ରଣ/ଯୋଡ଼ିବା ନିର୍ଦ୍ଦେଶ ଦ୍ୱାରା ପ୍ରଭାବିତ ଶ୍ରେଣୀଗୁଡ଼ିକର ବିସ୍ତୃତ ସୂଚନା ପ୍ରଦାନ କରିବା ସମ୍ପର୍କରେ ଜିଲ୍ଲା ମାଜିଷ୍ଟ୍ରେଟ୍ ମୈନପୁରୀଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ଡିମ୍ପଲ ଲେଖିଛନ୍ତି , ‘ସୂଚନା ମିଳିଛି ଯେ ମୈନପୁରୀ ଜିଲ୍ଲାରେ ୯୪୩ ସ୍କୁଲ ଚିହ୍ନଟ କରାଯାଇଛି, […]

Read More Text.
Image 2025 07 16t093604.672 750x

ପ୍ରବଳ ବର୍ଷା ଯୋଗୁଁ ଅମରନାଥ ଯାତ୍ରା ସ୍ଥଗିତ

ଆଜି ପ୍ରବଳ ବର୍ଷା ହେଉଥିବାରୁ ଅମରନାଥ ଯାତ୍ରାକୁ ସ୍ଥଗିତ କରାଯାଇଛି । ପ୍ରବଳ ବର୍ଷା ପାଇଁ ଯାତାୟାତରେ ଅସୁବିଧା ହେବା ସହ ବାଲଥାଲ ଏବଂ ପହଲଗାଓଁରୁ ତୀର୍ଥଯାତ୍ରୀଙ୍କ ଆଗମନକୁ ବର୍ତ୍ତମାନ ପାଇଁ ବନ୍ଦ କରାଯାଇଛି । ସୂଚନା ଅନୁସାରେ ଜମ୍ମୁ ଏବଂ କାଶ୍ମୀରରେ ପାଗ ବହୁତ ଖରାପ ରହିଛି ଏବଂ ଗତକାଲିଠାରୁ ପ୍ରବଳ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ ନଦୀ ଏବଂ ନାଳଗୁଡିକ ଉଛୁଳି ପଡିଛି । ଅନେକ ଜିଲାରେ ଅଣ୍ଡରପାସ୍‍ ବର୍ଷା […]

Read More Text.
Olly 750x430

୨୦୨୮ ଲସ୍ ଏଞ୍ଜେଲ୍‌ସ ଅଲିମ୍ପିକ୍‌ସ: ଜୁଲାଇ ୧୨ରୁ ୨୯ କ୍ରିକେଟ

ନୂଆଦିଲ୍ଲୀ: ଲସ୍‌ ଏଞ୍ଜେଲ୍‌ସ ଅଲିମ୍ପିକ୍‌ସ -୨୦୨୮ ଜୁଲାଇ ୧୪ରୁ ୩୦ ପର୍ଯ୍ୟନ୍ତ ଖେଳାଯିବ। ଦୀର୍ଘ ୧୨୮ ବର୍ଷ ପରେ ଲସ୍‌ ଏଞ୍ଜେଲ୍‌ସ ଅଲିମ୍ପିକ୍‌ସରେ କ୍ରିକେଟରେ ଏକ ଐତିହାସିକ ପୁନରାଗମନ କରିବାକୁ ଯାଉଛି। ଜୁଲାଇ ୧୨ରୁ ୨୯ ପର୍ଯ୍ୟନ୍ତ କ୍ରିକେଟ ଇଭେଣ୍ଟ ପୋମେନା ସହରର ଫେୟାରଗ୍ରାଣ୍ଡ୍‌ସ ଷ୍ଟାଡ଼ିୟମରେ ଖେଳାଯିବ। ଯାହା ଲସ୍‌ ଏଞ୍ଜେଲ୍‌ସ ସହରଠାରୁ ୫୦ କିଲୋମିଟର ଦୂରରେ ଅବସ୍ଥିତ। ଏହା କ୍ରିକେଟ ଇତିହାସରେ ଏକ ମାଇଲଖୁଣ୍ଟ ହେବ। କ୍ରିକେଟ ଶେଷ ଥର ପାଇଁ ୧୯୦୦ ପ୍ୟାରିସ ଅଲିମ୍ପିକ୍‌ସରେ […]

Read More Text.
39 194 1

ପହଲଗାମ ଆକ୍ରମଣ ପରେ ସେଲିବ୍ରେସନ କରିଥିଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପହଲଗାମରେ ହୋଇଥିବା ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ୨୮ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଭାରତର ବିଭିନ୍ନ ରାଜ୍ୟର ପର୍ଯ୍ୟଟକଙ୍କ ସମେତ କିଛି ସ୍ଥାନୀୟ ନାଗରିକ ସାମିଲ ଥିଲେ।ପହଲଗାମରେ ଆତଙ୍କବାଦୀ ଆକ୍ରମଣ କରିଥିବା ନେଇ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ନାମକ ଆତଙ୍କବାଦୀ ସଂଗଠନ ଘୋଷଣା କରିଥିଲା। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଜଣେ ପ୍ରତ୍ୟକ୍ଷଦର୍ଶୀ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ)କୁ ସାକ୍ଷୀ ଦେଇ କହିଛନ୍ତି, ‘ ଆକ୍ରମଣ […]

Read More Text.
Apch

ଭାରତକୁ ମିଳିବ ୩ ଲଢ଼ୁଆ ଆପାଚି ହେଲିକପ୍ଟର; ପାକିସ୍ତାନ ସୀମାରେ ହେବ ମୁତୟନ

ବଢ଼ିବ ସେନାର ବଳ। ଆସନ୍ତା ସପ୍ତାହ ସୁଦ୍ଧା ଭାରତକୁ ମିଳିବ ୩ ଲଢ଼ୁଆ ଆପାଚି ହେଲିକପ୍ଟର । ଏହି ଲଢ଼ୁଆ ହେଲିକପ୍ଟରକୁ ପାକିସ୍ତାନ ସୀମାରେ ମୁତୟନ କରାଯିବ ବୋଲି ସୂଚନା ମିଳିଛି । ଆସନ୍ତା ୨୧ରେ ଏହି ଲଢ଼ୁଆ ହେଲିକପ୍ଟର ଭାରତରେ ପହଞ୍ଚିବ ବୋଲି ସୂଚନା ମିଳିଛି । ନୂଆଦିଲ୍ଲୀ ସ୍ଥିତ ହିଣ୍ଡନ ଏୟାରଫୋର୍ସ ଷ୍ଟେସନରେ ପହଞ୍ଚିବା ପରେ ଏହାକୁ ପାକ୍ ସୀମାରେ ମୁତୟନ କରାଯିବ । ଆପାଚି ହେଲିକପ୍ଟରକୁ ଆକାଶ ମାର୍ଗରେ ଟ୍ୟାଙ୍କ ବୋଲି କୁହାଯାଏ। […]

Read More Text.
Untitled 2025 07 16 18 38 40

ଭାରତ ଓ ଚୀନକୁ ଟାର୍ଗେଟ କଲେ ନାଟୋର ମହାସଚିବ ମାର୍କ ରୁଟେ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନେଇ ପାଶ୍ଚାତ୍ୟ ଦେଶ ଏବଂ ଋଷ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଏହାରି ଭିତରେ ନାଟୋର ମହାସଚିବ ମାର୍କ ରୁଟେ ଏକ କଡ଼ା ଚେତାବନୀ ଦେଇଛନ୍ତି, ଯାହାର ସିଧାସଳଖ ସଙ୍କେତ ଭାରତ ଏବଂ ଚୀନ ଭଳି ଦେଶମାନଙ୍କ ପାଇଁ  । ମାର୍କ ରୁଟେ କହିଛନ୍ତି ଯେ ଯେଉଁ ଦେଶଗୁଡ଼ିକ ଋଷ ସହିତ ସମ୍ପର୍କ ରଖିବେ, ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ । ୱାଶିଂଟନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ […]

Read More Text.