Rahul gandhi

ପ୍ରକୃତ ଭାରତୀୟ କେବେ ବି ଏଭଳି ମନ୍ତବ୍ୟ ଦେବ ନାହିଁ; ରାହୁଲଙ୍କୁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: “ପ୍ରକୃତ ଭାରତୀୟ କେବେ ବି ଏଭଳି ମନ୍ତବ୍ୟ ଦେବ ନାହିଁ।” ଶୁଣାଣି ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏଭଳି କହିଲେ ସୁପ୍ରିମକୋର୍ଟ। ‘ଭାରତ ଯୋଡୋ ଯାତ୍ରା’ ସମୟରେ ରାହୁଲ କରିଥିବା ଦାବିକୁ ନେଇ ସୁପ୍ରିମକୋର୍ଟ ତାଙ୍କ ଉପରେ ବର୍ଷିଥିବା ଜଣାଯାଇଛି। ରାହୁଲ ‘ଭାରତ ଯୋଡୋ ଯାତ୍ରା’ ସମୟରେ କହିଥିଲେ ଯେ, “ଚୀନ୍ ଭାରତର ୨ହଜାର କିଲୋମିଟର ଅଞ୍ଚଳ ଅକ୍ତିଆର କରିନେଇଛି।” ଏଭଳି ଦାବିକୁ ନେଇ ଆଜି ସୁପ୍ରିମକୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମାଲୋଚନା […]

Read More Text.
Sh

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ, ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଉ ନାହାନ୍ତି ଶିବୁ ସୋରେନ । ଆରପାରିରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ । ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ଶିବୁ ସୋରେନ । ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଆଖି ବୁଜିଲେ । ତେବେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ଜେଏମଏମର ପ୍ରତିଷ୍ଠାତା । କିଡନୀ ଜନିତ ସମସ୍ୟା ପାଇଁ ସେ ଚିକିତ୍ସିତ ହେଉଥିଲେ । ଆଉ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀରେ ତାଙ୍କର ଦେହାନ୍ତ ହୋଇଛି । ବାପାଙ୍କ […]

Read More Text.
Images

୩୫ଟି ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ହ୍ରାସ

ନୂଆଦିଲ୍ଲୀ : ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନପିପିଏ) ୩୫ଟି ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ହ୍ରାସ କରିଛି। ଏହି ଔଷଧଗୁଡ଼ିକ ଅନେକ ବଡ଼ ଫାର୍ମା କମ୍ପାନୀ ଦ୍ୱାରା ବିକ୍ରି କରାଯାଏ ଏବଂ ଏଥିରେ ଆଣ୍ଟି-ଇନଫ୍ଲେମେଟୋରି, ହୃଦରୋଗ, ଆଣ୍ଟିବାୟୋଟିକ୍, ମଧୁମେହ ଏବଂ ମାନସିକ ରୋଗ ଭଳି ଗୁରୁତ୍ୱପୂର୍ଣ୍ଣ ଔଷଧ ଅନ୍ତର୍ଭୁକ୍ତ। ରାସାୟନିକ ଏବଂ ସାର ମନ୍ତ୍ରଣାଳୟ ଏନପିପିଏର ମୂଲ୍ୟ ନିୟନ୍ତ୍ରଣ ଆଧାରରେ ଏହି ବିଜ୍ଞପ୍ତି ଜାରି କରିଛି। ନୂତନ ମୂଲ୍ୟ ଲାଗୁ ହେବା ପରେ, ଦୀର୍ଘ ସମୟ […]

Read More Text.
Ear

ଭୂକମ୍ପ ଝଟକାରେ ପୁଣି ଥରିଲା ରୁଷ, ସୁନାମୀ ସତର୍କତା ଜାରି

ରୁଷରେ ରବିବାର ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ରୁଷର କୁରିଲ ଦ୍ଵୀପ ଏବଂ କାମଚାତକାରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ଜର୍ମାନୀ ଭୂବିଜ୍ଞାନ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା କୁରିଲ ଦ୍ଵୀପରେ ୬.୭ ଏବଂ କାମଚାତକାରେ ୬.୮ ରହିଥିଲା। ଭୂକମ୍ପ ଯୋଗୁ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ। ତେବେ ଭୂକମ୍ପ ପରେ ସୁନାମୀ ଆସିବା ନେଇ ସତର୍କତା ଜାରି କରାଯାଇଛି। ଗତ ୩୧ ତାରିଖରେ ରୁଷର […]

Read More Text.
Tej

ତେଜସ୍ବୀ ଯାଦବଙ୍କୁ ନୋଟିସ ପଠାଇଲେ ନିର୍ବାଚନ କମିସନ

ନୂଆଦିଲ୍ଲୀ : ଦୁଇଟି ଭୋଟର ପରିଚୟ ପତ୍ର ନମ୍ବର ମାମଲାରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ବଡ଼ ଅଡ଼ୁଆରେ ଫସି ଯାଇଛନ୍ତି। ନିର୍ବାଚନ କମିସନ ତାଙ୍କୁ ଏହି ମାମଲାରେ ନୋଟିସ ପଠାଇଛନ୍ତି। ଦୁଇଟି ଭୋଟର ପରିଚୟ ପତ୍ର ମାମଲାରେ କମିସନ ତାଙ୍କଠାରୁ ଉତ୍ତର ମାଗିଛନ୍ତି। ତେଜସ୍ୱୀଙ୍କଠାରୁ ଭୋଟର ପରିଚୟ ପତ୍ରର ମୂଳ କପି ମଗାଯାଇଛି। ତେଜସ୍ୱୀ ଯାଦବ ସାମ୍ବାଦିକ ସମ୍ମିଳନୀରେ ଯେଉଁ ପରିଚୟ ପତ୍ର ଦେଖାଇଥିଲେ ତାହା […]

Read More Text.
Fds

ମୁମ୍ବାଇ ଆଇଆଇଟିର ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଶୁକ୍ରବାର ଏବଂ ଶନିବାର ମଧ୍ୟରାତ୍ରିରେ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର ଜଣକ ଆଇଆଇଟି ବମ୍ବେରେ ପାଠପଢ଼ୁଥିଲେ ଏବଂ ସେ ହଷ୍ଟେଲର ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରଜଣକ ମେଟା ସାଇନ୍ସର ଚତୁର୍ଥ ବର୍ଷରେ ପଢ଼ୁଥିଲେ, ତାଙ୍କର ବୟସ ୨୬ ବର୍ଷ। ଘଟଣାଟି ରାତି ପ୍ରାୟ ୨.୩୦ ସମୟରେ ଘଟିଥିବା ଜଣାପଡ଼ିଛି। ପୋୱାଇ ପୋଲିସର ସୂଚନା ଅନୁଯାୟୀ, ଛାତ୍ର ଜଣକ ହଷ୍ଟେଲର ଛାତରୁ ଡେଇଁ ପଡ଼ିଥିଲେ। ଘଟଣା ପରେ […]

Read More Text.
Ac

ଶିବ ମନ୍ଦିର ଯିବା ବାଟରେ ବଡ଼ ସଡକ ଦୁର୍ଘଟଣା: ୧୧ ଜଣଙ୍କ ମୃତ୍ୟୁ, ୪ ଜଣ ଗୁରୁତର

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବଡ଼ ସଡକ ଦୁର୍ଘଟଣା । କେନାଲକୁ ଖସିଲା କାର୍ । ଭାରସାମ୍ୟ ହରାଇ କେନାଲକୁ ଖସି ପଡିଲା ଏସୟୁଭି ଗାଡ଼ି । ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଶ୍ରଦ୍ଧାଳୁ ଆଗ୍ରାର ସେହା ଗାଁର । ସେମାନେ ଗାଡ଼ିରେ ପୃଥ୍ବୀନାଥ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିଲେ । ଶ୍ରାବଣ ସୋମବାରରେ ପାଣି ଢାଳିବାକୁ ଯାଉଥିଲେ । ହେଲେ […]

Read More Text.
Fdsa

ତାମିଲ ଅଭିନେତା ମାଧନ ବବ୍‌ଙ୍କ ପରଲୋକ

ତାମିଲ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ହାସ୍ୟାଭିନେତା ମାଧନ ବବଙ୍କର ପରଲୋକ ଘଟିଛି। ଶନିବାର ୭୧ ବର୍ଷ ବୟସରେ ଚେନ୍ନଇର ଆଡିୟାରସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମାଧନ କିଛି ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥାଇ ଚିକିତ୍ସିତ ହେଉଥିଲେ। ମାଧନ କେବଳ ଜଣେ ଲୋକପ୍ରିୟ ଅଭିନେତା ନ ଥିଲେ, ସେ ଜଣେ ସଙ୍ଗୀତଜ୍ଞ ବି ଥିଲେ। ଦୀର୍ଘ ୪୦ ବର୍ଷ ଧରି ସେ ତାମିଲ ଚଳଚ୍ଚିତ୍ର ଜଗତ ସହିତ ଜଡ଼ିତ ରହିଆସିଥିଲେ। ୧୯୮୦ ଦଶକରେ ସେ […]

Read More Text.
Bw3hqwjrxskaxyrqlimv

ଏକନାଥ ସିନ୍ଦେ କିପରି ମୁଖ୍ୟମନ୍ତ୍ରୀ ହୋଇଥିଲେ, ରହସ୍ୟ ଖୋଲିଲେ ଫଡନାଭିସ

ନୂଆଦିଲ୍ଲୀ: ଏକନାଥ ସିନ୍ଦେ କିପରି ମୁଖ୍ୟମନ୍ତ୍ରୀ ହୋଇଥିଲେ, ତାହାର ରହସ୍ୟ ଖୋଲିଛନ୍ତି ଏବେକାର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ | ଏକ ସାକ୍ଷାତକାରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଥିଲେ ଯେ ମୁଁ ସ୍ପଷ୍ଟ ଶବ୍ଦରେ କହିବି। ଏହା ପ୍ରଥମ ଦିନରୁ ହିଁ ସ୍ଥିର ହୋଇଯାଇଥିଲା। ଯେହେତୁ ଏକନାଥ ସିନ୍ଦେ ସାହସର ସହିତ ଏହି ସମସ୍ତ କାମ କରିଥିଲେ, ଏପରି ସମୟରେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଉଚିତ ଥିଲା। ତେଣୁ, ପ୍ରଥମ ଦିନରୁ ହିଁ ନିଷ୍ପତ୍ତି ନିଆଯାଇଥିଲା ଯେ […]

Read More Text.
Mp

ମଣିଶଙ୍କର ସବୁବେଳେ ପାକିସ୍ତାନର ପକ୍ଷ ନିଅନ୍ତି : ପ୍ରିୟଙ୍କା ଚତୁର୍ବେଦୀଙ୍କ ଜବାବ

ନୂଆଦିଲ୍ଲୀ : କଂଗ୍ରେସ ନେତା ମଣିଶଙ୍କର ଆୟାର ଅପରେସନ ସିନ୍ଦୂର ଏବଂ ବିଭିନ୍ନ ଦେଶକୁ ଯାଇଥିବା ପ୍ରତିନିଧି ଦଳ ବିଷୟରେ ଶନିବାର କହିଥିଲେ ଯେ ଯେଉଁ ୩୩ଟି ଦେଶକୁ ପ୍ରତିନିଧିମଣ୍ଡଳ ଗସ୍ତ କରିଥିଲେ ସେସବୁ ଦେଶମାନେ ପହଲଗାମ ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରିନଥିଲେ । ଏହି ବିବୃତ୍ତିର ଜବାବ ଦେଇ ଶିବସେନା (ୟୁବିଟି) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ ମଣିଶଙ୍କର ସବୁବେଳେ ପାକିସ୍ତାନ ସହ ଶାନ୍ତି ପାଇଁ ଓକିଲାତି କରିଆସିଛନ୍ତି । ସେ ବାରମ୍ବାର […]

Read More Text.