ମହାକାଶରୁ ଶତ୍ରୁକୁ ଜଗିବ ଭାରତ, ଲଞ୍ଚ୍ ହେବ ୫୨ ମିଲିଟାରୀ ସାଟେଲାଇଟ୍
ନୂଆଦିଲ୍ଲୀ: ମହାକାଶରୁ ଶତ୍ରୁକୁ ଜଗିବ ଭାରତ । ଲଞ୍ଚ୍ ହେବ ୫୨ ମିଲିଟାରୀ ସାଟେଲାଇଟ୍। ଶତ୍ରୁ ଦେଶରର ଗତିବିଧି ଉପରେ ରଖିବ ନଜର। ଅପରେସନ୍ ସିନ୍ଦୁର ସମୟରେ ଭାରତର ଇଲେକ୍ଟ୍ରୋନିକ୍ ଯୁଦ୍ଧ ସରଞ୍ଜାମ, ସିଗ୍ନାଲ ଜାମିଂ ଏବଂ ରାଡାର ଟେକ୍ନୋଲୋଜି ଦେଖିଥିଲା ସାରା ବିଶ୍ୱ। ୨୨ ମିନିଟ୍ ପାଇଁ ପାକିସ୍ତାନର ପ୍ରତିରକ୍ଷା ପ୍ରତିଷ୍ଠାନର ସମ୍ପୂର୍ଣ୍ଣ ସିଗ୍ନାଲକୁ ଜାମ୍ କରିଦେଇଥିଲା ଭାରତ। ପାକିସ୍ତାନରର ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିଲା ଭାରତୀୟ ବାୟୁସେନା। ଭାରତର ମିଲିଟାରୀ ସାଟେଲାଇଟ ମହାକାଶରେ ଥିବାରୁ ଏହା ସମ୍ଭବ […]
Read More Text.